ଦର୍ଶକବନ୍ଧୁ ଶରୀର କୁ ସ୍ୱାସ୍ଥ୍ୟ ରଖିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଅଟେ ଶକ୍ତି ଶାଳୀ ଶରୀର ଆପଣଙ୍କୁ ସବୁ ଅସୁବିଧା ରୁ ବଞ୍ଚିବାକୁ ସାହାଯ୍ୟ କରିବା ଖାଇବା ପରେ ପାଣି ମଧ୍ୟ ଶରୀର ପାଇଁ ସେତିକି ଉଚିତ୍ ଅଟେ କାରଣ ଏହା ଆପଣଙ୍କ ଶରୀର କୁ ହାଇବ୍ରିଡ୍ କରି ରଖିଥାଏ | ଏବଂ ଏହା ସହିତ ବିଷାକ୍ତ ତତ୍ତ୍ଵ କୁ ଶରୀର ରୁ ବାହାର କରିବାକୁ ସାହାଯ୍ୟ କରିଥାଏ ଡାକ୍ତର ଅତି କମ ରେ ଦିନକୁ ୮ ଗ୍ଲାସ୍ ପାଣି ପାଇବାକୁ ଅନୁମତି ଦେଇଥାନ୍ତି କିଛି ଖାସ ଜିନିଷ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ |
ନହେଲା ଆପଣଙ୍କ ଶରୀର ରେ ଲାଭ ପହଞ୍ଚିବା ବଦଳ ରେ କ୍ଷତି ପହଞ୍ଚିବ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ବୋହୁତ ଆବଶ୍ୟକ ହୋଇଥାଏ ଏହାସହ ଅଲଗା ଅଲଗା ଫଳ ଶରୀର କୁ ଅନେକ ଲାଭ ଦେଇଥାଏ | କିନ୍ତୁ ଆମେ ଫଳ ର ସେବନ କରିବା ପରେ ତୁରନ୍ତ ପାଣି ପିଇବା ଉଚିତ୍ ନୁହେଁ | କାରଣ ଫଳ ରେ ପୂର୍ବରୁ ୯୦ ପ୍ରତିଶତ ପାଣି ଥାଏ ଯଦି ଆମେ ଏମିତି କରିବା ତେବେ କାଶ ଏବଂ ପେଟ ଖରାପ ହୋଇପାରେ ବାଦାମ ଥଣ୍ଡା ହଉ କିମ୍ବା ଗରମ ଲୋକମାନେ ବାଦାମ ଖାଇବାକୁ ବୋହୁତ ପସନ୍ଦ କରିଥାନ୍ତି | କିନ୍ତୁ ଯଦି ଆପଣ ବାଦାମ ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି ତେବେ ଆପଣଙ୍କୁ ଏମିତି କରିବା ଅନୁଚିତ୍ |
କାରଣ ଏପରି କରିବା ଦ୍ୱାରା ବେକ ରେ ଖରସ କାଶ ହେବାର ସମସ୍ୟା ଦେଖାଦେଇଥାଏ | ଆଇସକ୍ରିମ ଆଇସକ୍ରିମ ସମସ୍ତଙ୍କୁ ଭଲଲାଗେ କିନ୍ତୁ ଅଧିକାଂଶ ଲୋକମାନେ ଏହାକୁ ଖାଇବା ପରେ ପାଣି ପେଇଦିଅନ୍ତି | ଲୋକଙ୍କୁ ଏହା ଜାଣିବା ଉଚିତ୍ କୁ ଆଇସକ୍ରିମ ଖାଇବା ପରେ ପାଣି ପାଇବା ଦ୍ଵାରା ଥଣ୍ଡା ଗରମ ହୋଇପାରେ ଓ ଆପଣଙ୍କୁ ଏସିରିଟି ହୋଇପାରେ |
ଚଣା କୁ ଲୋକ ଅନେକ ଉପାୟ ରେ ଖାଇଥାନ୍ତି କିଛି ଲୋକ ଏହାକୁ ଗରମ ପାଣି ରେ ଫୁଟାଇ ଖାଇବାକୁ ଭଲପାଆନ୍ତି | ଯେତେବେଳେ ଆପଣ ଏମିତି କରନ୍ତି ସେତେବେଳ ତୁରନ୍ତ ପାଣି ପିଅନ୍ତୁ ନାହିଁ | କାରଣ ଚାନ କୁ ହଜମ ହେବାପାଇଁ ଶକ୍ତି ଲାଗେ ଯଦି ଆମେ ପାଣି ପିଇବା ତେବେ ଚଣା ଜଲଦି ହଜମ ହେବନାହିଁ ଓ ପାଚନ ପ୍ରକିୟା ରେ ଅସୁବିଧା ସୃଷ୍ଟିହେବ |
Check Also
ଟମାଟୋ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏମିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…
ଦର୍ଶକବନ୍ଧୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଏହା ଦୃଷ୍ଟି ଶକ୍ତି ବଢାଇବା ଠାରୁ …