Breaking News

କେଉଁ ସମୟ ରେ ସ୍ଵପ୍ନ ଦେଖିଲେ ତାର ଫଳ କେତେ ସମୟ ରେ ମିଳେ

ରାତିରେ ସମସ୍ତେ ସ୍ଵପ୍ନ ଦେଖନ୍ତି |ଅଲଗା ଅଲଗା ସ୍ଵପ୍ନ ଦେଖନ୍ତି |ସ୍ଵପ୍ନ ରେ ଅଲଗା ଅଲଗା ଜିନିଷ ଦେଖି ଥାଆନ୍ତି |ଏମିତି ସ୍ଵପ୍ନ ବି ଦେଖି ଥା’ନ୍ତି ଯାହା ଆପଣଙ୍କ ଜୀବନ ରେ କୌଣସି ମହତ୍ତ୍ଵ ବା ମୂଲ୍ୟ ରଖି ନ’ଥାଏ |କିନ୍ତୁ ସ୍ଵପ୍ନ ବେଳେବେଳେ ସତ ହୋଇ ଯାଇଥାଏ |ଏବଂ ସ୍ଵପ୍ନ ର ମାଧ୍ୟମ ରେ ଆମ ଜୀବନ ରେ ଅନେକ ପ୍ରକାର ସଙ୍କେତ ଦେଖିବାକୁ ମିଳି ଥାଏ |କେଉଁ ସ୍ଵପ୍ନ ଆମ ପାଇଁ ଖରାପ ଏବଂ କେଉଁ ସ୍ଵପ୍ନ କେତେ ଦିନ ରେ ସତ ହବାକୁ ଯାଇ ଥାଏ |

ଭଲ ସ୍ଵପ୍ନ ର କିଛି ଜରୁରୀ କଥା ଆମେ ଜାଣି ରଖିବା ଉଚିତ |ଭଲ ସ୍ଵପ୍ନ ପରେ ନିଦ ଭାଙ୍ଗି ଗଲେ ପୁଣି ଥରେ ଶୋଇବା ଉଚିତ ନୁହେଁ |ଭଲ ସ୍ଵପ୍ନ ପାଇଁ ଭଗବାନ ଙ୍କୁ ଧନ୍ୟବାଦ ଦବା ଉଚିତ |ଶେଯ ଉପରେ ବସି ଧ୍ୟାନ କରନ୍ତୁ |ଭଲ ସ୍ଵପ୍ନ କୁ କାହାକୁ କୁହନ୍ତୁ ନାହିଁ |ଯଦି ଭ-ୟ-ଙ୍କ-ର ସ୍ଵପ୍ନ ରାତି ୧୨ ତା ରୁ ୨ ତା ଭିତରେ ଦେଖିବେ ,ତେବେ ଭଗବାନ ଶିବ ଙ୍କ ଧ୍ୟାନ କରିବା ଉଚିତ |ଓମ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିବା ଉଚିତ |ସକାଳୁ ଉଠି ସ୍ନାନ କରି ମନ୍ଦିର ଦର୍ଶନ କରି ଯିବା ଉଚିତ |ଏପରି କରିବା ଦ୍ଵାରା ଦେଖି ଥିବା ଖରାପ ସ୍ଵପ୍ନ ର ପ୍ରଭାବ ସମାପ୍ତ ହୋଇ ଯାଇ ଥା’ଏ |ଯଦି ଭୟଙ୍କର ସ୍ଵପ୍ନ ବାରମ୍ବାର ଦେଖନ୍ତି ତେବେ ଭଗବାନ ଶିବ ଙ୍କ ସହ ଭଗବାନ ହନୁମାନ ଙ୍କ ନାମ ମଧ୍ୟ ନିଅନ୍ତୁ |

ହନୁମାନ ଚାଳିଶା ଓ ହନୁମାନ ଅଷ୍ଟକ ପାଠ କରନ୍ତୁ |ଏମିତି କରିବା ଦ୍ଵାରା ଆପଣଙ୍କ ର ଖରାପ ସ୍ଵପ୍ନ ର ଖରାପ ପ୍ରଭାବ ପଡିବ ନାହିଁ |ରାତି ୧୨ ତା ପୂର୍ବରୁ ଦେଖା ଯାଉ ଥିବା ସ୍ଵପ୍ନ ମନର ବିକୃତି ପାଇଁ ହୋଇ ଥାଏ |ଅର୍ଥାତ ଏହି ସ୍ଵପ୍ନ ମୂଲ୍ୟହୀନ ହୋଇ ଥାଏ |ରାତି ୧୨ ତା ରୁ ୧ ମଧ୍ୟ ରେ ଦେଖା ଯାଇ ଥିବା ସ୍ଵପ୍ନ ପୁରା ହବା ପାଇଁ ତିନି ବର୍ଷ ଲାଗି ଯାଇ ଥାଏ |ଏହି ସ୍ଵପ୍ନ ର କିଛି ମହତ୍ତ୍ଵ ନଥାଏ |

ରାତି ୧ ତା ରୁ ୨ ତା ମଧ୍ୟ ରେ ଦେଖା ଯାଉଥିବା ସ୍ଵପ୍ନ ର ଫଳ ଏକ ବର୍ଷ ମଧ୍ୟ ରେ ପୁରା ହୋଇ ଥାଏ |ରାତି ୩ ତା ରୁ ୪ ତା ମଧ୍ୟ ରେ ଦେଖା ଯାଉ ଥିବା ସ୍ଵପ୍ନ ର ଫଳ ଛଅ ମାସ ମଧ୍ୟ ରେ ପୁରା ହୋଇ ଥାଏ |ସକାଳ ୪ ତା ରୁ ୫ ତା ମଧ୍ୟ ରେ ଦେଖୁଥିବା ସ୍ଵପ୍ନ ର ଫଳ ତିନି ମାସ ମଧ୍ୟ ରେ ଆପଣଙ୍କୁ ମିଳିଯିବ |ସକାଳ ୫ ତା ରୁ ୬ ତା ମଧ୍ୟରେ ଦେଖୁଥିବା ସ୍ଵପ୍ନ ର ଫଳ ଏକ ମାସ ମଧ୍ୟ ରେ ମିଳିଯିବ |ଦିବା ସ୍ଵପ୍ନର କିଛି ମୂଲ୍ୟ ନଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଝିଅର ବେଷ୍ଟ ଫ୍ରେଣ୍ଡ ସହ ଥିଲା ବାପାଙ୍କ ଆ-ଫେ-ୟା-ର: ଖୁଲାସା ପରେ…

ଦର୍ଶକ ବନ୍ଧୁ ଆପଣ ମାନେ ପ୍ରତିଦିନ ସୋସିଆଲ ମିଡିଆ ରୁ ବହୁ ଖବର ପାଇଥିବେ ଯେ ପରିବାର କଳହ ରୁ …

Leave a Reply

Your email address will not be published. Required fields are marked *