Breaking News

କେଉଁ କର୍ମ କଲେ କେଉଁ ଜନ୍ମ ପାଇବେ, ଆପଣ ଏହି କର୍ମ କରିଛନ୍ତି କି ତାହାଲେ ହୋଇଯାଆନ୍ତୁ ସାଵଧାନ…

ଦର୍ଶକବନ୍ଧୁ ଆଜିର ଦିନରେ ମନେରଖନ୍ତୁ ଯଦି ଆପଣ କର୍ମ କରୁଛନ୍ତି ତାହାନେ କର୍ମକୁ ଠିକି ରଖନ୍ତୁ ନହାଳେ ଆପାନ ଏମିତି ପରିସ୍ଥିତିରେ ପଡିବେ ଯାହା ଦ୍ୱାରା ଆପଣ ଏହି ଜନ୍ମରେ କର୍ମର ଫଳ ହିଁ ଭୋଗିବାକୁ ପଡିବ ଆଜି ଆମେ ଆପଣଙ୍କୁ ଜାଣିବୁ ମନୁଷ୍ୟ କେଉଁ କର୍ମ କଲେ କେଉଁ ପ୍ରକାରର ଜନ୍ମ ଲାଭ କରିଥାଏ | ବନ୍ଧୁଗଣ ପ୍ରଥମ ସନ୍ୟାସୀ ଗ୍ରହଣ କରିଥିଲେ ସ୍ତ୍ରୀ ସହିତ ରୁହନ୍ତୁ ନାହିଁ ଯଦି ଜଣେ ମନୁଷ୍ୟ ସନ୍ୟାସୀ ହେଉଯାଇଛି କିନ୍ତୁ ସନ୍ୟାସୀ ଗ୍ରହଣ କାରିବା ପରେ ପୁନସ୍ତ ସ୍ତ୍ରୀ ସହିତ ସମ୍ପର୍କ ସ୍ଥାପନ କରି ତାହାଲେ ସେହି ପୁରୁଷ ଆରଜନ୍ମରେ କୃମି ଜନ୍ମ ହୋଇଥାଏ ଯଦି ସନ୍ୟାସୀ ନେଉଛନ୍ତି କେବେ କେବେବି ସ୍ତ୍ରୀ ସହିତ ରୁହନ୍ତୁ ନାହିଁ ଯାହାକି ଆପଣ ପର ଜନ୍ମରେ କୃମି ଜନ୍ମ ଗ୍ରହଣ କରିବେ |

ସର୍ବଦା ବ୍ୟକ୍ତି ଯାଉ ବ୍ୟକ୍ତି ସର୍ବଦା ଝଗଡା କରିବାକୁ ଭଲପାଏ ଅର୍ଥାତ କାହା ସହିତ କଳିକଲେ ତାହା ଜମା ଛାଡେ ନାହିଁ ସେ ଅର ଜନ୍ମରେ ବିରାଡ଼ି ଜନ୍ମ ହୋଇଥାଏ ସେଥିପାଇଁ ସବୁବେଳେ ରାଉ ରାଉ ହେବା ବନ୍ଦ କରନ୍ତୁ | କାରଣରେ ରାଉ ରାଉ ହୋଉଥିବା ବ୍ୟକ୍ତି ସେ ପରଜନ୍ମରେ କାଉ ଜନ୍ମ ଲାଭ କାରିଥାଏ | ଲୋଭି କରୁଥିବା ବ୍ୟକ୍ତି ଯେଉଁମାନେ ବହୁତ ଲୋଭ ପକୃତିର ହୋଇଥାନ୍ତି ସେ ପରଜନ୍ମରେ ଛେଳି ଜନ୍ମ ନେଇଥାନ୍ତି |

ପରଧନ ଚୋରି କରିବା ଯେଉଁ ମାନେ ପର ନାରୀ ପର ଝିଅ ବୋହୁ ଅନାଇଥାନ୍ତି ସେମାନେ ପରଜନ୍ମରେ କଙ୍କଡା ହୋଇ ଜନ୍ମ ହୋଇଥାନ୍ତି | ଅଖାଦ୍ୟ ଭୋଜାନ କରୁଥିବା ବ୍ୟକ୍ତି ଯେଉଁ ମାନେ ଅଖାଦ୍ୟକୁ ଭୋଜନ କରନ୍ତି ସେମାନେ ପର ଜନ୍ମରେ ଘୁଷୁରୀ ଜନ୍ମ ନେଇଥାନ୍ତି | ହିଂସା ଆଚରଣ କରୁଥିବା ବ୍ୟକ୍ତି ଯେଉଁ ମାନେ କଲି ଝଗଡା କରିବାକୁ ଭଲ ପାଆନ୍ତି ହିଂସା ଆଚରଣ କରନ୍ତି ସେମାନେ ପର ଜନ୍ମରେ କୁକୁର ଜନ୍ମ ପାଇଥାନ୍ତି |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.