Breaking News

କେନ୍ଦ୍ର ସରକାରଙ୍କ ବଡ ଘୋଷଣା ପିଏମ କିସାନ ଯୋଜନା 2 ହଜାର ବଦଳରେ ମିଳିବ 4 ହଜାର ଟଙ୍କା ଜାଣନ୍ତୁ ପୁରା ଖବର…

ବନ୍ଧୁଗଣ ସତରେ କଣ PM କିସାନ ଯୋଜନାର ଟଙ୍କା ଦୁଇଗୁଣ ହେବାକୁ ଯାଉଛି | କଣ ଏବେ ଚାଷୀମାନଙ୍କ ଆକାଉଣ୍ଟକୁ 2000 ବଦଳରେ 4000 ଟଙ୍କା ବା ବର୍ଷକୁ 6000 ବଦଳରେ 12 ହଜାର ଟଙ୍କା କଣ ସତରେ ମିଳିବାକୁଯାଉଛି | ଯଦି ମିଳିବ ତ କେବେ ମିଳିବ ସମ୍ପୂର୍ଣ ଅପଡେଟ ଏହି ଖବର ମାଧ୍ୟମରେ ପାଇପାରିବେ ସେଥି ପାଇଁ ଏହି ଖବର ଟିକୁ ଶେଷ ପଯ୍ୟନ୍ତ ପଢନ୍ତୁ |

PM କିସାନ ଯୋଜନା ଏହି ଯୋଜନା ଚାଷୀ ମାନଙ୍କ ଆକାଉଣ୍ଟକୁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିବର୍ଷ 3ଟି ଇନଷ୍ଟଲମେଣ୍ଟ 2000 ଲେଖାଏ 6000 ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପଠାଯାଉଛି ଯାହାକି ସେମାନେ କୃଷି କାର୍ଯ୍ୟରେ ଲଗେଇପାରିବେ ଯାହାକି ଏବେ ଏବେ ଅଗଷ୍ଟ 9 ତାରିଖ ଦିନ PM କିସାନ ଯୋଜନାର ନବମ କିସ୍ତି ଟଙ୍କା ଚାଷୀ ମାନଙ୍କ ପାଖକୁ ଆସିସରିଛି | କିନ୍ତୁ ଏବେ ଯେଉଁ ଟୋପିକ ଉଠୁଛି |

PM କିସାନ ଯୋଜନା ଟଙ୍କା ଦୁଇଗୁଣ ହେବାକୁଯାଉଛି Actually ଏହି କଥାଟି ସତ ନା ସତନୁହଁ | ଏହି ଘଟଣା ଦେଖିବା ଯଦି ବିହାର କୃଷି ମନ୍ତ୍ରୀ ଅମେନ୍ଦ୍ରପ୍ରତାପ ସିଂ ଦିଲ୍ଲୀର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅର୍ଥ ମନ୍ତ୍ରୀ ନିର୍ମଳ ସୀତାରାମ ସହ ସାକ୍ଷାତ କରିଥିଲେ ବିହାର କୃଷିମନ୍ତ୍ରୀ ମୁତାବକ ସରକାର PM କିସାନ ରାଶିକୁ ଦୁଗୁଣ କରିବେ ଏଥିପାଇଁ ସରକାର ସମ୍ପୂର୍ଣ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି | କହିବାକୁ ଗଲେ ବିହାର କୃଷି ମନ୍ତ୍ରୀ ଦିଲ୍ଲୀ କୃଷି ମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ସହ ସାକ୍ଷାତ କରିଥିଲେ |

ସାକ୍ଷାତ କଲା ପରେ ସେଠି PM କିସାନ କୁନେଇକି ଆଲୋଚନା ହୋଇଥିଲା ଯାହାକି ବିହାର ରାଜ୍ୟର କୃଷିମନ୍ତ୍ରୀ କହିବା ଅନୁସାରେ ସରକାର ଏବେ PM କିସାନ ଯୋଜନା ଟଙ୍କାକୁ ଦୁଇଗୁଣ କରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫାଇନାଲ ହେଇନାହିଁ ଯହିଁକି PM କିସାନ ଟଙ୍କା ଦୁଗୁଣ ହେବାକୁଯାଉଛି ଯାହାକି ପ୍ରସ୍ତୁତି ଆରମ୍ଭ କରିଛନ୍ତି | କିନ୍ତୁ ଏପର୍ଯ୍ୟନ୍ତ କୌଣସି କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇନାହିଁ |

PM କିସାନ ଟଙ୍କା ଦୁଗୁଣ ହେବାପାଇଁ ଯାଉଛି ବିହାର କୃଷି ମନ୍ତ୍ରୀ କହିବା ଅନୁସାରେ ଏବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଫାଇନାଲ ରିପୋର୍ଟ ଆସିନାହିଁ | ସତରେ କଣ PM କିସାନ ଟଙ୍କା ଦୁଗୁଣ ହେବାକୁ ଯାଉଛି ଏଇଟା ହେଇପାରେ ନହେଇପାରେ ସେମିତି କିଛି ଗ୍ୟାରେଣ୍ଟ ନାହିଁ |

ଯେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି Allowancement କରାଯାଇନାହିଁ ସେତେବେଳ ଏପର୍ଯ୍ୟନ୍ତ କିଛି କହିହେବନାହିଁ ଆପଣମାନେ PM କିସାନ ଯୋଜନା ଟଙ୍କା ଦୁଇଗୁଣିତ ପାଇପାରିବେ | ଯେବେ କେନ୍ଦ୍ର ସରକାରଙ୍କ ତରଫରୁ ଫାଇନାଲ ରିପୋର୍ଟ ଆସିଯିବ PM କିସାନ ଟଙ୍କା ଦୁଇଗୁଣିତ ହେବାକୁ ଯାଉଛି ଆମେ ଆପଣାକୁ ଜଣେଇଦେବୁ |

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.