ଦର୍ଶକବନ୍ଧୁ ସଫଳ ହେଲା 105 ଘଣ୍ଟାର ଅପ୍ରେସୋନ ଉଦ୍ଧାର ହେଲେ ରହୁଳୁ ଦୀର୍ଘ ପାଞ୍ଚ ଦିନ ଧରି 105 ଘଣ୍ଟା ପରିଶ୍ରମ ପରେ ସଫଳ ହୋଇଛି | ବୋରେଲ ଗାତ ଭିତରୁ ରହୁଳୁ କୁ ଉଦ୍ଧାର କରାଯାଇଛି ବୋରେଳରୁ ସୁରରଖିତ ଭାବରେ ରହୁଳୁକୁ ବାହାର କରିଛନ୍ତି ଉଦ୍ଧାର କରି ଦଳ ଯବାନଙ୍କ ଦିନ ରାତି ପରିଶ୍ରମ ପରେ 80 ଫୁଟ ତଳୁ ଉଦ୍ଧାର ହେଲେ ରାହୁଲ ଏବେ ତାଙ୍କ ସ୍ଵସ୍ଥ ଅବସ୍ଥା ଏବେ ଠିକୀ ଅଛି ଉଦ୍ଧାର ପରେ ଆଉସୁ ଆମ୍ବୁଲାନ୍ସ ରେ ଡାକ୍ତର ଖାନାକୁ ନିଆଯାଇଛି ରାହୁଲ ଙ୍କ ସୁରକ୍ଷିତ ଉଦାର ପାଇଁ ସାରା ଦେଶରେ ପର୍ଥନା କରାଯାଉଥିଲା |
ଶୁକ୍ରବାର ରେ ରାହୁଲ ତାଙ୍କ ଘରେ ଥିବା 80 ଫୁଟ ଗଭୀର ବୋରେଲ ଗାତ ଭିତରେ ଖସି ପଡ଼ିଥିଲେ ସେ ଗାତରେ ଖସି ଯାଇଥିଲା ବେଳ ପାଇପି ଜରିଆରେ ତାଙ୍କୁ oxizone ଯୋଗାଯାଇଥିଲା ଓ ତାଙ୍କୁ orx ପାଣି ଓ କଦଳୀ ମଧ୍ୟ ଦିଆଯାଇଥିଲା | ଉଦ୍ଧାର କାର୍ଯ୍ୟରେ ସେନା ସହିତ ଜିଲ୍ଲା ପ୍ରଶାସନ ସାମିଲୀ ମଧ୍ୟ ଥିଲେ ଏହି ସମୟରେ ଡାକ୍ତରୀ ଦଳ 24 ଘଣ୍ଟା ରାହୁଲ ଉପରେ ନଜର ରଖୁଥିଲେ | ଛତିଶିଗଡ ରାଜ୍ୟର ଚମ୍ପା ଜିଲ୍ଲାର ତିହିଡି ଗାଁ ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା |
ଏହି ରାହୁଲ ଶୁକ୍ରବାର ଦିନ ଖେଳୁଥିଲା ସମୟରେ ଘର ପଛପଟେ ଥିବା ବୋରେଲ ଭିତରେ ଖସି ପଡିଥିଲା ରାହୁଲର ପରିବାର ଏହି ବୋରେଲ ଖୋଲିଥିଲେ କିନ୍ତୁ ବୋରେଳକୁ ଖୋଲା ରଖାଯାଇଥିଲା ରହୁଳୁ ଖସି ପଡିବା ପରେ ତାଙ୍କୁ ପରିବାର ଲୋକ ଖୋଜିଲେ ହେଲେ ପାଇଁ ନଥିଲେ ବୋରେଲା ଭିତରୁ ଶବ୍ଦ ଆସୁଥିବା ଶୁଣିବାକୁ ପାଇଲେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଲା ଜିଲ୍ଲା ତଥା ପୋଲିସ ପ୍ରଶାସନ ଟିମି ଉଦ୍ଧାର କାର୍ଯ୍ୟରେ ନିୟଜିତ ଥିଲେ |
ଏପରିକି ରାହୁଲ କୁ ଉଦ୍ଧାର କରିବା ପାଇଁ NDRF ଏବଂ ସେନାର ସାହାଯ୍ୟ ମଧ୍ୟ ନିଆଯାଇଥିଲା ଯେତେବେଳେ ରାହୁଲ ବୋରେଲ ବିତରେ ଖସି ପଡିଥିଲା ସେତେବେ ତାଙ୍କ ବାପା ମା ଆଉ ଧାର୍ଯ୍ୟ ଧରି ଆଉ ରହି ପାରିନଥିଲେ ପ୍ରତି ମୁହୁର୍ତରେ ତାଙ୍କ ମା ଙ୍କର ଚେତାଫେରି ଯାଉଥିଲା କିନ୍ତୁ ବର୍ତମାନ ରାହୁଲ ସୁରକ୍ଷିତ ଅବସ୍ଥାରେ ବାହାରକୁ ଉହଦାର କରାଯାଇଥିଲା ବେଳେ ମା ରାହୁଲ ଙ୍କ ମା ବର୍ତମାନ ସୁରକ୍ଷିତ ଅଛନ୍ତି ଏବଂ ଟିକେ ଅଶସ୍ତୀ ପାଇଛନ୍ତି |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …