Breaking News

Kedarnath ମନ୍ଦିର ଏହି ଗୋଟେ କଥା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…. ଗୋଟେ ପଥର ଖଣ୍ଡ ପାଇଁ ବଞ୍ଚିଗଲା ହଜାର ହଜାର ଜୀବନ, କେଦାରନାଥ ର ଏହି ରହସ୍ୟକୁ କାହିଁକି ବୈଜ୍ଞାନିକ ମାନେ ସମାଧାନ କରିପାରୁ ନାହାନ୍ତି !

ଦର୍ଶକବନ୍ଧୁ 2013 ମସିହା ରାତିରେ ଉତ୍ତରାଖଣ୍ଡ ରେ ବର୍ଷା ସହିତ ଏମିତି ଭୟାନକ ବାତ୍ୟା ଆସିଲା ଯିଏ ସବୁ କିଛି ବର୍ବାଦ କରିଦେଲା ସେହି ରାତିରେ ହଜାର ହଜାର ଳୋକଙ୍କ ଜୀବନ ଚାଲିଗଲା ଲଗାତାର ବର୍ଷା ହେବାର ବରଫ ତରଳିବା କାରଣରୁ ଅନେକ ଲୋକଙ୍କ ଘର ଦ୍ୱାରା ମଧ୍ୟ ଭାସି ଗଲା କିନ୍ତୁ ଏତେ ସବୁ ହୋଇଯିବ ପରେ ମଦ୍ୟ ଚମତ କଥା ଏହାକି ସେହି ଦିନ ଏହି ପ୍ରବଳ ବନ୍ୟା ମନ୍ଦିରଟିର ଟିକେବି ଖେତୀ କରି ପାରିନଥିଲା | ଏହି ମନ୍ଦିର ଏବଂ ମନ୍ଦିର ଭିତରେ ଥିବା ଲିଙ୍ଗ ବିଲକୁଲ ସୁରକ୍ଷିତ ଥିଲା ପ୍ରକୃତରେ ଏହା ସମ୍ଭବ ହେଲା ଏହା ଆଜିବି ଗୋଟେ ରହସ୍ୟ ହୋଇଅଛି |

ସବୁଠାରୁ ବଡ଼ ରହସ୍ୟ କେଦାରନାଥ ମନ୍ଦିର ପାଖରେ ଥିବା ସେହି ବଡ଼ ପଥର କଣ କେବଳ ଗୋଟେ ବିରାଟ ପଥର ଏତେ ବଡ଼ ଏହି ଭୟାନକ ବନ୍ୟାରୁ ଏହି ମନ୍ଦିରର ଖେତୀ ହେବାକରୁ ବଞ୍ଚାଇଦେଲା ନ ଏହା କୌଣସି ଚମତ୍କାର ଥିଲା | କେଦାରନାଥ ମନ୍ଦିର ଇଛି ରହସ୍ୟ କେଦାରନାଥ ମନ୍ଦିରର ଉଚତା 85 ଫୁଟ ଏବଂ ଏହାର ଚଉଡା 187 ଫୁଟ ଅଟେ ଏବଂ ଏହାର କାନ୍ଥ ଗୁଡିକ 12 ଫୁଟ ମୋଟା ଅଟେ ହେଲେ ଏହି ମନ୍ଦିରାକୁ କିଏ ନିର୍ମାଣ କରିଛନ୍ତି ଏହି କଥା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି |

କେହି କୁହନ୍ତି ଯେ ଏହି ମନ୍ଦିର ନିର୍ମାଣ ପଞ୍ଚୁ ପାଣ୍ଡଵ ମିଶି କରିଥିଲେ କେହି କୁହନ୍ତି ଏହି ମନ୍ଦିରକୁ ଶଙ୍କରଆଶ୍ଚର୍ଯ୍ୟ ନିରିମାଣ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ନିଶ୍ଚୟ ପ୍ରମାଣ ମିଳିପାରି ନହିଁ ହେଲେ ଚକିତ କଥା କରିବା ଏହାଯେ ଏହି ମନ୍ଦିରକୁ କିଏ ନିର୍ମାଣ କରିଥିଲା ଆଉ ତାହା ଠାରୁ ଆଶ୍ଚର୍ଯ୍ୟ କରିବା କଥା ଏହା ଯେ ଏହା ମନ୍ଦିରକୁ କିପରି ନିର୍ମାଣ କରାଯାଇଥିଲା କାହଁକି ନ ଏହି ମନ୍ଦିରର ଆଖପାଖ ଅଞ୍ଚଳର ଭୋଗଳିକ ସ୍ଥିତି ଦେଖିବାକୁ ଗଲେ ଏହାର 3 ପାଖ 3ଟି ବିଶାଳ ପାହାଡ଼ ଅଛି ଏବଂ ଏହାର ସାହିର 5ଟି ନଦୀର ସଙ୍ଗମ ଷ୍ଟଲ ରହିଅଛି ଯାହାର ନାମ ହେଲା ମନ୍ଦାକିନୀ, ମଧୁଗଙ୍ଗ,ଚିଳଗଙ୍ଗା ଓ ସରସ୍ୱତୀ, ସୋନ ଗୌରୀ ଏମାନଙ୍କ ମଧ୍ୟରୁ ମନ୍ଦାକିନୀ ନଦୀ କେଦାରନାଥ ଖୁବୁ ନିକଟେ କହି ଯାଉଛି |

ଏହି ଇଲାକାର ମୌସମ ପ୍ରୟ ଦିନ ଖରାପ ହୋଇ ରହିଥାଏ କେବେ ଏଠାରେ ବର୍ଷା ହୋଇଥାଏ ଆପଣଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ ଆଜିକୁ 12 ବର୍ଷ ପୂର୍ବେ ଏରି ଭବ୍ୟ ମନ୍ଦିର କିପରି ତିଆରି ହୋଇଥିଲା 2013 ମସିହାରେ ଆସିଥିବା ବନ୍ୟାରେ କେଦାରନାଥ ଅଞ୍ଚଳର ଅନେକ ଗାଁ ପାଣିରେ ବୁଡି ଲୀନ ହୋଇଯାଇଥିଲା | ହଜାର ହଜାର ସଂଖ୍ୟକ ଲୋକ ମରିଯାଇଥିଲେ ଆଉ ସହ ସହ ଘର ପାଣିରେ ଭାସି ଯାଇଥିଲା କିନ୍ତୁ ଏତେ ସବୁ ହୋଇଯିବ ପରେ ମଧ୍ୟ ବନ୍ୟା ଏହି ମନ୍ଦିରର ଗୋଟେ ପଥରକୁ ଓ଼ଖାଡି ପାରିନଥିଲା |

କିନ୍ତୁ ମନ୍ଦିରର କବାଟରେ କିଛିତା ଖେତୀ ଦେଖା ଯାଇଥିଲା ହେଲେ ସେତେବି ଅଧିକ ନୁହେଁ ଯଦି ତାକୁ ସାଧରଣ ଭାବରେ ଦେଖାଯିବ ସେଠି କିଛି ଖେତୀ ହୋଇଛି ବୋଲି କେହି କହିପାରିବେ ନାହିଁ ବରଂ ସେହି ଅଞ୍ଚଳରେ ଘଟିଥିବା ସମସ୍ତ ଘଟଣା ତୁଳନାରେ ଏହି ମନ୍ଦିରର ଖେତୀ ବହୁତ କମ ଅଟେ | ଠାରେ ଭାବି ଦେଖନ୍ତୁ ଆଜି ଟହଟାଉ 12 ସହ ବର୍ଷ ପୂର୍ବେ ବନା ଯାଇଥିବା ଏହି ମନ୍ଦିର କିପରି ଏତେବଡ଼ ବନ୍ୟାରୁ ବଞ୍ଚିଗଲା |

ଏହି ଘଟଣାଟି ଘଟିବା ପରେ ଲୋକ ମାନେ ସେହି ବିଶାଳ ପଥରକୁ ଭୀମ ସିଲା ନାମରେ ପୂଜା କରିବାକୁ ଲାଗିଲେ ଏମିତିରେ କହିବାକୁ ଗଲେ କେଦାରନାଥ ମନ୍ଦିର ଦୀପାବଳି ପରେ ପରେ ବନ୍ଦ କରିଦିଆଯାଏ ଇଂ ଏହାର ଠିକି 6 ମାସ ପରେ ମନ୍ଦିର ଖୋଲିଯାଏ ସାଧାରଣ ଲୋକମାନଙ୍କ ପାଇଁ ସକାଳ 6 ତା ରେ ମନ୍ଦିର ଖୋଲାଯାଏ ଏବଂ ଦିପହର 2 ଟାରେ ବନ୍ଦ କରାଯାଏ ଏବଂ ଫୁଣି ସନ୍ଧ୍ୟା 5 ଟାରେ ଖୋଲା ଯାଏ ଏବଂ ଆଳତି ସରିବାପରେ ଏହି ମନ୍ଦିରକୁ ବନ୍ଦ କରିଦିଆଯାଏ ଏହି ମନ୍ଦିରଟି ମଜୁଭୁତ ହେବା ପଚାର କାରଣ ହେଲା ଏହି ମନ୍ଦିର ନିର୍ମାଣ ବେବହାର କରାଯାଇଥିବା ମୂଲ୍ୟବାନ ମନ୍ଦିର କୁହାଯାଏ ଏହି ମନ୍ଦିର ପଥର ଗୁଡିକୁ ଅନ୍ୟ କେଉଁଠାରୁ ଏହି ଜାଗାକୁ ଅଣାଯାଇଥିଲା |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.