Breaking News

କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ ମାନେ !

ଦର୍ଶକବନ୍ଧୁ କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ଏହି ୩ ଟି ରାଶିର ପୁରୁଷ ମଣିଷର ଶୋଭାବ ଚିନ୍ତା ଗାର ସେମାନଙ୍କର ପରିଚୟ ଦେଇଥଏ ଆଜି ମୁଁ ଆପଣଙ୍କୁ ଏପରି 3ଟି ରାଶି ପୁରୁଷଙ୍କ ବିଷୟରେ କହିବି ଯିଏ ନିଜ ସ୍ତ୍ରୀ ଙ୍କୁ କେବେବି ଖୁସି କରୀ ପାରନ୍ତି ନାହିଁ |

ମୀନ ରାଶି
ଜ୍ୟୋତିଷ ଶାସ୍ତ୍ରରେ 12 ରାଶି ମଧ୍ୟରୁ ସବୁଠାରୁ ଶେଷ ରାଶି ମୀନ ରାଶି ଯଦି ଏହି ରାଶି ପୁରୁଷ ଙ୍କ ବିଷୟରେ କହିବା ଏମାନେ କେବେ ନିଜ ସ୍ତ୍ରୀକୁ ଖୁସି କରିପାରନ୍ତି ନାହିଁ ଏଇ ପୁରୁଷ ମାନେ ନିଜର ସବୁ କାମରେ ଦୋଷ ବାହାର କରନ୍ତି ଏମାନଙ୍କ ସ୍ତ୍ରୀ ଯେତେ କାମ କରିଲେ ମଧ୍ୟ ଏମାନେ କେବେ ପ୍ରଶଂସା କରନ୍ତି ନାହିଁ |

ଏହି କାରଣ ପାଇଁ ଭଲ ସମ୍ପର୍କ ବି ଖରାପ ହୋଇଯାଏ ଏହି ରାଶିର ପୁରୁଷ ମାନେ ସିଧା ସାଧା ହୋଇଥାନ୍ତି ଏଠି ପାଇଁ ଏମାନଙ୍କ ଆଡକୁ ଝିଅ ମାନେ ଆକର୍ଷିତ ହୋଇଥାନ୍ତି କିନ୍ତୁ ବିବାହ ପରେ ନିଜ ସ୍ତ୍ରୀ ମଧ୍ୟରେ ଦୋଷ କାଢି ଥାନ୍ତି ଯାହାବି କଦାପି ଭଲ ନୁହେଁ |

ବୃଷ ରାଶି
ଏହି ରାଶିର ପୁରୁଷ ମାନେ ଶାନ୍ତ ଶୋଭାବର ହୋଇଥାନ୍ତି ବୃଷ ରାଶିର ପୁରୁଷ ନିଜ ସ୍ତ୍ରୀ ନ କରିବା ପଛରେ ଗୋଟିଏ କାରଣ ଥାଏ ତାହାର ନିଜର ଭଲ ପାଇବା ପ୍ରକାଶ ନକରିବା କାହିଁକି ନା ଏମାନେ ଲାଜୁଆ ଶୋଭାବର ହୋଇଥାନ୍ତି ନିଜର ମନ କଥା କହିପାରନ୍ତି ନାହିଁ |

ଏମାନେ ଧୋକା ବାଦ କହିପାରିବ ନାହିଁ କିନ୍ତୁ ନିଜର ଭଲ ପାଇବା ପ୍ରକାଶ ନ କରିବା ଯେହେତୁ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇଥାଏ ଯଦି ଆପଣ ବୃଷ ରାଶିର ବ୍ୟକ୍ତି ଅଟନ୍ତି ତେବେ ନିଜର ସ୍ତ୍ରୀକୁ ମନର କଥା ଖୋଲି କହି ଦିଅନ୍ତୁ |

କନ୍ୟା ରାଶି
ଏହି ରାଶିର ବ୍ୟକ୍ତି ମାନେ ବହୁତ ବୃଦ୍ଧି ମାନ ହୋଇଥାନ୍ତି କିନ୍ତୁ ଏମାନେ ନିଜ ସ୍ତ୍ରୀ କୁ ଖୁସିରେ ରଖି ପାରନ୍ତି ନାହିଁ | କନ୍ୟା ରାଶିର ପୁରୁଷ ମାନେ ସ୍ତ୍ରୀ କୁ ଖୁସିରେ ନ ରଖିବା କାରଣ ତାହାହେଲା ଏମାନେ ନିଜ ସ୍ତ୍ରୀକୁ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଥାନ୍ତି କେବେ ସ୍ତ୍ରୀକୁ ସ୍ୱାଧୀନତା ଦେଇନଥାନ୍ତି |

ସବୁ ସ୍ତ୍ରୀ ମାନେ ଚାହାଁନ୍ତି କି ତାଙ୍କୁ ସ୍ୱାଧୀନତା ମିଳୁ ସେମାନେ ସବୁବେଳେ ନିଜ ସ୍ତ୍ରୀକୁ ନ ରଖିବାକୁ ଚେଷ୍ଟା କରିଥାନ୍ତି | ଜାଣିଲେ ଏହି 3ଟି ରାଶି କେବେ ବି ନିଜ ସ୍ତ୍ରୀ ଙ୍କୁ ଖୁସି କରି ପାରନ୍ତି ନାହିଁ ନିଜର ସ୍ତ୍ରୀ କୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.