Breaking News

ଚାଣକ୍ୟ ନୀତି – କେବେବି ଅଲଗା ହୁଅନ୍ତି ନାହିଁ ଏହି 5ଟି ନାମର ଯୋଡି !

ଦର୍ଶକବନ୍ଧୁ ସମସ୍ତଙ୍କୁ ନିଜ ଜୀବନରେ ଭଲ ଜୀବନ ସାଥି ଦରକାର ହୋଇଥାଏ କିନ୍ତୁ ବର୍ତମାନ ଲାଇଫ ଷ୍ଟାଇଲି ରେ ଜୀବନ ସାଥି ମିଳିବା ବହୁତ କଷ୍ଟ ଅଟେ କାରଣ ଆଜି କଲି ପ୍ରେମ ର ଅର୍ଥ ବଦଳି ଯାଇଛି ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ରହିଥାଏ ଚାଲନ୍ତୁ ଜାଣିନେବା | କୁହାଯାଏ ସ୍ୱାମୀ ସ୍ତ୍ରୀ ଙ୍କର ଯୋଡି ଭଗବାନ ଙ୍କ ଘରେ ତିଆରି ହୋଇଥାଏ କିନ୍ତୁ |

ମଣିଷକୁ ହିଁ ଏହି ସମ୍ପର୍କ କୁ ଲିଭାଇବାକୁ ପଡିଥାଏ ଏମିତିରେ ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଇଛି କିଛି ଏମିତି ନାମର ବେକ୍ତି ଅଛନ୍ତି ଯେଉଁ ମାନେ ପରସ୍ପର ସହିତ ଜୀବନ ସାରା ରହିଥାନ୍ତି ଅନ୍ୟ ନାମର ବେକ୍ତି ମାନଙ୍କ ଅଫେକ୍ଷା ଏହି ନମ୍ର ଯୋଡି ବହୁତ ଭଲ ଦମ୍ପତି ହୋଇଥାନ୍ତି ଏହି ଯୋଡି ବିଷୟରେ ଜାଣିନବା |

ପ୍ରଥମେ ଆସୁଛି H ଓ J ନାମ ଯୋଡି ଏହି ନାମର ଲୋକ ମାନେ ନିଜର ପାଟନର ଉପରେ ବହୁତ ବିଶ୍ଵସ କରନ୍ତି ହୃଦୟର ସହିତ ପ୍ରେମ କରନ୍ତି ଏହି ଦୁଇ ନାମର ଲୋକ ମାନଙ୍କ ମଧ୍ୟରେ ଝଗଡ଼ାର ସ୍ତିସ୍ଥି ବହୁତ କମ ଆସିଥାଏ ଦୁଇ ଜଣ ପରସ୍ପରକୁ ବହୁତ ଭଲ ଭାବରେ ବୁଝି ଥାନ୍ତି ସେଥି ପାଇଁ ଏମାନେ ଭଲ ଦମ୍ପତି ହୋଇଥାନ୍ତି |

ଦୁତୀୟ ରେ ଥିବା A ଓ S ନାମ ଥିବା ଯୋଡି ଏହି ଦୁଇ ନାମର ବେକ୍ତି ପରସ୍ପର ହାତ ଧରି ଦିଅନ୍ତି ତେବେ ଜୀବନ ସାରା ସାତେ ଦେଇ ନାହିଁନ୍ତି ପ୍ରେମ ମାମଲାରେ ଏମାନେ ବହୁତ ସଠିକି ପ୍ରମାଣିତ ହୋଇଥାନ୍ତି ଏମାନେ ନିଜର ଜୀବନ ସାଥି ସହିତ ଜୀବନ ସାରା ସାତେ ଦେଇଥାନ୍ତି |

ତୃତୀୟ ରେ ଆସୁଛି B ଓ M ନାମର ଯୋଡି ଏହି ନାମର ଦମ୍ପତି କେବେବି ପରସ୍ପର କୁ ଧୋକା ଦିଅନ୍ତି ନାହିଁ ଏମାନଙ୍କ ସମ୍ପର୍କରେ ମଝୁଭୁତି ଆସିଥାଏ ଜୀବନ ସାରା ଏମାନେ ପରସ୍ପର ସାତେ ଦେଇ ଥାନ୍ତି ସେଥି ପାଇଁ ଏମାନେ ପ୍ରଫେଟେ ଜୀବନ ସାଥି ହୋଇଥନ୍ତା

ଚତୁର୍ଥ ରେ ଆସୁଥିବା ଯୋଡି A ଓ T ନାମର ଯୋଡି ଏହି ଦୁଇ ନାମର ଯୋଡି ପ୍ରେମ କୁ ବହୁତ ମହାତ ଦେଇଥାନ୍ତି ଏମାନେ ନିଜ ପାଟନର ସବୁ ପରିସ୍ତିସ୍ଥିରେ ସାତେ ଦେଇଥାନ୍ତି ଯଦି ଏମାନଙ୍କ ମଧ୍ୟରେ କେହି ଜଣେ କମଜୋର ହୋଯାଏ ହେଲେ ଦୁଇ ଜଣଙ୍କ ପ୍ରେମ ଏମାନଙ୍କୁ ଗୋଟିଏ ସମ୍ପର୍କରେ ବାନ୍ଧି ରଖିବାକୁ ସାହସ ଦେଇଥାଏ ଏଥିପାଇଁ ଏମାନେ ଭଲ ଯୋଡି ହୋଇପାରିଥାନ୍ତି |

ପଞ୍ଚମ ରେ ଆସୁଥିବା ଯୋଡି R ଓ P ନାମ ଵାଲା ଯୋଡି ଏହି ନାମର ଯୋଡି ଦୁଇ ଜଣକ ପାଟନାର ଖୁସି ପାଇଁ କିଛିବି କରିବାକୁ ପ୍ରସୂତ ଥାନ୍ତି ଏହି ଦୁଇ ନାମର ଦାମ୍ପତ୍ୟ ଙ୍କ ମଧ୍ୟରେ ସନ୍ଦେହ କେବେବି ଆସେ ନାହିଁ | ଏମାନେ କେବେବି ପରସ୍ପରର ହାତଛାଡ଼ନ୍ତି ନାହିଁ ସେଥିପାଇଁ ଏହି ଦୁଇ ନାମର ଯୋଡିଟି ପ୍ରଫେଟ ଯୋଡି ହୋଇଥନ୍ତା |

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଲେଖା ତେବେ ମନେ ରଖନ୍ତୁ ଯେକୌଣସି ସମ୍ପର୍କକୁ ସମ୍ପର୍ଣ ସୄଧୁଡ଼ ରଖିବା ପାଇଁ ପରସ୍ପର ମଧ୍ୟରେ ବିଶ୍ଵାସ ଏବଂ ଭଲପାଇବା ନିହାତି ଜରୁରୀ ଏଥି ସହିତ ପରସ୍ପର ଓ ପରସ୍ପରକୁ ବୁଝିବା ମଧ୍ୟ ଅନିରି ବାଜ୍ୟ‌ ଅଟେ ଯେଉଁଥିରେ ଆପଣ ସମ୍ପର୍କ ସୁଦୃଢ ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.