Breaking News

କେବେ ଠାରୁ ବା କଣ ପାଇଁ ହୋଇଛି ରବିବାର (Sunday) ଛୁଟି ପ୍ରତ୍ୟେକ ଲୋକ ଏହା ଜାଣିଛନ୍ତି ଆପଣ ଜାଣିଛନ୍ତି କି !

ନମସ୍କାର ଦର୍ଶକ ବନ୍ଧୁ ରବିବାର ହେଉଛି,ସେହି ଦିନ ଯାହା କି ଛୋଟ ବେଳେ ସ୍କୁଲ ଯିବା ସମୟ ହେଉକି ବଡ଼ ହେଇ ଚାକିରି ଯିବା ସମୟ ହେଊ । ୬ଦିନ ପରିଶ୍ରମ ପରେ ଅପେକ୍ଷା କରିଥାଉ ରବିବାର କେବେ ଆସିବ । ତେବେ ଆସନ୍ତୁ ଜାଣିବା ରବିବାର ଛୁଟି କରିବା ସିଷ୍ଟମ୍ କେମିତି ଓ କେଉଁ କାରଣ ରୁ ହୋଇଥିଲା |

ଅଲଗା ଦେଶ ମାନଙ୍କ ପରେ ଭାରତ ରେ ଏମିତି ସିଷ୍ଟମ୍ ଲାଗୁ ହୋଇଚି ଆମ ଦେଶରେ ଯେତେ ବେଳେ ଇଙ୍ଗରେଜ ମାନେ ଶାସନ କରୁଥିଲେ ମିଲ ରେ ସମସ୍ତ ଙ୍କୁ ସବୁ ଦିନ ଖଟାଉଥିଲେ ଦିନ ବି ରେଷ୍ଟ କରିବାକୁ ଦେଉନଥିଲେ ଇଙ୍ଗରେଜ ମାନେ ଛୁଟି ନେଇ ଚର୍ଚ ଯାଉଥିଲେ |

ସେହି ସମୟରେ ଆମ ଦେଶରେ ଶ୍ରମିକ ମାନଙ୍କର ଲିଡର ନାରାୟଣ ମେଘଣ୍ଡିଲାଖୋନ୍ଦେ ଦେଶର ଶ୍ରମିକ ମାନଙ୍କ କଷ୍ଟ କୁ ଦେଖି ବିଶ୍ରାମ ନେବା ପାଇଁ ଇଙ୍ଗରେଜ ମାନଙ୍କୁ ପ୍ରସ୍ତାବ ଦେଇଥିଲେ ସେ କହିଥିଲେ ତାଙ୍କ ଶରୀର ସୁସ୍ଥ ରହିବା ସହିତ ପରିବାର ସହିତ କିଛି ସମୟ ବିତେବପାଇଁ ହେଲେ ନିଷ୍ଟୁର ଇଙ୍ଗରେଜ ମାନେ ତାଙ୍କ କଥା ରେ ରାଜି ହୋଇନାଥିଲେ ନାରାୟଣ ମଧ୍ୟ ହାର ମାନି ନଥିଲେ |

୭ ବର୍ଷ ପରେ ସଂଘର୍ଷ ପରେ ୧୮୯୦ ମସିହା୧୦ ଜୁନ ଦିନ ଇଙ୍ଗରେଜ ମାନେ ରାଜି ହେବାକୁ ବାଧ୍ୟ ହୋଇଥିଲେ ତାହା ସହିତ ଆନ୍ତର୍ଜାତିୟ ମାନଙ୍କ କରଣ ଅନୁସାରେ ରବିବାର ହେଉଛି ସପ୍ତାହର ଶେଷ ଦିନ |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.