Breaking News

କଖାରୁ ଫୁଲରେ ରହିଛି ଚମତ୍କାର ଫାଇଦା, ଏହି ରୋଗ ପାଖ ମାଡିବନି , ଜାଣି ଆଶ୍ଚର୍ଯ୍ୟ ହେବେ !

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାହିଁକି ନା ସେମାନଙ୍କୁ ପରିବା ଖାଇବା ପସନ୍ଦ ନ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ସବୁ ପରିବାରେ ଆମିଷ ଠାରୁ ମଧ୍ୟ ଅଧିକା ଭିଟାମିନ ମିଳିଥାଏ । ସେହିଭଳି ଏକ ପାରିବା ହେଉଛି କଖାରୁ । ଜାଣି ଆଶ୍ଚର୍ଯ୍ୟ ହେବେ କି କଖାରୁରୁ କିଛି ଏଭଳି ପୋଷାକ ତତ୍ଵ ମିଳିଥାଏ ଯାହା ଆଉ ଅନ୍ୟ କୌଣସି ପରିବାରୁ ମିଳେ ନାହିଁ। କଖାରୁ ଖାଇବା ତ ଆମ ଦେହ ପାଇଁ ବହୁତ ଉପକାରୀ କିନ୍ତୁ କଣ ଆପଣ ଜାଣିଛନ୍ତି କେବଳ କଖାରୁ ନୁହେଁ କଖାରୁ ର ଫୁଲ ବି ଆମ ଶରୀର କୁ ଅନେକ ଗୁଡିଏ ଫାଇଦା ଦେଇଥାଏ।

ଆଵଶ୍ୟ ଆପଣ ମାନେ ସମସ୍ତେ କଖାରୁ ଫୁଲ ଖାଇଥିବେ ବିଶେଷ କରି ଓଡ଼ିଆ ଘର ମାନଙ୍କର ଏହାକୁ ଚାଉଳ ଦେଇ ପୀଠଉ କରି ଖିଆଯାଏ ତା ଛଡା ଏଥିରେ ଆହୁରି ବି ଅନେକ ରେସିପି କରିହେବ। ଏହାର ସ୍ୱାଦ ବି ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ କଖାରୁ ଫୁଲ ଖାଇବାକୁ ଯେମିତି ଟେଷ୍ଟି ଦେହକୁ ବି ସେମିତି ହେଲଦି।ଏବେ ଆସନ୍ତୁ ଜାଣିବେ ଆମର ଏହି ପେଜ୍ ମାଧ୍ୟମରେ କଖାରୁ ଫୁଲ ଖାଇବା ଦ୍ଵାରା ଆମ ଶରୀରକୁ କଣ କଣ ପାଇଦା ମିଳିଥାଏ।

୧. ପ୍ରଥମତଃ କଖାରୁ ଫୁଲ ଆମ ଶରୀର ରୁ ଥଣ୍ତା ଜନିତ ସମସ୍ତ ସମସ୍ୟା କୁ ଦୁରେଇ ଥାଏ । କାରଣ ଏଥିରେ ଭିଟାମିନ ସି ଅଧିକ ପରିମାଣ ରେ ରହିଥାଏ ଆପଣ ମାନେ ତ ଜାଣିଥିବେ ଭିଟାମିନ ସି ଥଣ୍ତା କୁ ଦୂର କରିଥାଏ ତେଣୁ ଏହା ଖାଇବା ଦ୍ଵାରା କାଶ ଥଣ୍ଡା ଆଦି ଦୂର ହେଇଥାଏ।

୨. ଦ୍ୱିତୀୟତଃ କଖାରୁ ଫୁଲ ଆମ ଶରୀର ର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁତ ସହାୟକ ହେଇଥାଏ। ତେଣୁ କୋରନା ସମୟରେ ଏହାକୁ ଖାଇବା ନିହାତି ଆଵଶ୍ୟକ।


୩. ତୃତୀୟରେ ଏହା ଶରୀର ରେ ହାଡ଼କୁ ମଝଭୁତ କରାଇ ଥାଏ। କାରଣ ଏଥିରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ ରହିଥାଏ ଯାହାକି ଆମ ହାଡ଼ ଓ ମାଂସପେଷି କୁ ଶକ୍ତ କରିବା ପାଇଁ ସହାୟକ ହେଇଥାଏ। ଶେଷରେ ଏହା ଆମ ଆଖି ପାଇଁ ବି ବହୁତ ଉପକାରୀ ଏହାକୁ ଖାଉଥିବା ଲୋକ ର ଦୃଷ୍ଟି ଶକ୍ତି ବହୁତ ଦିନ ଧରି ରହିଥାଏ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *