Breaking News

ଜାଗର ଦିନ ଏଭଳି ଏକ ବିରଳ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଲିଙ୍ଗରାଜ ମନ୍ଦିର ପରିସରରେ | ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ ପିଠିରେ ବୋହି ବୋହି ନେଉଥାନ୍ତି | ଲିଙ୍ଗରାଜ ମନ୍ଦିର ର ବାହାର ବେଢା ରେ ….|

ଆଜ୍ଞା ହଁ , ଜାଗର ଦିନ ଏଭଳି ଏକ ବିରଳ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଲିଙ୍ଗରାଜ ମନ୍ଦିର ପରିସରରେ | ଜଣେ ମହିଳା ଅନ୍ୟଜଣେ ମହିଳାଙ୍କୁ ପିଠିରେ ବୋହି ବୋହି ନେଉଥାନ୍ତି | ଲିଙ୍ଗରାଜ ମନ୍ଦିର ର ବାହାର ବେଢା ରେ ରହିଥିବା ପାର୍ଶ୍ଵ ଦେବତା ବୁଢା ଗଣେଶ ଙ୍କ ପାଖକୁ ଯିବା ପାଇଁ ଧୀରେ ଧୀରେ ପାହାଚ ଉପରକୁ ଉଠୁଥାନ୍ତି | ଏବଂ ସେଠାରୁ ଆସି ଅନ୍ୟ ଦେବା ଦେବୀ ଙ୍କୁ ମଧ୍ୟ ଦର୍ଶନ କରୁଥାନ୍ତି | ତାସହିତ ପିଠିରେ ବୋହୁଥିବା ମହିଳା ଙ୍କୁ ମଧ୍ୟ ଦର୍ଶନ କରାଉଥାନ୍ତି | ଏବଂ ସେହି ବୋହୁଥିବା ମହିଳା ଜଣଙ୍କ ଥକିଗଲା ପରେ ପୁରୁଷ ଜଣଙ୍କ ସେହି ଦିବ୍ୟଙ୍ଗ ମହିଳାଙ୍କୁ ତାଙ୍କ ପିଠିକୁ ନେଇଯାଉଥାନ୍ତି | ଏବଂ ପାଖରେ ଥିବା ମନ୍ଦିର ଭିତରକୁ ଯାଇ ଦର୍ଶନ କରାଇଲେ |

ତେବେ ସେ ପୁରୁଷ ଜଣଙ୍କୁ ଏହା ପଚାରିବା ପରେ ଏହା ଜାଣିବାକୁ ମିଳିଥିଲା ଯେ, ଏହି ଦିବ୍ୟଙ୍ଗ ମହିଳା ଜଣକ ହେଉଛନ୍ତି ଏହି ପୁରୁଷ ଜଣଙ୍କର ଭଉଣୀ ହେବେ | ଏମାନେ ରୁହନ୍ତି ଭୁବନେଶ୍ବର ର ଗୌତମ ନଗରରେ କିନ୍ତୁ ତାଙ୍କର ପ୍ରକୃତ ଘର ହେଉଛି ଆନ୍ଧ୍ର ପ୍ରଦେଶରେ | ତେବେ ଏହି ଦିବ୍ୟାଙ୍ଗ ମହିଳା ଜଣକଙ୍କ ନାମ ହେଉଛି ଏରମା |

ତେବେ ପାଞ୍ଚ ବର୍ଷ ବୟସରୁ ପୋଲିଓରେ ଆକ୍ରାନ୍ତ ହେବାପରେ ତାଙ୍କର ଏଭଳି ଅବସ୍ଥା ହୋଇଛି | ତେବେ ଏରମା ଙ୍କର ବାଲ୍ୟ ବିବାହ ହୋଇଥିଲା ଏବଂ ପରେ ଛାଡପତ୍ର ହୋଇଯାଇଥିଲା | ତେବେ ଏବେ ସେ ନିଜ ବାପାଙ୍କ ସହ ଘର ପରିବାରରେ ରହୁଛନ୍ତି | ତେବେ ଭଉଣୀଙ୍କ ମନ୍ଦିର ଯିବାକୁ ବହୁତ ଇଛା ହେବାରୁ ତାଙ୍କ ଭାଇ ତାଙ୍କୁ କାନ୍ଧରେ ବୋହି ଆଣି ମନ୍ଦିର ଆସିଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସାନ ସିନା ଦାନ ତାଙ୍କ ମହାନା, ଜନ୍ମ ଦିନରେ ଚାଲିଗଲେ ଦୁଇ ସାଙ୍ଗ ହେଲେ ଯିବା ପୂର୍ବରୁ ବଞ୍ଚାଇ ଦେଇ ଗଲେ ୧୨ ଜୀବନ, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଝରି ଯିବ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଦୁଇ ସାଙ୍ଗ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ମୃ-ତ୍ୟୁ ପରେ …

Leave a Reply

Your email address will not be published. Required fields are marked *