Breaking News

କେନ୍ଦ୍ରର ବଡ ନିଷ୍ପତି ଏଣିକି ସରକାରୀ କର୍ମଚାରୀ ଙ୍କୁ ମିଳିବ କମ୍‌ ଦରମା !

ବନ୍ଧୁଗଣ ଏପ୍ରିଲ ପ୍ରଥମ ସପ୍ତାହରୁ କାର୍ଯ୍ୟକାରୀ ହୋଇପାରେ ନୂଆ ଆଇନ | କରୋନା ମହାମାରୀ ଲୋକଙ୍କ ଜୀବନ କୁ ଅନେକାଂଶ ରେ ପରିବର୍ତ୍ତନ କରିଦେଇଛି | ଅନେକ ଲୋକ ଏହି ମହାମାରୀ ସମୟରେ ଖାଇବାକୁ ବି ଗଣ୍ଡେ ପାଇଲେ ନାହିଁ | ଲକଡାଉନ ଏବଂ ସଟଡାଉନ ଲଗାତାର ରହିବାରୁ ଅନେକ ଲୋକମାନେ ନିଜର ଚାକିରି ମଧ୍ୟ ହରାଇଲେ |
ଏବେ କିନ୍ତୁ ଧୀରେ ଧୀରେ ସ୍ଵାଭାବିକ ହେବାକୁ ଲାଗିଲାଣି ଦେଶ | ପୁଣି ଥରେ ଲୋକ ମାନେ ନିଜର ଏବଂ ପରିବାରର ପେଟ ପୋଷିବା ପାଇଁ କାମ ଆରମ୍ଭ କଲେଣି ଲୋକେ | ଖାଲି ପଡିଥିବା ଅଫିସ ଗୁଡିକରେ ବର୍ତ୍ତମାନ ପୁଣି ନିଯୁକ୍ତି ହେଲାଣି |


କେନ୍ଦ୍ର ସରକାର ବର୍ତ୍ତମାନ ଦରମା କୁ ନେଇ ଏଭଳି ନିସ୍ପତି ନେଇଛନ୍ତି | ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚା ଚାଲିଛି | ଚଳିତ ସମୟର ଆପଣଙ୍କର ଗ୍ରାଚୁଟି, ଈପଏଫ ରେ ବଡ ଧରଣର ଅଦଳବଦଳ ହୋଇପାରେ |ଆହୁରିମଧ୍ୟ ଗ୍ରାଚୁଟି, ଈପଏଫ ରେ ବୃଦ୍ଧି ଘଟି ହାତକୁ କମ ଦରମା ଆସିପାରେ |

ଏହାସହ କମ୍ପାନି ଗୁଡିକର ବ୍ଯାଲାନ୍ସ ସିଟରେ ମଧ୍ୟ ଏହାର ପ୍ରଭାବ ପଡିପାରେ | ଏହା ପଛର କାରଣ ହେଉଛି ବିଗତ ବର୍ଷର ସଂସଦରେ ପାସ ହୋଇଥିବା ଶ୍ରମ ସଂହିତା ବିଧାୟକ ବିଲ | ଏହି ବିଲ ପାସ ହେବା ଦ୍ଵାରା ଆସନ୍ତା ମାସରେ ଲାଗୁହୋଇପାରେ| ଦରମାରେ ହେବ ବଡ ଧରଣ ର ପରିବର୍ତ୍ତନ | ଏହି ନିୟମଅନୁଯାଇ ଭତ୍ତା ମୋଟବେତନର ଅଧାହେବ କିମ୍ବା ତାଠୁ ବଢିପାରେ | ତେବେ ଦୀର୍ଘ ଦିନର ପାରେ ଏବେ ଶ୍ରମ ଆଇନ କୁ ସଂଶୋଧନ କରିବାପାଇଁ ନିସ୍ପତି ନେଇଛନ୍ତି ସରକାର |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

2022 ଆଜିଠାରୁ ଏହି ରାଶିର ଲୋକଙ୍କ ସବୁ ଦୁଃଖ ହେଲା ଦୂର, ଏମାନେ Ebe ହେବାକୁ ଯାଉଛନ୍ତି ଧନବାନ, ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ଗ୍ରହ ରାଶି ପରିବର୍ତ୍ତନ କରେ ତେବେ ଏହା ପ୍ରତ୍ୟେକ ରାଶି ଲୋକଙ୍କ …

Leave a Reply

Your email address will not be published.