Breaking News

କୋରନା ଟୀକା ନେବାପରେ ଏହିସବୁ ସାଇଡ ଇଫେକ୍ଟ ଦେଖାଉଛି କି ? କଣ କରିବେ

ଦର୍ଶକ ବନ୍ଧୁ ଆପଣମାନେ ତ ଜାଣିଥିବେ କୋରନା ନାଁ ଟି ଶୁଣିଦେଲେ ଲୋକମାନେ କେତେ ଭୟବିତ ହେଇଯାଉଛନ୍ତି। ଏଥିରୁ ଲୋକେ ବହୁ ସଚେତନତା ମଧ୍ୟ ଅବଲମ୍ବନ କରୁଛନ୍ତି। ହଁ ଆଜ୍ଞା କୋରନା ସଂକ୍ରମଣ ରୁ ବଞ୍ଚିବା ପାଇଁ ଭ୍ୟାକସିନ ବି ଦିଆଯାଉଛି। ପ୍ରଥମେ କୋରନା ଭ୍ୟାକସିନ କେବେ ବାହାରିବା ଏଇଟାକୁ ସମସ୍ତେ ଅପେକ୍ଷା କରିଥିଲେ।ଟିକା ବାହାରିଲା ଲୋକମାନଙ୍କୁ ବି ଦିଆଗଲା। ମାତ୍ର କେହି କେହି ଲୋକ ଏବେ ଟୀକା ନେବାକୁ ବି ଡ଼ରୁଛନ୍ତି କାହିଁକିନା ଏହାକୁ ନେବାପରେ ବହୁତ ସାଇଡ ଇଫେକ୍ଟ ଦେଖାଦଉଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ସବୁ ସାଇଡ ଇଫେକ୍ଟ ଦେଖାଇଲେ ଭଲ।

ତେବେ ଆସନ୍ତୁ ଜାଣିବା ଆମ ପେଜ୍ ମାଧ୍ୟମରେ କୋରନା ଟୀକା ନେବା ପରେ କଣ ସାଇଡ ଇଫେକ୍ଟ ଦେଖାଇଲେ ଭଲ। କିଛି ଲୋକଙ୍କର ଟୀକା ନେବା ପରେ ଜ୍ୱର, ଥଣ୍ଡା ,କାଶ, ମୁଣ୍ଡବିନ୍ଧା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଉଛି। ଏଥିରେ କିଛି ଭୟବିତ ହେବାର କଥା ନାହିଁ ଏମିତି ଲକ୍ଷଣ ଦେଖାଇବାର କାରଣ ହେଉଛି ଆପଣଙ୍କ ଇମିଉନିଟି ସିଷ୍ଟମ ଖୁବ ଦ୍ରୁତ ଗତିରେ କାମ କରୁଛି। ସ୍ଵାସ୍ତ୍ୟ ବିଶେଷଙ୍ଗ ଙ୍କ କହିବା ଅନୁଯାୟୀ ଭ୍ୟାକସିନ ର ସାଇଡ ଇଫେକ୍ଟ ଡରିବାର କିଛି ଅଵଶ୍ୟକତା ନାହିଁ ଏହି ସବୁ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟୀକା ଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଚି।

କିଛି ଲୋକଙ୍କ ଠାରେ ପ୍ରଥମ ଡୋଜ ପରେ ଜ୍ୱର ଥଣ୍ଡା ଆଦି ଲକ୍ଷଣ ଦେଖାଦେଉଛି ତ ଆଉ କିଛିଙ୍କ ଶରିରରେ ଦ୍ୱିତୀୟ ଡୋଜ ପରେ ଏମିତି ଲକ୍ଷଣ ଦେଖାଦଉଚି। ଆଉ କିଛି ଙ୍କ ଶରୀରରେ କୋୖଣସି ଲକ୍ଷଣ ମଧ୍ୟ ଦେଖା ଦେଉନାହିଁ। ଆଉ ମଧ୍ୟ କେତେକଙ୍କ ର ଟୀକା ନେବା ପରେ ଶରୀରରେ ନାଲି ନାଲି ଦାଗ ହେବା କିମ୍ଭା କୁଣ୍ଡାଇ ହେବା ଆଦି ଲକ୍ଷଣ ଦେଖାଅଡୁଛି। ଏସବୁକୁ ମଧ୍ୟ ଡାକ୍ତର ମାନେ ସାଧାରଣ ବୋଲି କହିଛନ୍ତି। ତେଣୁ ଆପଣଙ୍କୁ ଯଦି ଟୀକା ନେବା ପରେ ଜ୍ୱର ଆସୁଛି କି ଥଣ୍ଡା ଆସୁଛି ତେବେ ପ୍ରଚୁର ପରିମାଣରେ ତରଳ ପଦାର୍ଥ ପିଅନ୍ତୁ। କିନ୍ତୁ ଯଦି ଟୀକା ନେବା ପରେ ହାତଫୁଲି ଯାଉଛି ତେବେ ବରଫ ର ପଟି ଘସନ୍ତୁ।

ତେବେ ଆପଣ ମାନେ ଭାବୁଥିବେ ଟୀକା ନେବା ଦ୍ଵାରା କୋରନା ଆମକୁ ହେବ ନାହିଁ ମାତ୍ର ଏହା ଭୁଲ ଟୀକା କେବଳ ଆପଣଙ୍କ ଶରୀରର ଇମିଉନିଟି ପାୱାର କୁ ଷ୍ଟ୍ରଙ୍ଗ କରିଥାଏ ଯାହା ଦ୍ଵାରା ଆପଣ ରୋଗ ସହିତ ଲଢ଼ିବାର ଶକ୍ତି ପାଅନ୍ତି। କିଛିଜଣ ଟିକାର ଏମିତି ସାଇଡ ଇଫେକ୍ଟ ଦେଖି ଆଉ ନେଉନାହାନ୍ତି। ଏହା ସାମନ୍ୟ ପ୍ରତିକ୍ରିୟା । ଗୁଜବ ରେ ବିଶ୍ୱାସ କରନ୍ତୁ ନାହିଁ। କୋରନା ନିୟମ ପାଳନ କରନ୍ତୁ ଏବଂସୁସ୍ତ ରୁହନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଟାୟାରର ରଙ୍ଗ କଳା କାହିଁକି ଏହା ପଛରେ କାରଣ କଣ ଆପାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ …

Leave a Reply

Your email address will not be published.