Breaking News

କରୋନା ଠାରୁ ବଞ୍ଚି ରହିବାକୁ ଚାହାନ୍ତି କି ତେବେ ଜାଣନ୍ତୁ ଏହୋ ତିନୋଟି କଥା . . .

ବନ୍ଧୁଗଣ ପୁଣି କରୋନା ବଢିବାରେ ଲାଗିଛି | ତେବେ ଯଦି ଏମିତି ଏକ ପରିସ୍ଥିତି ରେ ଆପଣ ମାନେ ସୁସ୍ଥ ରହିବାକୁ ଚାହାନ୍ତି | ତେବେ ଆଜି ର ଏହି ଆର୍ଟିକ୍ଲ ଟି ଆପଣଙ୍କ ପାଇଁ ଅଟେ | ତେବେ ଆଜିର ଏହି ଆର୍ଟିକ୍ଲ ରେ ଆମେ ଆପଣମାନଙ୍କୁ ଏପରି କିଛି ଘରୋଇ ରେମିଡି ବିଷୟରେ କହିବାକୁ ଯାଉଛୁ | ଏବଂ ଯାହାକୁ ଆପଣାଇ ଆପଣ ଏହି ସଂକ୍ରମଣ ରୁ ବଞ୍ଚିକି ରହିପାରିବେ | ତେବେ ସେଥି ପାଇଁ ଆଜି ର ଏହି ଆର୍ଟିକ୍ଲ କୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ | ତେବେ ଏହି ଆର୍ଟିକ୍ଲ ଟି ଆପଣଙ୍କ ପାଇଁ ବହୁ ସହାୟକ ହୋଇପାରେ |

ପ୍ରଥମେ ଆପଣ ମାନେ ଗୋଲ୍ଡେନ ୱାଟର ର ସେବନ କରନ୍ତୁ | ତେବେ ଏହାକୁ ବନାଇବା ପାଇଁ ଆପଣ ମାନେ ପ୍ରଥମେ ଏକ ଗ୍ଲାସ ରେ ଅଳ୍ପ ଉଷୁମ ଗରମ ପାଣି ନିଅନ୍ତୁ | ଏବଂ ସେଥିରେ ଅଧା ଚାମଚ ହଳଦୀ ନିଅନ୍ତୁ | ଏବଂ ସେଥିରେ ଅଧା ଚାମଚ ଲୁଣ ପକାନ୍ତୁ | ଏବଂ ଏହାକୁ ଏକ ଚାମଚ ସାହାର୍ଯ୍ୟ ରେ ଗୋଳାଇ ଏହାର ସେବନ କରନ୍ତୁ | ତେବେ ହଳଦୀ ଆଣ୍ଟି ବାୟୋଟିକ ହୋଇଥାଏ | ଯାହା ଆମ ଦେହ ପ୍ରତି ଅତ୍ୟନ୍ତ ଉପକାରୀ ହୋଇଥାଏ | ବିଶେଷ କରି କରୋନା ଜୀବାଣୁ ଆମ ଶରୀର କୁ ପ୍ରବେଶ କରିବା ମାତ୍ରେ ଆମ ଗଳାରେ ରହିଥାନ୍ତି ଏବଂ ଏହାପରେ ଧୀରେ ଧୀରେ ଆମ କାଶ ହୋଇଥାଏ ଏବଂ ଅନ୍ଯାନ୍ଯ ଲକ୍ଷଣ ଦେଖାଦେଇଥାଏ |


ଏହାପରେ ଦ୍ଵିତୀୟ ରେ ହେଉଛି ଗୋଲ୍ଡେନ ମିଲ୍କ ତେବେ ଏହାର ପ୍ରସ୍ତୁତି ପାଇଁ ପ୍ରଥମେ ଆପଣ ଏକ ଗ୍ଲାସ ରେ କ୍ଷୀର ନିଅନ୍ତୁ ଏବଂ ସେଥିରେ ଅଧାଚମଚ ହଳଦୀ ପକାଇ ସକାଳେ ଏବଂ ସନ୍ଧ୍ଯା ରେ ସେବନ କରନ୍ତୁ ଏହା ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ | ଆହୁରି ମଧ୍ୟ ଏହା ଆମ ଶରୀର ର ରୋଗ ପ୍ରତିରୋଧକ କ୍ଷମତା କୁ ବଢାଇଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *