ଦେଶରେ କୋରନା ର ସ୍ଥିତି ଦିନକୁ ଦିନ ଜଟିଳ ରୁ ଜଟିଳ ହେବାରେ ଲାଗିଛି । ସ୍ଥିତିରେ ସୁଧାର ଆସିବାର କୌଣସି ଆଶା ବି ଦେଖାଯାଉନି। ପ୍ରତିଦିନ ସଂକ୍ରମଣ ବୃଦ୍ଧି ପାଉଛି ପ୍ରତିଦିନ ହଜାର ହଜାର ଲୋକ ମୃତୁ ବରଣ କରୁଛନ୍ତି। ଏହି କୋରନା ସଂକ୍ରମଣ ରୁ ବଞ୍ଚିବା ପାଇଁ ଡାକ୍ତର ଓ ବିଶେଷଙ୍ଗ ମାନେ ଲୋକ ମାନଙ୍କୁ ଅନେକ ପରାମର୍ଶ ଦେଉଛନ୍ତି। କିପରି ସଚେତନ ହେଲେ ଆମେ ଏହି ମହାମାରୀ କବଳ ରୁ ରକ୍ଷା ପାଇପାରିବା। ଏହି ସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା ଲୋକଙ୍କ ପାଖରେ ଇମିଉନିଟି ପାୱାର ବା ରୋଗ ପ୍ରତିରୋଧକ ଶକ୍ତି କେତେ ଅଛି। କେଉଁ ଉପାୟରେ ଇମିଉନିଟି ପାୱାର କୁ ବଢ଼ାଇହେବ।
ବିଶେଷ କରି ଯେଉଁମାନେ କୋରନା ରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ଏହି ଜିନିଷ ପ୍ରତି ବେଶ ଧ୍ୟାନ ଦେବାକୁ ପଡିବ। କଣ ଆପଣ ଜାଣିଛନ୍ତି କୋରନା ସଂକ୍ରମିତ ହୋଇଥିବା ଲୋକ କଣ କଣ ଖାଇଲେ ସେମାନଙ୍କ ଶରୀରକୁ ବହୁତ ପ୍ରକାର କ୍ଷତି ପହଞ୍ଚୀଥାଏ। ତେବେ ଆସନ୍ତୁ ଜାଣିବା ଆମ ପେଜ୍ ମାଧ୍ୟମରେ କୋରନା ରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କଣ ସବୁ ଖାଦ୍ୟ ଖାଇବା ଉଚିତ ନୁହ୍ନେ। ପ୍ରଥମତଃ କୋରନା ପୀଡିତ ନିଜର ଡାଏଟ ଉପରେ ବିଶେଷ କରି ଧ୍ୟାନ ଦେବା ଉଚିତ। ଦ୍ୱିତୀୟରେ ଯଦି ଆପଣଙ୍କୁ କୋରନା ହେଇଥାଏ ତେବେ କୋଲଡ଼ ଡ୍ରିଂକ୍ସ କିମ୍ବା ଥଣ୍ଡା ପାଣି ଆଦୌ ପିଅନ୍ତୁ ନାହିଁ ଯାହାଦ୍ଵାରା ଆପଣଙ୍କ ଶରୀର ଉଇକ ହୋଇଯାଇଥାଏ ଏବଂ ଆପଣ ରୋଗ ଶକ୍ତି ଲଢ଼ିବାକୁ ଶକ୍ତି ପାଇବେ ନାହିଁ ଫଳରେ ମୃତୁ ବରଣ କରିବା ନିଶ୍ଚିନ୍ତ।
ଦୟା କରି ଏହି ସବୁ ଜିନିଷକୁ ବର୍ଜନ କରନ୍ତୁ। ତୃତୀୟରେ ଏହି ରୋଗରେ ପୀଡିତ ବ୍ୟକ୍ତି ଜମାରୁବି ତେଲ ଛଣା ଜିନିଷ ଖାଇବା ଉଚିତ ନୁହେଁ। କାରଣ ଏଥିରେ ବହୁତ ଫ୍ୟାଟ ଥାଏ। ଡାକ୍ତର ମାନଙ୍କ କହିବା ଅନୁସାରେ କୋରନା ସଂକ୍ରମିତ ଙ୍କୁ ଆଦୌ ତେଲ ଛଣା କିମ୍ବା ମସଲା ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଏହିସବୁ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟର ଲେବୁଲ ବୃଦ୍ଧି ପାଇଥାଏ । ଫଳରେ ଆମ ରୋଗଠାରୁ ଲଢ଼ିବାର କ୍ଷମତା କମିଯାଏ। ଚତୁର୍ଥରେ କୋରନା ସଂକ୍ରମିତ ହୋଇଥିଲେ ପ୍ରୋସେସ୍ଟ ଫୁଡ଼ ଆଦୌ ଖାନ୍ତୁ ନାହିଁ।
ଏହା ଆପଣଙ୍କ ଶରୀର ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।ଏହି ସବୁ ଖାଦ୍ୟରେ ସୋଡିୟମ ର ମାତ୍ରା ଅଧିକ ଥାଏ ଯାହା ରୋଗୀକୁ ଜଲ୍ଦି ଠିକ ହେବାକୁ ଦିଏନାହିଁ।ହଁ ଆଜ୍ଞା ମନେରଖନ୍ତୁ କୋରନା ସଂକ୍ରମିତ ବ୍ୟକ୍ତି କଦାପି ମଦ ପିଅନ୍ତୁ ନାହିଁ। ଏପରି କରି ଏହି ରୋଗରୁ ବଞ୍ଚିବା ପାଇଁ ବହୁତ ସମୟ ଲାଗିଥାଏ। ତେଣୁ ଏହି ସବୁ ଜିନିଷକୁ ବର୍ଜନ କରନ୍ତୁ ଏବଂ କୋରନା କବଲରୁ ରକ୍ଷା ପାଆନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ