Breaking News

କୋରୋନା ମହାମାରୀ ପାଇଁ ପୁଣି ସ୍କୁଲ ଆଉ କଲେଜ ବନ୍ଦ…

ଆପଣ ମାନେ ଜାଣିଥିବେ 2020 ମସିହାରେ କୋରୋନା ମହାମାରୀ ବହୁତ ମାତ୍ରାରେ କ୍ଷତି ଘଟାଇଛି ।ତେବେ ଏଥିରେ ସମସ୍ତେ ପ୍ରଭାବିତ ହୋଇଥିଲେ ।ଏହି ମହାମାରୀ ରୁ କେହି ବି ବାଦ ପଡି ନଥିଲେ ।ତେବେ ଏହି ମହାମାରୀ ରେ ପାଠ ପଢା ବହୁତ ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ଏହି ବର୍ଷ ଅନଲାଇନ କ୍ଲାସ ର ଯୋଜନା କରାଯାଇଥିଲା ।ତେବେ ବିଭିନ୍ନ ଅଂଚଳରେ ନେଟୱର୍କ ନଥିବାରୁ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଛାତ୍ର ଛାତ୍ରୀ ମାନେ। ତେବେ ଏହି ମହାମାରୀ ପୁଣି ଥରେ ତାର କାୟା ବିସ୍ତାର କରିବାକୁ ଲାଗିଲାଣି ।


ଆପଣ ମାନେ ସମସ୍ତେ ଜାଣିଥିବେ କୋରୋନା ମହାମାରୀ ଏବେ ତାର କାୟା ପୁଣି ଥରେ ବିସ୍ତାର କରିବାକୁ ଲାଗିଲାଣି।ତେବେ କୋରୋନା ର ଏହି ଦିତୀୟ ଲହରୀ ବହୁତ ମାତ୍ରାରେ ବ୍ୟାପିବାରେ ଲାଗିଛି ଓ ରେକର୍ଡ ସଂଖ୍ୟାରେ ରୋଗୀ ବାହାରୁଛନ୍ତି।ତେବେ ଏହି ସଂକ୍ରମଣ କୁ ଦେଖି ସରକାର ବିଭିନ୍ନ କଟକଣା ଲଗାଇଛନ୍ତି।ତେବେ ଆସନ୍ତୁ ଜାଣିବା କଣ ସବୁ କଟକଣା ଗୁଡିକ କଣ।


ନବମ ଓ ଏକାଦଶ କ୍ଲାସ ବନ୍ଦ ଏନେଇ ଘୋଷଣା କଲେ ସରକାର ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ ରେ କ୍ଲାସ ବନ୍ଦ । କୋରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।ଏପ୍ରିଲ 30 ପର୍ଯ୍ୟନ୍ତ କ୍ଲାସ ବନ୍ଦ ପାଇଁ ସରକାର ନିର୍ଦେଶ ଦେଇଛନ୍ତି। ଉପରୋକ୍ତ ଦୁଇ ଶ୍ରେଣୀ ର ପିଲାଙ୍କୁ ଘରକୁ ଚାଲି ଯିବାକୁ କୁହାଯାଇଛି। ହଷ୍ଟେଲ ଆବାସିକ ସ୍କୁଲ ରେ ପଢ଼ୁଥିବା ପିଲାଙ୍କୁ ଘରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।ତେବେ ଦଶମ ଓ ଦ୍ୱାଦଶ କ୍ଲାସ 25 ପର୍ଯ୍ୟନ୍ତ ଚାଲୁ ରଖିବାକୁ କୁହାଯାଇଛି।


ତେବେ ହଷ୍ଟେଲ ଓ ଆବାସିକ ସ୍କୁଲ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଘରକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।ତେବେ ଆପଣ ମାନେ ଆମ ସହ ଯୋଡି ହୋଇ ରହିଥାନ୍ତୁ ଆମେ ଆପଣ ମାନଙ୍କୁ ସମସ୍ତ ଅପଡେଟ ଆଣିଦେବୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

୩୦୦ ବର୍ଷ ପରେ ଏହି ୨ଟି ରାଶି ଉପରେ ପ୍ରଭୁ ଭୋଳାନାଥ ପ୍ରସନ୍ନ ହେବାକୁ ଯାଉଛନ୍ତି, ଦୁନିଆରେ ସବୁ ଠାରୁ କୋଟିପତି ଅଟନ୍ତି ଏହି ୨ଟି ରାଶି, ଏଥି ମଧ୍ୟରେ ଆପଣଙ୍କର ରାଶି ନାହିଁ ତ !

ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନା ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜା …

Leave a Reply

Your email address will not be published.