ବର୍ତମାନ ସମୟ ରେ ଓଡିଆ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ସବ୍ୟସଚି କରୋନା ଏକ ବଡ ବାର୍ତ୍ତା ଦେଇଛନ୍ତି । ତାହେଲେ ସେ ବାର୍ତ୍ତା ଟି କଣ ଆସନ୍ତୁ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ଦର୍ଶକ ବନ୍ଧୁ ପାନ ମାନେ ନିଶ୍ଚୟ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରୀ ସୁପର ଷ୍ଟାର ସବ୍ୟସାଚୀ ଙ୍କୁ । ହଁ ବନ୍ଧୁ ଆଗରୁ ସବ୍ୟସାଚୀ ଜଣେ ଫିଲ୍ମ ହିରୋ ଥିଲେ କିନ୍ତୁ ବର୍ତମାନ ସମୟ ରେ ସେ କରୋନା ସମୟ ରେ ବିଭିନ୍ନ ଲୋକ ଙ୍କୁ ସହରଜ୍ୟ କରି ସେ ଜଣେ ରିଅଲ ହିରୋ ହୋଇଯାଇଥିଲେ । କରୋନା ର ପ୍ରଥମ ଲହରୀ ରେ ଯେଉଁ ଭଳି ଭାବେ ସବ୍ୟସାଚୀ ବିଭିନ୍ନ ପ୍ରବାସୀ ମାନ ଙ୍କୁ ସହାୟ କରିଥିଲେ ତାହା କହି ହେବ ନହ୍ନି ।
ଆପଣ ମାନେ ଜାଣିଥିବେ ଯେ ବର୍ତମାନ ସମୟ ରେ ଅମ ଦେଶ ରେ କରୋନା ର ଦ୍ବିତୀୟ ଲହରୀ ଆରମ୍ଭ ହୋଇ ଯାଇଛି । ଏହି ଦ୍ବିତୀୟ ଲହରୀ ରେ କରୋନା ତାର ବିସ୍ତାର କରିଚାଲିଛି । ସଂକ୍ରମଣ ସଂଖ୍ୟା ଦିନ କୁ ଦିନେ ବଢିବାରେ ଲାଗିଛି । ସେଥିପାଇଁ ସରକାର ଲକ ଡାଉନ ର ଘୋଷଣା କରିଛନ୍ତି ସରକାର । ଏହି ଲକ ଡାଉନ ସମୟ ରେ ସହାୟ ର ହାତ ବଢାଇଛନ୍ତି ସବ୍ୟସାଚୀ କିନ୍ତୁ ବର୍ତମାନ ଏକ ନୂଆ ପ୍ରୟାସ ରେ ସହାୟ କରୁଛନ୍ତି ସବ୍ୟସଚି । ହଁ ବନ୍ଧୁ ଏକ ୱେବ ସାଇଟ ମାଧ୍ୟମ ରେ ଲୋକ ମାନେ ତାଙ୍କ ଅସୁବିଧା ଜଣେଇପାରିବେ । କିନ୍ତୁ ବର୍ତମାନ ସମୟ ରେ ସବ୍ୟସଚି ଏକ ବଡ ବାର୍ତ୍ତା ଦେଇଛନ୍ତି ଯେ ଏହି ସମୟ ରେ ଆମେ କୌଣଶୀ ବ୍ୟକ୍ତି ର ଦୁଃଖ ବାଣ୍ଟିବା ,ହୁଏ ତ ଆମେ ତାଙ୍କୁ ସୁଖ ନ ଦେଇପାରୁ କିନ୍ତୁ ଦୁଃଖ ବାଣ୍ଟିବା ଦ୍ବାରା ଦୁଃଖ କମିଯାଏ ।
ସେ କହିଛନ୍ତି ଯେ ବ୍ୟକ୍ତି ମାନେ ଇଚ୍ଛା ଭାବ ଅଛି ଯେ କୌଣଶୀ ଲୋକ ମନ ଙ୍କୁ ସହାୟ କାରିବେ ବୋଲି ତାହାଲେ ନିଶ୍ଚୟ ଆଗକୁ ଆସନ୍ତୁ ଆମେ ସମସ୍ତ ଭାରତ ରେ ଏକ ଗୃପ ବନେଇବା ଯେଉଁ ଗୃପ ରେ କୌଣଶୀ ସ୍ବାର୍ଥ ରହିବ ନହ୍ନି ,କେବଳ ଗୋଟିଏ ଉଦ୍ଦେଶ୍ୟ ରହିବ କେମିତି ଲୋକ ମାନ ଙ୍କ ଦୁଃଖ କୁ ବାଣ୍ଟିବା । ଏହି ଗ୍ରୁପ ଆଡ ହବା କୁ ହେଲେ ଆପଣ ଙ୍କୁ କୌଣଶୀ ଡୋନେସନ ଦବାକୁ ପଡିବନି । କେବଳ ଟିକେ ସମୟ ଦରକାର । ଏହି ଗ୍ରୁପ ରେ ଆଡ ହେବ ପାଇଁ ସେ ଏକ ଅନଲାଇନ ରେ ଏକ ଫର୍ମ କୁ ପୁରୁଣ କରିବାକୁ ପଡିବ । ସେଥିପାଇଁ ଆପଣ ଏକ ଲିଙ୍କ କ୍ଲିକ କରିବାକୁ ପଡିବ । ଏହି ଲିଙ୍କ ଟି ହଉଛି http://bit.ly/join_smileforce ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ