Breaking News

କର୍ମର ଫଳ ମଣିଷ କୁ ଏମିତି ମିଳିଥାଏ ଥରେ ଦେଖନ୍ତୁ |

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ପୃଥିବୀ ରେ ମଣିଷ ଏମିତି ଏକ ମାତ୍ର ଯିଏ ସବୁ କିଛି ଜାଣିପାରେ ବୁଦ୍ଧି ପ୍ରବଳ ଓ କାମ କରିବାର ଶକ୍ତି କିନ୍ତୁ ଏହି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପଶୁ ପକ୍ଷୀଙ୍କୁ ହଇରାଣ କରିବାରେ ଲାଗିପଡିଛନ୍ତି ମଣିଷ ସବୁଠାରୁ ଅଧିକ ବୁଦ୍ଧି ସାଳି ହେଲେ ମଧ୍ୟ ଏମିତି କିଛି ହରକତ କରେ ଯାହା ସମାଜରେ ପଶୁ ପକ୍ଷୀ ମାନଙ୍କୁ ଚଳିବାରେ ବହୁତ ହଇରାଣ ର ସାମ୍ନା କରିବାକୁ ପଡିଥାଏ |

ଦର୍ଶକବନ୍ଧୁ ଆଜିର ଦୁନିଆରେ ମଣିଷ ବହୁତ ସାରା ପଶୁ ପକ୍ଷୀ ମାନଙ୍କୁ ପାଳୁଛନ୍ତି ଓ ସେମାନଙ୍କର ବହୁତ ଭଲ ଭାବରେ ଯତ୍ନ ମଧ୍ୟ ନେଉଛନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପଶୁ ପକ୍ଷୀମାନଙ୍କୁ ହଇରାଣ କରିବାରେ ଲାଗିଛନ୍ତି ଓ ସେମାନଙ୍କ ବଞ୍ଚିବା କଷ୍ଟକର କରି ଦିଅନ୍ତି ତେବେ ଆସନ୍ତୁ ଜାଣିବା ଏଇପରି କିଛି ଘଟଣା ଯାହା କୁ ଦେଖି ଆପଣ ହସି ହସି ଗଡିବେ |

ଆପଣମାନେ ଏ ଫୋଟୋ ରୁ ଦେଖିପାରୁଥିବେ ଗୋଟେ ଲୋକ କୁକୁର କୁ ହଇରାଣ କରୁଛି ଆଉ ଠିକ ଏତିକି ସମୟରେ ଗୋଟେ ଗାଈ ଆସିକି ସେ ମଣିଷ କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଉଛି ଏ ସବୁ ଘଟଣା ଏକ ଫୋଟୋ ରେ କ୍ୟାପଚର ହୋଇ ରହିଯାଇଛି ଯାହା ବର୍ତ୍ତମାନ ସମୟରେ ଭାଇରଲ ହେବାରେ ଲାଗିଛି |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.