Breaking News

ରାଜ୍ୟ ସରକାରଙ୍କ ଘୋଷଣା || କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନ ଛୁଟି ଓ ଦରମା

ରାଜ୍ୟ ସରକାର ଙ୍କ ବଡ ଘୋଷଣା ଯେ ଘରୋଇ କମ୍ପାନୀ ରେ କମ୍ପାନୀ ରେ କାମ କରୁଥିବା କର୍ମଚାରୀ ଯଦି କରୋନା ହୁଏ ତାହେଲେ ତାଙ୍କୁ ୨୮ ଦିନ ଛୁଟି ଓ ୧ ମାସ ର ଦରମା ଦିଆଯିବ । କେଉଁ ସରକାର ଏହି ଘୋଷଣା କରିଛନ୍ତି ଆପଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତାହେଲେ ଆମର ଏହି ପେଜ ମାଧ୍ୟମ ରେ ଜାଣିବାକୁ ପାଇବେ । ହଁ ବନ୍ଧୁ ଉତ୍ତରପ୍ରଦେଶ ର ରାଜ୍ୟ ସରକାର ଯୋଗି ଆଦିତ୍ୟନାଥ ସରକାର ଏହି ଭଳି ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଘରୋଇ କମ୍ପାନୀ ର କର୍ମଚାରୀ ମାନେ ଯଦି କରୋନ ପଜିଟିଭ ଚିହ୍ନଟ ହେବେ । ସେମାନ ଙ୍କୁ ୨୮ ଦିନ ର ଛୁଟି ସହ ଏକ ମାସ ର ବେତନ ଦିଆଯିବ ।

ଏହାକୁ ଯୋଗି ଆଦିତ୍ୟନାଥ ସରକାର ସୋମବାର ଦିନ ଘୋଷଣା କରିଛନ୍ତି । ଏହି ଘୋଷଣା ଟି ହବା ପରେ ଉତ୍ତର ପ୍ରଦେଶ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସମ୍ପର୍କ ରେ ରାଜ୍ୟ ର ସମସ୍ତ ଜିଲ୍ଲାପାଳ ଓ ସମସ୍ତ କମିଶନର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ସରକାର ଙ୍କ ଦ୍ବାରା ବନ୍ଦ ବନ୍ଦ କରାଯାଇଥିବା ପ୍ରତିଷ୍ଠାନ କର୍ମଚାରୀ ଙ୍କ ପାଇଁ ମଦ୍ଧ୍ଯ ଏହି ଘୋଷଣା କରା ଯାଇଥିବ ଆଦେଶ ଲାଗୁ ହେବ ।

ସେମାନେ କରୋନା ପଜିଟିଭ ଚିହ୍ନଟ ହେଲେ ତାଙ୍କୁ ୨୮ ଦିନ ଛୁଟି ଓ ଏକ ମାସ ର ବେତନ ଦିଆଯିବ ସେଥିପାଇଁ ସମସ୍ତ କର୍ମଚାରୀ ମାନେ ଡାକ୍ତରୀ ପ୍ରମାଣ ପତ୍ର ଦିଆଯିବ । ପୁଣି ସରକାର ଆଦେଶ କରିଛନ୍ତି ଯେ ଯେଉଁ ମାନେ ପଜିଟିଭ ଚିହ୍ନଟ ହଉଛନ୍ତି ସେମାନ ଙ୍କୁ ସଂସ୍ଥା ପକ୍ଷ ରୁ ୨୮ ଦିନ ଛୁଟି ସହ ଏକ ମାସ ର ବେତନ ଦିଆଯିବ । ଏଥିପାଇଁ ମଦ୍ଧ୍ଯ ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା କର୍ମଚାରୀ ମାନେ ସୁସ୍ଥ ହେବା ପରେ କରୋନା ନେଗେଟିଭ ରିପୋର୍ଟ ନିଜର ଉଚ୍ଚ ଅଧିକାରୀ ଙ୍କୁ ଜମା କରିବାକୁ ପଡିବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭୋଜନ କେଉଁଠି ଓ କେମିତି କରୁଛନ୍ତି, ଜାଣି ନିଅନ୍ତୁ ଏହି ଭ-ୟ-ଙ୍କ- ର କଥା ,ନଚେତ ….

ଆସନ୍ତୁ ଭୋଜନ ବିଷୟ ରେ ଜାଣିବା କିଛି ନୂଆ ତଥ୍ୟ ମହାଭାରତ ସମୟ ରେ ମନ୍ୟୁଷ କୁ ଭୋଜନ କରିବା …

Leave a Reply

Your email address will not be published. Required fields are marked *