ପ୍ରଭୁ ହନୁମାନଙ୍କୁ ସାକ୍ଷାତ ଭଗବାନ ଭୋଳାନାଥଙ୍କର 11 ତମ ରୁଦ୍ର ଅବତାର ବୋଲି ମାନାଯାଇଥାଏ ଏବଂ ପ୍ରଭୁ ହନୁମାନ କଳିଯୁଗରେ ସାକ୍ଷାତ ଜାଗ୍ରତ ଅଛନ୍ତି ଯଦି କେହି ଭକ୍ତ ତାଙ୍କର ଭକ୍ତି କରେ ତାନ୍କର ପ୍ରେରଣା ପୂଜା ଆପଣଙ୍କୁ ମିଳିବ ଏବଂ ଆପଣଙ୍କ ଜୀବନରେ କିଛିବି ସମସ୍ୟା ଆସିନଥାଏ ଆଜିର ସମୟରେ ବ୍ୟକ୍ତି ନିଜ ଜୀବନରେ ଟଙ୍କା ପଇସା ରୋଜଗାର କରିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ ସେ ଏମିତି କରିଥାଏକି ବେଳେବେଳେ ତାହାର ଲାଭ ହୋଇଥାଏ ଏବଂବେଳେବେଳେ ଖେତୀ ହୋଇଥାଏ ଯାହା ଦ୍ୱାରା ତାହା ଉପରେ କରଜ ହୋଇଥାଏ ଆଜିର ସମୟରେ କରଜ ହେବ ବଡ଼ ପାପ ମନା ଯାଇଛି ଯଦି ଅପାଣ ଚାହୁଁଛନ୍ତି ଆପଣ ଜୀବନରେ ଧନର ସଞ୍ଚୟ ହଉ ଧାନ ଆପଣଙ୍କ ଜୀବନରେ ସର୍ବଦା ରହୁ ଏବଂ କରାଯ ମୁକ୍ତ ହୁହନ୍ତୁ ତେଣୁ ଆପଣ ଏହି ଉପାୟଟି ନିଶ୍ଚୟ କରନ୍ତୁ |
ଆପଣ ହନୁମାନ ମନ୍ଦିରରେ ଫିଟିକିରୀର ଛୋଟ ଟୁକୁରା ମାତ୍ର ରଖିନେବେ ତ ଭାବିନିଅନ୍ତୁ କରଜ ଆପଣଙ୍କ ପାଖରୁ ପାଳିଯିବ କାରଣ ହନୁମାନଙ୍କ କୃପା ଆପଣଙ୍କ ଜୀବନରେ ଦେଖିବକୁ ମିଳିବ | ଫିଟିକିରି ଖାଲି ଛୋଟ ଦିନିଷ ନୁହେଁ ଏହା ଆପଣଙ୍କ ଘରର ନକରାତ୍ମକତା ଦୂର କରିଥାଏ ଏହା ଜ୍ୟୋତିଷ ତନ୍ତ୍ର ବିଦ୍ୟାରେ ବହୁ ପ୍ରୟଗରେ ଆସିଥାଏ ଯଦି ଆପଣଙ୍କ ଉପରେ ବହୁ କରଜ ରହିଛି ବା ଧନ ପ୍ରାପ୍ତି ଚାହୁଁଛନ୍ତି |
ତେବେ 50 ଗ୍ରାମର ଫିଟିକିରୀର ଏବଂ ଟୁକୁଡା ନୁଅନ୍ତୁ ଏହା ସହିତ 10 ଟଙ୍କାର ନୋଟ ନେବେ ଏହି ଫିଟିକିରି ୟପରେ 110 ଟଙ୍କା ନୋଟ ରଖି ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ଯେପରି ଏହା ଖୋଲିବା ନାହିଁ ଏହାକୁ ଷୋମବାର ଦିନ ପୂଜା କରି ରଖିଦେବେ ଏବଂ ହନୁମାନ ଚାଳିଶିଆ ପାଠ କରିବେ ଏବଂ ପ୍ରଭୁ ହନୁମାନଙ୍କୁ କରଜ ମୁକ୍ତି ବା ଧନ ପ୍ରାପ୍ତିପାଇଁ ପାର୍ଥନା କରିବେ ଏପରି କରିବା ପରେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଏଁ 10 ଟଙ୍କାର ନୋଟ ଫିଟିକିରି ଉପରୁ ବାହାର କରି ନେବେ ଫିଟିକିରୀରେ ହନୁମାନ ସିନ୍ଧୁର ଲଗାଇ ପ୍ରଭୁଙ୍କ ପାଦ ତଳେ ଅର୍ପଣ କରିବେ |
ଏହି ଉପାୟ ମଙ୍ଗଳ ବାର କଲେ ଆପଣ ପ୍ରଭୁ ହନୁମାନଙ୍କ କୃପାରୁ କରଜରୁ ମୁକ୍ତ ହେବ ଏବଂ ଧନର ସଞ୍ଚୟ ହେବ ଏହି ପରି ମଙ୍ଗଳବାର ଦିନ ଶିବ ମନ୍ଦିର ବା ହନୁମାନ ମନ୍ଦିର ଯାଇଁ ଚଣା ଡ଼ାଲିରେ ଅଭିଷେକ କରିବେ ଏବଂ ଅଵିଵେକ ସମୟରେ ପ୍ରଭୁ ହନୁମାନଙ୍କୁ ସୁମରଣା କରିବେ ଏହା ପରେ ଏହି ଡାଲିକୁ ଏଖଟି କରି ପୂଜକଙ୍କୁ ଦେଇପାରିବେ ନଚେତ ଘରକୁ ଆଣି ଲାଲ କପଡ଼ାରେ ବାନ୍ଧିଦେବେ ଏହା ସହ ସିନ୍ଦୁର ହଳଦୀ କିଛି ପଇସା ରଖି ଏହା ପରେ ହନୁମାନଙ୍କ ନାମ ନେଇ ଲାଲ କପଡ଼ାରେ ବାନ୍ଧିନେବେ ଏହାପରେ ଯେଉଁ ବ୍ୟକ୍ତି ଘରେ ରୋଜଗାର କରନ୍ତି ତାଙ୍କ ଉପରେ ସତ ଠାର ବୁଲାଇ ଯାହାକୁ ଦନାର ଅନଶକ୍ୟତା ଥାଏ ଏହାକୁ ତାକୁ ଦେଇଦେବେ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …