ବନ୍ଧୁଗଣ ଆଜି ଆମେ ଜାଣିବା ମୂଷା ଘରୁ ବାହାର କରିବା ପାଇଁ ଆୟୁର୍ବେଦିକ ଘରୋଇ ଉପଚାର | ଯେଉଁ ଘରେ ମୂଷା ଥାଏ ସେଇ ଘର ର ଲୋକ ମାନଙ୍କର ଭୌତିକ ବିକାଶ ଠିକସେ ହୋଇପାରେ ନାହିଁ ମୂଷା ଘରେ ମୈଲା ଆଉ ଦରିଦ୍ରକୁ ଜନ୍ମ ଦେଇଥାନ୍ତି | ଏହାର କାରଣ ରୁ ଘରର କେତେ ପ୍ରକାରାର ବେମାରୀ ଆସିଥାଏ ସେମାନେ ଆମ ଘରର ସବୁ ଖାଦ୍ୟ ସବୁ ସମାନ କୁ ନଷ୍ଟ କରିଦିଅନ୍ତି |
ଦର୍ଶକବନ୍ଧୁ ଏହା ବ୍ୟତୀତ ଘରେ ମୂଷା ରହିବା ଦ୍ୱାରା ପିଲା ମାନଙ୍କୁ କେତେ ସବୁ ବେମାର ହୋଇଥାଏ ପ୍ରୟ ଲୋକ ମାନେ ମୂଷା କୁ ଘରୁ ବାହାର କରିବା ରେ ବହୁତ ଉପାୟ କରିଥାନ୍ତି ବଜାରରେ ବି କେତେ ପ୍ରକାରର ଔଷଧ ମିଲିଥାଏ ମୂଷା କୁ ମାରିବା ପାଇଁ ହେଲେ ବି କମନ୍ତି ନାହିଁ କିନ୍ତୁ ଆଜିର ଏହି ଖବର ରେ ଆପଣ ମାନଙ୍କୁ ମୂଷା କମାଇବାରେ ଆୟୁର୍ବେଦକ ଉପାୟ ଜଣାଇବୁ ଯାହା ସୁରକ୍ଷିତ ଅଟେ |
ବନ୍ଧୁଗଣ ଏହି ଜିନିଷ ସହଜରେ ଆପଣଙ୍କ ରୋଷେଇଘରେ ମିଲିବ ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ସେଥିପାଇଁ ଏହି ଖବର ଶେଷ ପଯ୍ୟନ୍ତ ପଢନ୍ତୁ ଏବଂ ଆମ ପେଜ ଟିକୁ ଲାଇକ କରନ୍ତୁ ମୁଷାକୁ ଘରରୁ ବାହାର କରିପାରିବ ପାପେର୍ମିଂଟ ତେଲ ର ସାହାଯ୍ୟ ନେଇ କାରଣ ଏହି ତେଲରେ ଅତି ସହଜରେ ମୂଷା ଘରୁ ବାହାରକରି ପାରିବ କାରଣ ଏହି ତେଲ ର ଗନ୍ଧ ବହୁତ ହାର୍ଡ ହୋଇଥାଏ ଆଉ ଏହାକୁ ମୂଷା ମାନେ ସହନା କରି ପାରନ୍ତି ନାହିଁ |
ଓ ଆପଣ ତୁଳାରେ ଛୋଟ ଛୋଟ ଗୁଳା କରି ଏହି ତେଲରେ ଭିଜାଇ ଘରରର ମୂଷା ମାନେ ରହୁଥିବା ସ୍ଥାନରେ ରଖିଦିଅନ୍ତୁ ଏହାର ଗନ୍ଧ ଯିବା ମାତ୍ରେ ସେଠାରୁ ମୂଷା ମାନେ ପଳେଇ ଜିବେ ଆପଣ ଏହାକୁ ଅତି ସହଜରେ କରି ପାରିବେ ବନ୍ଧୁଗଣ ମୂଷା ଦୂର କରିବା ପାଇଁ ଆଉ ଗୋଟେ ଉପାୟ ହେଲା ଲାଲ ଲଙ୍କା ଗୁଣ୍ଡ ରେ ମୂଷା ଶୀଘ୍ର ଘରରୁ ବାହାରି ଯାନ୍ତି | ଏଥିପାଇଁ ଆପଣ ଲଙ୍କା ଗୁଣ୍ଡ ନିଅନ୍ତୁ ଆଉ ଅଳ୍ପ ଅଟାରେ ମିଶାଇ ଆଉ ଏକାହୂ ମୂଷା ରହୁଥିବା ଜାଗାରେ ପକାଇଦିଅନ୍ତୁ |
ଏବଂ ବନ୍ଧୁଗଣ ଆଉ ମୁଷାର ନାକ ସମବେଦନାସିଲା ହୋଇଥାଏ ଯେଇମିତି କି ସେମାନେ ଏହି ମିଶ୍ରଣ କୁ ଖାଇବାକୁ ଚେଷ୍ଟା କରିବେ କିମ୍ବା ଏହାର ପାଖକୁ ଯିବେ ତା ଏହି ଲାଲ ଲଙ୍କା ଗୁଣ୍ଡ ର ପାଉଡର ସେମାନଙ୍କୁ ଵିତଳିତ କରିବା ଆଉ ମୂଷା ଘରୁ ପଳାଇବା | ଧ୍ୟାନ ରଖିବେ ପିଲା ମାନଙ୍କୁ ଏହି ମିଶ୍ରଣ ପାଖରୁ ଦୁରେଇ ରଖିବେ | ବନ୍ଧୁଗଣ ଆଉ ଏକ ଶେଷ ଉପାୟ ମୂଷା କୁ ଘରୁ ବାହାର କରିବା ପାଇଁ ଉପାୟତି ହେଲା ତେଜ ପତ୍ର କୁ ଆମେ ସମସ୍ତେ ଖାଇବାରେ ବ୍ୟବହାର କରିଥାଉ |
ଦର୍ଶକବନ୍ଧୁ ବହୁତ କମ ଲୋକ ଜାଣି ଛନ୍ତି କି ମୂଷା କୁ ଘରୁ ବାହାର କରିବା ପାଇଁ ତେଜ ପତ୍ରର ବ୍ୟବହାର ବି କରାଯାଏ ଏଥିପାଇଁ ଆପଣ 4-5 ଟି ପତ୍ର ନିଅନ୍ତୁ ରାତିରେ ଶୋଇବା ସମୟରେ ଏହାକୁ ଜଳେଇ ଦିଅନ୍ତୁ ଏବଂ ଘରର ସବୁ କବାଟ ଝରକା ବନ୍ଦ କରିଦିଅନ୍ତୁ | ତେଜ ପତ୍ର ର ଗନ୍ଧ ରୁ ମୂଷା ମାନେ ଘରର ବାହାରକୁ ପଳାଇବେ ତେଜ ପତ୍ର ଦ୍ୱାରା ମୂଷା ଆଉ ମଶା ମାଛି ମଧ୍ୟ ପଳାଇବେ ଆଉ ଘର ସଫା ସୁତାର ରହିବ |