Breaking News

କନ୍ୟାକୁମାରୀ ର ଚମତ୍କାର ରହସ୍ୟ ବିଷୟରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ …

ଦର୍ଶକବନ୍ଧୁ ଆପଣ କେବେ କନ୍ୟା କୁମାରୀ ଯାଆନ୍ତି ତେବେ ସେଠାରେ ଗୋଟିଏ ମନ୍ଦିର ଦେଖିବାକୁ ମିଳିବ ଯାହାର ନାମ କୁମାରୀ ଆମନ ମନ୍ଦିର ଯାହାକୁ କନ୍ୟା କୁମାରୀ ବୋଲି କୁହାଯାଏ ଏହି ମନ୍ଦିରର ସତ୍ୟତା ଏହାକି ଯେଉଁ ସ୍ଥାନକୁ ଭାରତ ମହାସାଗର ବା ଆରବସାଗରର ପାଣି ପ୍ରଭାବିତ କରୁଛି ଠିକ ସେହି ସ୍ଥାନରେ କୁମାରୀ ଆମନ ମନ୍ଦିର ଅଛି ମନ୍ଦିର ସମୁନ୍ଦ୍ରର ସ୍ୱର |

ଦର୍ଶକବନ୍ଧୁ ଏମିତି ଶୁଣାଯାଏକି ଯେମିତି ସ୍ଵରର ସଂଗୀତ ଗୁଣୁ ଗୁଣୁ ହୁଏ ଏଠାକୁ ଆସିବାକୁ ଲୋକ ମାନେ କୁମାରୀ ଅମନ ମନ୍ଦିର ଦକ୍ଷିଣ ଭାରତର ଲୋକ ମାନଙ୍କର ଧର୍ମ ଓ ଆସାର ମନ୍ଦିର ଅଟେ ଏହି ମନ୍ଦିରର ନିର୍ମାଣ ପାଣ୍ଡିଆ ରାଜାବଂଶରେ ହୋଇଥିଲା | ବନ୍ଧୁଗଣ ଆସନ୍ତୁ ଜାଣିବା ଅମନ କିଏ ପୌରାଣିକ କଥା ଅନୁସାରେ ବାଣା ସ୍ୱରକୁ ଭଗବାନ ଶିବ ବରଦାନ ଦେଇଥିଲେ ତାର ମୁର୍ତ୍ତୃ କେବଳ କୁମାରୀ କନ୍ୟା ହାତରେ ହବ |

ସେହି ସମୟରେ ଶାସନ କରୁଥିବା ରାଜା ଭରତଙ୍କର ଗୋଟିଏ ପୁଅ ଆଠଟି ଝିଅ ଥିଲା ରାଜ୍ୟକୁ 9 ଭାଙ୍ଗା କରି ରାଜା ଭରତ ନିଜ ସନ୍ତାନ ଙ୍କ ଭିତରେ ବାଣ୍ଟି ଦେଲେ ସେତେବେଳେ ଦକ୍ଷିଣ ଭାଗ ତାଙ୍କ କନ୍ୟା କୁମାରୀକୁ ମିଳିଥିଲା କୁମାରୀଙ୍କୁ ଦେବୀ ପାର୍ବତୀ ଅବତାର ବୋଲି ମାନୁଛନ୍ତି କୁମାରୀ ଦକ୍ଷିଣ ଭାରତକୁ ଠିକ ଭାବରେ ଶାସନ କଲେ କୁମାରୀ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲା |

ସେଥି ପାଇଁ ଅନେକ ପୂଜା ପାଠ ମଧ୍ୟ କରୁଥିଲା କିନ୍ତୁ ନାରଦଙ୍କ ଗୁପ୍ତ ନୀଳ ପାଇଁ ତାଙ୍କ ବିଭାହ ହୋଇ ପାରିଲା ନାହିଁ ଆଉ ସାରା ଜୀବନ କୁଆରୀ ରହିଯିବେ ବୋଲି ସପତ ନେଲେ ନାରଦ ଜାଣି ଥିଲେ ଦେବୀ କୁମାରୀଙ୍କ ଅବତାର ବାଣା ସ୍ୱରକୁ ବଧ କରିବା ପାଇଁ ହୋଇଛି କୁମାରୀ ଝିଅ ମାନଙ୍କୁ ଏହି ଉଦେଶ୍ୟ କୁପୁରା କରିପାରିବେ ଆଉ ସେ ସମୟ ଆସିଗଲା ବାଣା ସ୍ୱର ଯେତେବେଳେ କୁମାରୀ ଦେବୀନଙ୍କର ସୁନ୍ଦରତା ବିଷୟରେ ଶୁଣିଲା ସେ ଯାଏଁ ବିବାହ ପ୍ରଥବା ଦେଲା |

ଏହା ପରେ ଦେବୀ କ୍ରୋଧିତ ହୋଇଗଲେ ବାଣା ସ୍ୱର ଦୁଧ ପାଇଁ ଡାକରା ଦେଲା କନ୍ୟା କୁମାରୀ ବଳ ମାଧ୍ୟମରେ ବାଣା ସ୍ୱରର ବିନାଶ କରିଦେଲେ | ସମୁଦ୍ର ପାଖରେ ଦେବତା ମାନେ କନ୍ୟା କୁମାରୀ ପାଇଁ ମନ୍ଦିର ତିଆରି କଲେ ଏହି ଆଧାରେ ଏହି ସ୍ତାନା କନ୍ୟା କୁମାରୀ ନାମରେ ନାମିତ ହେଲା | ଏହି ମନ୍ଦିରର ରହସ୍ୟ ଏହାକି ଏହି ମନ୍ଦିରର ପୂର୍ବ ଦ୍ୱାର ସାଧା ସର୍ବଧ ବନ୍ଦ ରହିଥାଏ ଏହି ସ୍ଥାନ ଅତ୍ୟନ୍ତ ସୁନ୍ଦର ଅଟେ ଏହି ଜାଗା ପର୍ଯ୍ୟଟକ ପାଇଁ ଉଲେଖ ଅଟେ ଏହି ମନ୍ଦିର ମାତାଙ୍କ ପବିତ୍ର ମନ୍ଦିର ଭିତରୁ ଗୋଟେ |

ପୁରା ଭାରତ ବାସି ଯେଉଁ ମାନେ ନିଜ ଜୀବନକୁ ସନ୍ୟାସୀ ରୂପରେ ସମରପିତ କରନ୍ତି ଏଠି ଆସି ଦୀକ୍ଷା ନିଅନ୍ତି | ଏହି ପରିବେଶରେ ବୁଲିବା ଦ୍ୱାରା ମୁଣ୍ଡ ଥଣ୍ଡା ରହେ ଓ ମନରେ ଅଲଗା ଶିହରଣ ଖେଳି ଯାଏ କାହିଁକିନା ଏଠି ପ୍ରଭୁ ଶ୍ରୀ ରାମଙ୍କ ଅନେକ ମହାତ୍ମା ଆସି ଭୂମିକୁ ଆସି ଆହୁରି ପବିତ୍ର କରିଛନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.