Breaking News

କେଉଁ ବାରରେ ମନୁଷ୍ୟ କେଉଁ ସ୍ୱପ୍ନ ଦେଖିଲେ ଶୁଭ ଓ କେଉଁ ସ୍ୱପ୍ନ ଦେଖିଲେ ଅଶୁଭ ହୋଇଥାଏ, ଜାଣି ରଖନ୍ତୁ …

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କେଉଁ ବାର ରେ କେଉଁ ସ୍ବପ୍ନ ଦେଖିଲେ କଣ ହୋଇଥାଏ ତ ଫ୍ରେଣ୍ଡସ ଯଦି ଆପଣ ରବିବାର ଦିନ ସ୍ବପ୍ନ ଦେଖିଥାନ୍ତି ତାହେଲେ ଆପଣଙ୍କ ମାନସିକ ତା କୁ ଦୁର୍ବଳ କରିଥାଏ | ଯଦି ଆପଣ ରବିବାର ଦିନ ସ୍ବପ୍ନ ଦେଖିଥାନ୍ତି ତେବେ ସୂର୍ଯ୍ୟ ଦେବତା ଙ୍କୁ ସ୍ମରଣ କରନ୍ତୁ | ଏହା ଦ୍ବାରା ସ୍ବପ୍ନ ର କୁ ପ୍ରଭାବ ପଡ଼ିନଥାଏ ଯଦି ଆପଣ ସୋମବାର ସ୍ବପ୍ନ ଦେଖୁଛନ୍ତି ତାହେଲେ ସେ ସ୍ବପ୍ନ ସତ ହୋଇଥାଏ | ସୋମବାର ଦିନ ସ୍ବପ୍ନ ଦେଖିଲେ ମହାଦେବ ଙ୍କୁ ସ୍ମରଣ କରିବା ସହିତ ଭଗବାନ ଙ୍କ ଦର୍ଶନ କରିଦିଅନ୍ତୁ |

ମଙ୍ଗଳା ବାର ରେ ସ୍ବପ୍ନ ଦେଖିଲେ ମାନସିକ ଦୁଶ୍ଚିନ୍ତା ବଢ଼ିଥାଏ ତେଣୁ ଯଦି ଆପଣ ମଙ୍ଗଳବାର ଦିନ ସ୍ବପ୍ନ ଦେଖୁଛନ୍ତି ତେବେ ସକାଳୁ ମା ମଙ୍ଗଳା ଙ୍କୁ ସ୍ମରଣ କରନ୍ତୁ | ଏହା ଦ୍ୱାରା ସ୍ବପ୍ନ ର କୁପ୍ରଭାବ ଦୂର ହୋଇଥାଏ | ସେହିପରି ବୁଧବାର ସ୍ବପ୍ନ ଦେଖିଲେ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହୋଇଥାଏ | ଯଦି ଆପଣ ବୁଧୁବାର ସ୍ବପ୍ନ ଦେଖୁଛନ୍ତି ତେବେ ମା ବୃନ୍ଦାବତି ଙ୍କୁ ପୂଜା କରନ୍ତୁ | ଏହାଦ୍ବାରା ଆପଣଙ୍କ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ ସେହିପରି ଗୁରୁବାର ଦିନ ସ୍ବପ୍ନ ଦେଖିଲେ ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇଥାଏ | ଯଦି ଆପଣ ଗୁରୁବାର ସ୍ବପ୍ନ ଦେଖୁଛନ୍ତି ତ ସକାଳୁ ମା ଲକ୍ଷ୍ମୀ ଙ୍କୁ ପୂଜା କରନ୍ତୁ | ଯାହା ଫଳରେ ମାତା ଲକ୍ଷ୍ମୀ ଙ୍କ କୃପଦୃଷ୍ଟି ଆପଣଙ୍କ ଉପରେ ରହିଥାଏ |

ଶୁକ୍ରବାର ଦିନ ସ୍ବପ୍ନ ଦେଖିଲେ ବିଦ୍ୟା ବୁଦ୍ଧି ଏବଂ ଜ୍ଞାନ ବୃଦ୍ଧି ହୋଇଥାଏ | ଯଦି ଶୁକ୍ରବାର ଦିନ ସ୍ବପ୍ନ ଦେଖୁଛନ୍ତି ମା ଦୁର୍ଗା ଙ୍କୁ ସ୍ମରଣ କରିବା ସହିତ ମାତା ସରସ୍ଵତୀ ଙ୍କୁ ପୂଜା କରନ୍ତୁ | ଏହା ଦ୍ୱାରା ଆପଣଙ୍କୁ ଜ୍ଞାନ ବୃଦ୍ଧି ବିଦ୍ୟା ଏବଂ ଯଶ ପ୍ରାପ୍ତି ହେବ | ଫ୍ରେଣ୍ଡସ ଯଦି ଆପଣ ଶନିବାର ରେ ସ୍ବପ୍ନ ଦେଖୁଛନ୍ତି ତ ଆପଣଙ୍କ ମାନସିକ ଅସ୍ଥିରତା ଦେଖାଦେଇଥାଏ | ଏହିଦିନ ସ୍ବପ୍ନ ଦେଖିବା ପରେ ମା କାଲି ଙ୍କୁ ସ୍ମରଣ କରନ୍ତୁ | ଏବଂ ଆଣିଦେବ ଙ୍କୁ ଆରାଧନା କରନ୍ତୁ ଏହା ଦ୍ୱାରା ଆପଣଙ୍କ ଜୀବନ ରେ ଆସୁଥିବା କଷ୍ଟ ଦୂର ହୋଇଥାଏ |

About odisha news

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.