Breaking News

କୋଣାର୍କ ମନ୍ଦିରର ଅଜଣା ରହସ୍ୟ ଯାହାକୁ ଜାଣିବା ପରେ ଆପଣ କହିବେ …

ଦର୍ଶକବନ୍ଧୁ କୋଣାର୍କ ମନ୍ଦିର କିଛି ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ମୁଁ କୋଣାର୍କ କହୁଛୁ ପ୍ରାୟ ୮୦୦ ବର୍ଷ ପୂର୍ବେ ତଳେ ହଉଥିବା ଦେଉଳ ରାଜା ଙ୍କ ଅୱାହ୍ନ ପାଇ ସେଦିନ ଦୌଡ଼ି ଆସିଥିଲେ କେତ କୁଶଳୀ କାରିଗର କିଏ ଯୌବନ ହରାଇଦେଲ ତ ଆଉ କିଏ ଜୀବନ ହରାଇଦେଲେ | ୧୨୦୦ ବଢେଇ ଙ୍କ କଣ କଥା ତାହା ତ ଶୁଣିଥିବେ ହେଲେ ତାଙ୍କର କଷ୍ଟ ଓ ପରିଶ୍ରମ ମୁଁ ନିଜେ ଦେଖିଛି | ଧର୍ମପଦ ର କାହାଣୀ ଆପଣ ନିଶ୍ଚିନ୍ତ ଶୁଣିଥିବେ | ମୁଁ ସେହି ମହାରଣା ର ଦୁଃଖ ଦେଖିଛି | ମୋତେ ନେଇ ଆଜି ପ୍ରତି ଟି ଓଡ଼ିଆ ଗର୍ବ କରୁଛି, ହେଲା ମୋତେ ସାଇତି ରଖିବା ପାଇଁ କଣ କରୁଛି ଏ ଜାତି।

ବିଦେଶୀ ଆସିଲେ ଆଘାତ ଉପରେ ଆଘାତ ଦେଇଗଲେ ମୋର ସ୍ଵନ୍ଦର୍ଜ ବିଗାଡି ଦେଲେ | ଓ ଯାହା ବି ବଞ୍ଚିଲା ତାକୁ ବି ସାଇତି ସଜାଡି ରଖିବାକୁ ସକ୍ଷମ ନୁହେଁ ସେଦିନ ମତେ ଏତେ କଷ୍ଟ ହେଇନଥିଲା | ଯେତେବେଳେ ନିର୍ଜୀବ ପଥର କୁ ଜୀବନ୍ତ କରିବାକୁ ନିହାଣ ମୁନ ରେ କାରିଗର ମୋ ଛାତୀ ଉପରେ ସୂକ୍ଷ୍ମ ଆଘାତ ଦେଉଥିଲେ। ସେତେବେଳେ ବି ମୁଁ ମୁକ୍ତ ଥିଲି ସ୍ଵତନ୍ତ୍ର ଥିଲି ହେଲା ଆଜିର ଏ ଅସରୟ ବର୍ଷା ମୋ ସ୍ୱରୂପ କୁ ଜଳ ବନ୍ଦୀ କରିଦେଲା | କଷ୍ଟ ଲାଗୁଚି ବୋହୂ କଷ୍ଟ ଲାଗୁଛି ମନ ରେ ସନ୍ଦେହ ହେଉଛି ଏ ସେଇ ଓଡ଼ିଆ ଜାତି ଯିଏ ଦିନେ ମୋତେ ଗଢି ଥିଲେ।

ହୁଏତ ମୁଁ ବୋହୁତ ବଞ୍ଚିସାରିଚି | ଆଉ କେତେ ବଞ୍ଚିବି ତାହା ମୋତେ ବି ଜଣା ନାହିଁ | କାରଣ ଯେଉଁ ଜାତି ର ଜନ୍ମ ରେ ମୁ ଦୀର୍ଘାୟୁ ହେବାର ସ୍ବପ୍ନ ଦେଖିଥିଲି ସିଏ ତ ମତେ ପ୍ରତୀ ବର୍ଷ ରେ ବୁଡ଼ାଇଚାଳିଛି | ଆଉ ପାଣି ଭିତରେ ବୁଡ଼ିରହୁଥିବ ମନ୍ଦିର ର ଆୟୁସ ବା କେତେ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.