Breaking News

କନିଆ ଫେରାର ହେବାରୁ ନାବାଳିକା ଶାଳି କୁ ବିବାହ କଲା ବର

ବାହାବେଦୀ ରୁ କନିଆ ଫେରାର !!! ଫଳରେ ନାବାଳିକା ଶାଳି କୁ ବିବାହ କଲା ବର | ଏହିଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି | କଳାହାଣ୍ଡି ଜିଲ୍ଲା କଲମ୍ପୁର ବ୍ଲକ ରେ ତେନ୍ତୁଳୀ ଖୁଣ୍ଟି ଗାଁରେ |


ବର ଶିଶୁପାଳ ହୋଇ ଫେରିବା ବଦଳରେ ନାବାଳିକା ଶାଳି କୁ ବିବାହ କରି ହଟହଟା ହୋଇ ଘରକୁ ଫେରିଛି | ସେପଟେ ଶାଳି କୁ ବାହାହେବା ଖବର ପାଇ ନାବାଳିକାକୁ ଉଦ୍ଧାର କଲେ ଜୟ ପାଟଣା ସିଡିପିଓ ଏବଂ ସ୍ଥାନୀୟ ପୁଲିସ ସୂଚନାମୁତାବକ, ବର ବାଜ ବାଣ ରୋଷଣୀ କରି ତେନ୍ତୁଳୀ ଖୁଣ୍ଟି ଗାଁ କୁ ଯାଇଥିଲେ | ହେଲେ ସେଠାରେ ପହଞ୍ଚିବା ପରେ କନିଆ ବାହାବେଦୀ ରୁ ଫେରାର ହୋଇଯାଇଥିଲେ|


ଯାହାଫଳରେ ବରଙ୍କୁ ହଟହଟା ହେବାକୁ ପଡିଥିଲା ଯାହା ଫଳରେ ବର ଜଣକ କନିଆ ଙ୍କ ଶାଳି ଙ୍କୁ ବିବାହ କରି ଗାଁ କୁ ଫେରିଥିଲେ | କୌଣସି ସୂତ୍ର ରୁ କଳାହାଣ୍ଡି ସିଡିପିଓ ନବାଳିକାଙ୍କୁ ବିବାହ କରୁଥିବାର ଜାଣି ପାରି ସେଠାରେ ପହଞ୍ଚି ନାବାଳିକା ଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଜିମା ଦେଇଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *