Breaking News

କାନ୍ଦୁଛି ସିନେମା ଜଗତ 3ବର୍ଷର ଝିଅ ଓ ସ୍ତ୍ରୀକୁ ଛାଡି ମୄ-ତ୍ୟୁ ବରଣ କଲେ ଏହି ଲୋକ ପ୍ରିୟ ହିରୋ ଦେଖନ୍ତୁ ତାଙ୍କର Kan ହୋଇଥିଲା !

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି ଆଉ ଜଣେ ଜଣା ଶୁଣା ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଟେଲିଭିଜନ ଜଗତରେ ଶୋକର ଲହରୀ ଖେଳିଯାଇଛି | ଟେଲିଭିଜନ ଜଗତରେ ଫୁଣି ଜଣେ ଜଣା ଶୁଣା ଚେହେରା ଆଉ ଦେଖିବାକୁ ମିଳିବ ନାହିଁ |

ଛୋଟ ପରଦାର ଲୋକ ପ୍ରିୟ ଅଭିନେତା ପର ଲୋକରେ ଅନେକ କଳଙ୍କର ଦୁଃଖ ପ୍ରକାଶ କରିଛନ୍ତି ଜିମି ସେଣ୍ଟର ବ୍ୟୟାମ କରୁଥିବା ସମୟରେ ହଟାତ ବେହୋସ ପଡିଯାଇ ପ୍ରଣ ହରାଇଛନ୍ତି | ତେବେ ତାଙ୍କର ମୄ-ତ୍ୟୁ ଘଟିଥିବା କୁହାଯାଉଛି ମୄ-ତ୍ୟୁ ବେଳକୁ ତାଙ୍କୁ 46 ବର୍ଷ ହୋଇଥିଲା ତାଙ୍କର ଦୁଇ ଝିଅ ଓ ପତ୍ନୀ ଅଛନ୍ତି ତାଙ୍କ ମୄତ୍ୟୁ ସମ୍ପକରେ ତାଙ୍କର ଅଭିନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ଦେଇଛନ୍ତି ଜିମି ରେ ବ୍ୟାୟାମ କରୁଥିବା ସମୟରେ ହଟାତ ସେ ଟଳି ପଡ଼ିଥିଲେ ତାଙ୍କୁ ତୁରନ୍ତ ମେଡିକାଲ ନିୟା ଯାଇଥିଲା ସେଠାରେ ତାଙ୍କର ଡାକ୍ତର ମୄ-ତ୍ୟୁ ଘୋଷଣା କରିଥିଲେ | ହିନ୍ଦୀ ଫିଲ୍ମ ଜଗତରେ ଶୋକର ଝଟକା ଖେଳିଯାଇଛି ସେ ଅନେକ ସୋଅରେ କାମ କରୁଥିଲେ ତାଙ୍କ ପୂର୍ବରୁ ଆଳେସିଆ ରାଉତଙ୍କୁ ବିବାହ କରିଥିଲେ |

ତାଙ୍କ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ ତାଙ୍କର ପ୍ରଥମ ପତ୍ନୀଙ୍କର ଏକ ଝିଅ ଥିବା ବେଳେ ପତ୍ନୀ ଆଲେସିଆ ତାଙ୍କର ପୁଅଟିଏ ଅଛି ଟେଲିଭିଜନ ଜଗତରେ ସିଦ୍ଧାନ୍ତସୁର ସୂର୍ଯ୍ୟବଂଶୀଜଣେ ଲୋକ ପ୍ରିୟ ଚେହେରା ଥିଲେ ସେ ଅନେକ ଟିଭି ସୋଅରେ କାମ କରୁଥିଲେ ତେବେ ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀ ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଟେଲିଭିଜନ ଜଗତରେ ଶୋକର ଲଗାରୀ ଖେଳିଯାଇଛି !

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.