Breaking News

କାନରୁ ବାହାରିଲା ବିଷାକ୍ତ ସାପ ( Snake ) ଏହାକୁ….. ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ, ଆପଣ ଯଦି ଏମିତି ଶୋଉଚନ୍ତି ହୋଇ ଯାଆନ୍ତୁ ସାବଧାନ ନହଲେ ଆପଣଙ୍କ ସହିତ ଏମିତି ହୋଇପାରେ !

ଦର୍ଶକବନ୍ଧୁ ଯୁବତୀଙ୍କ କାନରୁ ବାହାରିଲା ସାଫ ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଏହି କଥାଟି ଶୁଣି ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ ଆଉ ଆଶ୍ଚର୍ଯ୍ୟ ଲାଗିବ ବି ସୋଭାବିକ କାରଣ ଗାତରେ ରହିବ ସାଫ କାନରୁ ବାହାରିଲା ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ସତର୍କ ରୁହନ୍ତୁ ସାବଧାନ ରୁହନ୍ତୁ ଆପଣଙ୍କ ସହିତ ଏମିତି ବି ଘଟିପାରେ ତେବେ ସୋସିଆଲ ମିଡିଆରେ ପ୍ରତେକ ଦିନ କିଛି ନା କିଛି ଭିଡ଼ିଓ ଭାଇରଲ ହେଉଛି |

କିଛି ଭିଡ଼ିଓ ମଜାଦାର ଲାଗୁଥିଲା ବେଳେ ଆଉ କିଛି ଭିଡ଼ିଓ ଦେଖିଲେ ମଧ୍ୟ ଖୁବୁ ଭୟ ଲାଗୁଥାଏ ସେମିତି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଉଛି ଭିଡ଼ିଓ ଟି ଦେଖିଲେ ଭାରି ଅଜବ ଲାଗୁଥିଲେ ଏହାକୁ ଅସମ୍ଭବ ବୋଲି କୁହାଯାଇ ପାରିବ ନାହିଁ ଏମିତି ଏକ ଘଟଣା ସମସ୍ତଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିଦେବ ଜଣେ ମହିଳାଙ୍କ କାନରୁ ଏକ ସାଫ ବାହାରୁଥିବାର ଦୃଶ୍ୟ ଏବେ ଭାଇରଲ ହେଉଛି |

ଜଣେ ମହିଳାଙ୍କ କାନରେ ସାମାନ୍ୟ ଅଜବ ପ୍ରକାରର ଅନୁଭବ ହେବାରୁ ସେ ଡାକ୍ତର ଙ୍କ ସହ ପରାମର୍ଶ କରିଥିଲେ ତେଟେ ଡାକ୍ତର ଏହାର ଟେଷ୍ଟ କରିବାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମହିଳାଙ୍କ କଣାରେ ଗୋଟେ ସାଫ ଅଛି ବୋଲି ଜାଣିବାକୁ ପାଇଥିଲେ ଡାକ୍ତର |

ଏହାପରେ ଡାକ୍ତର ସଫଟିକୁ ବାହାର କରିବା ପାଇଁ ଵେବସ୍ତ କରିଥିଲେ ମହିଳାଙ୍କ କାନରୁ ଧୀରେ ଧୀରେ ସାଫଟି ବାହାରି ଥିଲା ଏହି ସମୟରେ ସାଫଟି ଏକ ଭୟଙ୍କର ରୂପରେ ପାଟି ଅଂ କରି ବାହାରକୁ ବାହାରିଥିଲା | ହଳଦିଆ ରଙ୍ଗର ଏହି ସାପ ଏହି ରୁପକୁ ଦେଖି ଖୁବୁ ଭୟ ଲାଗୁଥିବ ତାହାରେ ଚିନ୍ତା କରନ୍ତୁ ଏହି ମହିଳାଙ୍କ ଅବସ୍ଥା କଣ ହେଉଥିବ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ତେବେ ସତର୍କ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.