Breaking News

କ’ଣ ତିନି ବର୍ଷ ପୂର୍ବେ ପାରାଦୀପରୁ ମିଳିଥିଲା ଜଳପରୀ ? Staya କଣ ଜାଣିଲେ ଆପଣ….

ନମସ୍କାର ଦର୍ଶକବନ୍ଧୁ ୩ବର୍ଷ ପୂର୍ବରୁ ଏବେ ଯାଏ ପାରାଦୀପରୂ ଜଳ ପରି ମିଳିବାର ଏକ ଭିଡ଼ିଓ ୟୁଟୁବ ଫେସବୁକରେ ହୋଇଛି | ୟୁଟୁବରେ ଏସ କେ ଏଇଟ ବିପି ନାମକ ଜଣେ ୟୁଜର ଆକାଉଣ୍ଟରୁ ଏହା ଭାଇରଲ ହୋଇଛି | ଭିଡ଼ିଓରେ ଏକ ମାଛର ହାତ ବନ୍ଧା ଦିଆଯାଇଛି ମାଛଟିକୁ ଏକ କାଠ ବାସ ଉପରେ ରଖାଯାଇଛି | ମାଛଟି ନିଶ୍ୱାସ ନେଉଥିବାର ମଧ୍ୟ ଦେଖାଯାଉଛି ଏହି ପ୍ରାଣୀର ଦେହ ମଣିଷ ଭଳି ଏବଂ ମୁହଁ ଅର୍ଥାତ ଫିଲ୍ମରେ ଦେଖାଦେଉଥିବା ଏକ ଡ୍ରାଗନ ପରି |

ଅଣ୍ଟାର ତଳକୁ ସେ ମାଛ ଭଳି ଦେଖା ଯାଉଛି ଭିଡିଓରେ ସ୍ପଷ୍ଟ ଦାବି କରାଯାଉଛି 2017 ରେ ଏହି ଜଳ ପରୀ ପାରାଦୀପ ସମୁଦ୍ରରୁ ଥିବାରୁ 13 ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି | ବହୁତ ୟୁଟୁବ ପେଜର ପାରାଦୀପରୁ ଜଳପରୀ ବାହାରିଛି ବୋଲି କହି ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି | ପାରାଦୀପରୁ ଜଳପରୀ ମିଳିଛି କି ନାହିଁ ବୋଲି ସତ ନା ମିଛ ଏହି ବିଷୟରେ ଆସନ୍ତୁ ଜାଣିବା | ଜଳପରୀର କିଛି ଫୋଟ ଗୁଗଲ ପେଜରେ ମିଳିବାରୁ ଫୋଟ ବିଷୟରେ ଆମେ ଅଧିକ କିଛି ଜାଣିବାରୁ ଗୁଗଲରେ ପାରାଦୀପ ଜଳପରୀ ମାରି ସର୍ଚ୍ଚ କଲେ |

ସର୍ଚ୍ଚରେ ଜଳପରୀର ଅନେକ ଫୋଟ ଏବଂ ଭିଡ଼ିଓ ମିଳିଲା ସେଥିରେ କିଛି ଭିଡ଼ିଓରେ ଏହି ଜଳପରୀ ହାଇଦ୍ରାବାଦର ହାଇଜାକରୁ ମିଳିବା କଥା କୁହାଯାଇଛି | ଭିଡିଓରେ ଏହି ଜଳପରୀ ଗଙ୍ଗା ନଦୀରୁ ମିଳିଥିବା କଥା କୁହାଯାଉଛି | ଜଣେ ଯୁବକ ଜଳପରୀକୁ ରଙ୍ଗ ଦେଉଥିବାର ଏକ ଦୃଶ୍ୟ ଫୋଟରେ ମିଳିଥିଲା | ମାଛଟି ମିଆଁମାରର ଜଣେ ଯୁବକ କାଠରେ ନିର୍ମାଣ ହବା କଥା କୁହାଯାଉଛି | କୁହାଯାଉଛି ଯେ ମିଆଁମାର ଜଣେ ଏକଜୁବେସନ ଏହାକୁ ପ୍ରଦର୍ଶନ କରାଯାଇଥିଲା |

କେବଳ ସେତିକି ନୁହେଁ ଓଡିଶା ବିରାଜି ୱେବ ପୋର୍ଟାଲ ରେ ନିୟୁଜକୁ ମିଥ୍ୟା ବୋଲି କୁହାଯାଇଛି | ଆଜ୍ଞା ଶେଷ କଥା ହେଉଛି ଜାଞ୍ଜ ପରେ ଆମକୁ ଜଣାପଡ଼ିଲା ଯେ ପାରାଦୀପରେ ଜଳପରୀ ମିଳିଥିବା ଗୁମର ମିଥ୍ୟା ଅଟେ | ଯାଞ୍ଜ ହେଲା ପରେ ଜଣାପଡିଲା ଯେ ଜଳପରି ମାଛ କାଠରେ ନିର୍ମାଣ କରାଯାଇଛି | ଏହି ମାଛକୁ ମିଆଁମାରର ଜଣେ ଯୁବକ ନିର୍ମାଣ କରିଥିବା ଜଣ ପଡ଼ିଛି |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.