ନମସ୍କାର ବନ୍ଧୁଗଣ ମାଳିକା ଟିମ ପୁଣି ଏକ ରହସ୍ୟ ଉପରୁ ପରଦା ହଟାଇଛି ଆମର ଗୋଟିଏ ଉଦେଶ୍ୟ ମାଳିକାର କଥାକୁ ସାରା ଜଗତରେ ପହଞ୍ଚାଇବା ଦର୍ଶକବନ୍ଧୁ ମହାପୁରୁଷ ତାଙ୍କ ମାଳିକାରେ କଲମ କରିଛନ୍ତି କଳି ଯୁଗ ଶେଷ ବେଳକୁ କଣ ସବୁ ଭୟଙ୍କର ଘଟଣା ସବୁ ଘଟିବ | ତେବେ ଆଜିର କଥା କେଉଁ ମାନଙ୍କ ଜୀବନ ଆଗେ ଅନ୍ତ ହେବ ସେହି ବିଷୟରେ ଆଲୋଚନା କରିବା | ଦର୍ଶକବନ୍ଧୁ ଆଗେ ମହାପୁରୁଷ ଲେଖିଛନ୍ତି ଆଗେ କୃଷକ ମାନଙ୍କ ବିନାଶ ବୋଲି କାହିଁକି ନା ଫସଲ ଜମିରେ ଫଳିବ ନାହିଁ କାରଣ ଆଗକୁ ବର୍ଷା ହେବ ନାହିଁ ମରୁଡ଼ି ହେବ ଚାରିଆଡ଼େ ଦୁର୍ବିକ୍ଷ ପଡ଼ିବ ଚାଷୀ କ୍ଷତି ସହି ଆ-ତ୍ମ-ହ-ତ୍ୟା କରିବେ ଚାଷୀମାନେ ଆଉ ତାପରେ ପଡିବ ବେପାରୀ ମାନଙ୍କ ପାଳି କାରଣ ହେଉଚି ଉତ୍ପାଦନ ନହେଲେ ବିକ୍ରି କରିବେ କଣ |
ସେଥିପାଇଁ ବେପାରୀ ମଧ୍ୟ ବେପାର ବନ୍ଦ କରିଦେବ ବେପାରୀ ମଧ୍ୟ କ୍ଷତି ସହିବ ଯାହା ଦ୍ୱାରା ବେପାରୀ ମାନେ ମଧ୍ୟ ଆ-ତ୍ମ-ହ-ତ୍ୟା କରିବାକୁ ପଛେଇବେ ନାହିଁ | ସେଥିପାଇଁ କୃଷକଙ୍କ ପରେ ବେପାରୀଙ୍କ ପାଳି ପଡ଼ିବ ଆଉ ତାପରେ ପାଳି ପଡ଼ିବ ଭଣ୍ଡ ବାବାଙ୍କ ର ଯାହା ମହାପୁରୁଷ ମାନେ ଲେଖିଥିଲେ କାରଣ ଯେଉଁମାନେ ଭଗବାନଙ୍କ ନାମ ନେଇ ଅନେକ ଲୋକଙ୍କୁ ଠକୁଛନ୍ତି ଆଉ କୋଟି କୋଟି ଟଙ୍କା ଲୁଟି ମାଲିକ ହୋଇ ବସିଛନ୍ତି ସେମାନଙ୍କ ପାଳି ପଡିବ |
ତୃତୀୟରେ ଆଉ ଶେଷରେ ପାଳି ପଡିବ ରାଜ ନେତାଙ୍କର ଦର୍ଶକବନ୍ଧୁ ଆଗକୁ ରାଜନୀତି ବନ୍ଦ ହୋଇଯିବ ଅର୍ଥାତ ବିଭିନ୍ନ ଦେଶ ମାନଙ୍କରେ ଅସ୍ଥିରତା ଦେଖାଦେବ ବଡ଼ ବଡ଼ ରାଜନେତାଙ୍କ ମରଣ ହେବ କାରଣ ରାଜନୀତି ର ପୁରୁଖା ବ୍ୟକ୍ତିମାନେ ଏବେ ଧୀରେ ଧୀରେ ଦେଖନ୍ତୁ ସଫା ହୋଇଗଲେଣି ଆଉ ଏବେ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କ ରାଜନୀତି ରେ ସେତିକି ଜ୍ଞାନ ନାହିଁ | ଯାହାର ଅର୍ଥ ହେଉଛି ବିଭିନ୍ନ ଦେଶ ମାନଙ୍କରେ ଅସ୍ଥିରତା ଦେଖାଦେବ ଆଉ 2027 ମସିହା ବେଳକୁ ଦେଶର ବଡ଼ ବଡ଼ ରାଜନେତା ନଥିବେ |
ରାଜନେତା ମାନେ ମରୁଥିବେ ଦେଶ ମାନଙ୍କରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବ ଏହି ଦିନ ମାନଙ୍କରେ | ଆଗକୁ ଲୂଟମାର ଆତଙ୍କ ବାଦି ଭଳି ପରିସ୍ଥିତି ସୃଷ୍ଟି ହେବ ଚୋରି ଡକାୟତ ବଢ଼ିଯିବ ପ୍ରଶାସନ କିଛି କରି ପାରୁନଥିବ ବନ୍ଦ ହୋଇଯିବ ପ୍ରଶାସନ | ଖାଦ୍ୟ ପାଇଁ ଲୋକେ ଡହର ବିକଳ ହୋଇ ଚୋରି କରୁଥିବେ ଆଉ ବଢ଼ିଯିବ ଖାଦ୍ୟ ଶସ୍ୟର ଦରଦାମ ବଢ଼ିଯିବ ଜମିରେ ନୂଆ ଶସ୍ୟ ଆଉ ଦେଖାଦେବ ନାହିଁ ଆଉ ଯାହା ଏବେ ଘଟିବ ଆରମ୍ଭ ହୋଇଗଲାଣି ପଡୋଶୀ ରାଷ୍ଟ୍ର ମାନଙ୍କରେ ଭାରତରେ 2028 ବେଳକୁ ପୁଣି ଦୁର୍ବୀକ୍ଷ ଭଳି ପରିସ୍ଥିତି ସୃଷ୍ଟି ହେବ |
ମହାପୁରୁଷ ଲେଖିଛନ୍ତି ମଣିଷ ମାଂସ ମଣିଷ ଖାଇବେ ଆଗକୁ | ଗଛ ଡାଳ ପତ୍ର ଖାଇ ଲୋକେ ମରିବେ ଆଗକୁ ସମୟ ଅତି ନିକଟ ହୋଇଆସିଲାଣି ଆଗ ପାଇଁ ସତର୍କ ହୋଇ ରୁହନ୍ତୁ ଭଗବାନଙ୍କ ଶରଣ ନିଅନ୍ତୁ ବଞ୍ଚିବାର ଗୋଟିଏ ଉପାୟ ପ୍ରଭୁଙ୍କର ଶରଣ ଆଉ ସତ୍ୟ ପଥର ଅନୁସରଣ ଆଉ ଏହା ଛଡ଼ା ଆପଣଙ୍କ ପାଖରେ ଆଉ ଅନ୍ୟ କୌଣସି ରାସ୍ତା ନାହିଁ | ବଞ୍ଚିଲେ ହିଁ ଆପଣ ଦେଖିପାରିବେ ଏହି ସବୁ ଘଟଣା ମାଳିକର ସତ୍ୟତା କୁ ମାନନ୍ତୁ |
Check Also
ଏବେ ଏବେ ଆସିଲା ସରକାରଙ୍କ ଏହି ନୂଆ Yojana, ଯେଉଁଥିରେ ରେ ବର୍ଷକୁ ମିଳିବ ୫୧ ହଜାର, ଦେଖନ୍ତୁ କେମିତି ଉଠେଇବେ ଲାଭ…
ନମସ୍କାର ବନ୍ଧୁଗଣ ବିବାହିତ କପୁଲଙ୍କ ପାଇଁ ଆସିଛି ଆଉ ଏକ ନୂଆ ସ୍କିମ ଯେଉଁଥିରେ ଆପଣମାନେ ଆପଲାଏ କରିବା ପରେ …