ଦର୍ଶକବନ୍ଧୁ ସତ ହେବକି ମାଲିକ ବଚନ ପର୍ବତ ଉପରେ ଫୁଟିଲା କଇଁ ଶେଷ ହେବାକୁ ଯାଉଛିକି ଏହି ସୃଷ୍ଟି ଯାଣିନିଅନ୍ତୁ ଏହି କଇଁ କେଉଁଠି ଫୁଟିଛି | ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତମାନ ସମୟରେ ଘଟିଯାଉଥିବା ସମସ୍ତ ଅଘଟଣକୁ ଆମର ମହା ପୁରୁଷ ମାନେ ଆମ ମାନଙ୍କୁ 600 ବର୍ଷ ତଳେ ମାଲିକରେ ଉଲେଖ କରିଛନ୍ତି | ବନ୍ଧୁଗଣ ବର୍ତମାନ ସମୟରେ ଯାହାବି ଘଟି ଯାଉଥିବା ଘଟଣା ଗୁଡିକ ମାଲିକରେ ବର୍ଣିତ ହୋଇଛି ଆଜ ଆପଣଙ୍କ ମାନଙ୍କୁ ସେହି ଭଳି ବିଷୟରେ କହିବାକୁ ଯାଉଛୁ |
ବନ୍ଧୁଗଣ ଆଜି ଆମେ କହିବୁ ଯାହା ମାଲିକରେ ଲେଖା ଥିଲା ଓ ଆଜି ସତ ହୋଇ ସମସ୍ତଙ୍କୁ ଆଶ୍ଚଯ୍ୟ କରି ଦେଇଛି ତାହାଲେ ବର୍ତମାନ ସମୟରେ ଏକ ପାହାଡ଼ ଉପରେ ଏକ କଇଁ ଫୁଟିଛି ତେବେ ଏହି ପାହାଡଟି ଗଞ୍ଜାମ ଜିଲ୍ଲା ଚମ୍ପେଇତ ପୁର ଗ୍ରାମରେ ନିକତରେ ଥିବା ଏକ ପର୍ବତରେ ରହିଛି | ବନ୍ଧୁଗଣ ସବୁଠାରୁ ବଡ଼ କଥା ହେଲା ଏହି ପାହାଡ଼ରେ ଦୁଇଟି ଗୁମ୍ଫା ରହିଛି ବହୁ ଦେବା ଦେବୀଙ୍କର ପାଦ ଚିହ୍ନ ରହିଛି | ହଁ ଦର୍ଶକବନ୍ଧୁ ମହାଦେବ ଶ୍ରୀ ଜଗନ୍ନଥା କଛପ ପାଦ ଚିହ୍ନ ରହିଛି |
କିନ୍ତୁ ଏହି ପଥରରେ କଇଁ ଫୁଟି ଥିବାର ଦେଖିବାକୁ ମିଳିଛି ତାହାଲେ ଦର୍ଶକବନ୍ଧୁ ଏହି ପାହାଡ଼ରେ ଦ୍ରୋପଟ ଚିହ୍ନ ଅର୍ଥାତ ବୈଦିକ ଚିହ୍ନ ମଧ୍ୟ ରହିବା ସହିତ ଦୈବିକ କୁଣ୍ଡ ମଧ୍ୟ ରହିଛି | ତେବେ ଏହି ଦୈବିକ କୁଣ୍ଡ ମଧ୍ୟରେ ଗୋଟିଏ କୁଣ୍ଡରେ କଇଁ ଫୁଟିବାର ଦେଖିବାକୁ ମିଳିଛି ତେବେ ଏହି ପାହାଡ଼ ମଧ୍ୟରେ ଏକ ବଡ଼ ପାଦ ଚିହ୍ନ ରହିଛି ଏହି ପଦଟିହେଉଛି ମହାଦେବ ଙ୍କର ବୋଲି ସେଠାକାର ରହୁଥିବା ଜଣେ ସାଧୁ ବାବା କହିଛନ୍ତି |
ତେବେ ଏହି ପାହାଡ଼ରେ ଦୁଇଟି ଗୁମ୍ଫା ରହିଛି ତେବେ ଗୋଟିଏ ଗୁମ୍ଫାର ନାମ ଯାମେଶ୍ଵର ଗୁମ୍ଫା ସମୟରେ ଅନ୍ୟଟି ହେଉଛି ଭବାନୀ ଶଙ୍କର ବର୍ତମାନ ସମୟରେ ସେହି ବାବା ଜଣଙ୍କ କହିଛନ୍ତି ୫ଟି କୁଣ୍ଡ ମଧ୍ୟରୁ ତିନଟି କୁଣ୍ଡ ନଜର ଆସିଛି ଓ ଆଉ ଦୁଇଟି ସମଧାନ ଏ ଯାଇଁ ମିଳିନାହିଁ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …