Breaking News

କଣ ପାଇଁ ସମୁଦ୍ର ରେ ବୁଡିଗଲା ଶ୍ରୀକୃଷ୍ଣ ଙ୍କ ଦ୍ୱାରିକା ନଗରୀ, କଣ ସତରେ Bhagaban କରିଥିଲେ ଏହି ଭୁଲ ଯେଉଁ କାରଣରୁ ତାଙ୍କୁ ଅଭିଶାପ ର ସାମ୍ନା କରିବାକୁ ପଡିଥିଲା !

ନମସ୍କାର ବନ୍ଧୁଗଣ ଦ୍ବାରିକା ଭାରତର 4 ଧାମ ମଧ୍ୟରୁ ଗୋଟିଏ ଏହା ଗୁଜରାଟର ଦେବା ଭୂମି ଦ୍ୱାରିକା ଜିଲ୍ଲାରେ ଅବସ୍ଥିତ ଗୋମତୀ ନଦୀ ଓ ଆରବସାଗରର ସଙ୍ଗମ ସ୍ଥଳରେ ଅବସ୍ଥିତ ଦ୍ବାରିକା କୃଷ୍ଣଙ୍କ ନଗରୀ ମଧ୍ୟ କୁହାଯାଇଛି କାରଣ ଶ୍ରୀକୃଷ୍ଣ ନିଜେ ଦ୍ଵାରିକାକୁ ବସାଇଥିଲେ ବିଷ୍ଣୁଙ୍କ ଅଷ୍ଟମ ଅବତାର ମାନେ ଶ୍ରକୃଷ୍ଣ ଙ୍କ ଜନ୍ମ ମଥୁରାର କାରାଗାର ରେ ହୋଇଥିଲା ହେଲେ ତାଙ୍କ ପିତା ବାସୁଦେବ ଶ୍ରୀକୃଷ୍ଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ଗୋକୁଳ ନେଇ ଯାଇଥିଲେ |

ଶ୍ରୀକୃଷ୍ଣ ଗୋକୁଳ ରେ ନନ୍ଦରାଜାଙ୍କ ଘରେ ବଡ ହୋଇଥିଲେ ଶ୍ରୀକୃଷ୍ଣ ସେଠୀ ଗାଈ ଚାରାଉଥିଲେ ଲବଣୀ ଚୋରି କରିଥିଲେ ବୋହୁତ ଅସୁର ମାନଙ୍କ ବଦ୍ଧ କରିଥିଲେ ଓ ଗୋପୀ ମାନଙ୍କ ସହ ରାସ୍ ନୀଳା ମଧ୍ୟ କରିଥିଲେ ଏହା ପରେ ଶ୍ରୀକୃଷ୍ଣ ମଥୁରା ଯାଇ ତାଙ୍କ ମାମୁଁ କଂସ ଙ୍କ ବଧ କରିଥିଲେ କଂସଙ୍କ ଶଶୁର ଜରାସନ୍ଧ ବାରମ୍ବାର ମଥୁରାକୁ ଆକ୍ରମଣ କରିବା ଯୋଗୁ ଶ୍ରୀକୃଷ୍ଣ ପ୍ରଜା ମାନଙ୍କୁ ନେଇ ସୋ ରାଷ୍ଟ୍ର ପଳେଇ ଆସିଲେ ଓ ସେଠୀ ଦ୍ବାରିକା ନଗରୀର ସ୍ଥାପନା କଲେ |

ଦ୍ବାରିକା ନଗରୀ ସ୍ଥାପନା କରିବା ପାଇଁ ଶ୍ରୀକୃଷ୍ଣ ଙ୍କୁ ସମୁଦ୍ରଙ୍କ ଠାରୁ କିଛି ଜାଗା ନେଲେ ଓ ବିଶ୍ଵକର୍ମା ଦ୍ବାରା ରାତା ରାତି ଦ୍ବାରିକାର ନିର୍ମାଣ କରିଥିଲେ ଏହା ସୁନାର ନିର୍ମାଣ ହୋଇଥିଲା ଏହା ପରେ ଶ୍ରୀକୃଷ୍ଣ ମହାଯୁଦ୍ଧ ପରେ କୁରୁକ୍ଷେତ୍ରରେ ଧର୍ମ ସ୍ଥାପନା କରିଲା ପାରେ ଗାନ୍ଧାରୀ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ କାରଣ ଗାନ୍ଧାରୀ ହେଉଛନ୍ତି ଗୌରବଙ୍କ ମାତା ଗୌରବ ବଂଶ ଅଧର୍ମୀ ଥିଲେ ଆଉ ତାଙ୍କର ମ-ରି-ବା ଠିକ୍ ଥିଲା କିନ୍ତୁ ଗାନ୍ଧାରୀଙ୍କୁ ଲାଗିଲା ଯେ ତାଙ୍କ 100 ପୁଅ ମ-ରି-ବା ପଛରେ ଶ୍ରୀକୃଷ୍ଣ ଅନ୍ୟାୟ କରିଛନ୍ତି |

ସେହି ରାଗରେ ଗାନ୍ଧାରୀ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଲେ ଓ କହିଲେ ଶ୍ରୀକୃଷ୍ଣ ଙ୍କର ମଧ୍ୟ ସବୁ ପୁଅ ମରିଯିବେ ଆଉ ତାଙ୍କ ନଗରୀ ମଧ୍ୟ ଧୋଂଶ ହୋଇଯିବ ଓ ସମୁଦ୍ରରେ ମିଶି ଯିବ ଗାନ୍ଧାରୀ ଅଭିଶାପ ଦେବାର କିଛି ବର୍ଷ ପରେ ବିଶାଳ ବିଶାଳ ବିଶାଳ ଲହରୀରେ ଦ୍ବାରିକା ନଗରୀ ଧୋ-ନ୍ସ ହୋଇଗଲା ଓ ସମୁଦ୍ରରେ ମିଶିଗଲା |

କିନ୍ତୁ ସମୁଦ୍ରରେ ମିଶାଇବା ପୂର୍ବରୁ ଶ୍ରୀକୃଷ୍ଣ ଦ୍ବାରିକା ଛାଡି ଦେଇଥିଲେ ଏହି ଭଳି ଭାବରେ ଦ୍ବାରିକା ର ଧୋ-ନ୍ସ ହୋଇଥିଲା ଏହା ଦେଉଛି ଦ୍ଵାପର ଯୁଗର କଥା ଯଦି ଆମେ ବର୍ତ୍ତମାନ କୁ ଦେଖନ୍ତୁ ତେବେ ଆଜି ପ୍ରାୟ 22 ଶହ ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଙ୍କ ଦ୍ବାରିକା ନଗରୀ କୁ ନେଇ ଏକ ମନ୍ଦିର ନିର୍ମାଣ କରାଗଲା |

ସମୟ କ୍ରମେ ମନ୍ଦିରଟି ଅନେକ ଥର ନଷ୍ଟ ଓ ପୂର୍ଣ୍ଣ ନିର୍ମାଣ କରାଗଲା ଗୁପ୍ତ ରାଜ ବଂଶ ଶାସନ କାଳରେ ମନ୍ଦିରଟି ପୂର୍ଣ୍ଣ ନିର୍ମାଣ କରାଗଲା ପରେ ଏକାଦଶ ସପ୍ତାଧିରେ ମୁସଲିମ ଆକ୍ରମଣକାରୀ ଏହି ମନ୍ଦିର ଟିକୁ ଭାଙ୍ଗି ଦେଇଥିଲେ ଏହି ଭଳି ଭାବରେ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅନେକ ଥର ମନ୍ଦିର କୁ ଭଙ୍ଗିଛନ୍ତି ଓ ମନ୍ଦିରକୁ ପୂର୍ଣ୍ଣ ନିର୍ମାଣ କରାଯାଇଛି |

ବର୍ତ୍ତମାନ ଆମେ ମାନେ ଯେଉଁ ମନ୍ଦିର ଦେଖୁଛୁ ତାହା 1730 ମସିହାରେ ପୂର୍ଣ୍ଣ ନିର୍ମାଣ କରାଯାଇଥିଲା ଯଦି ଆମେ ଶ୍ରୀକୃଷ୍ଣ ଙ୍କର ଦ୍ବାରିକା ନଗରୀ ବିଷୟରେ ଦେଖିବା ତେବେ ଶ୍ରୀକୃଷ୍ଣ ଙ୍କ ଦ୍ବାରିକା ନଗରୀ ବର୍ତ୍ତମାନ୍ ମଧ୍ୟ ସମୁଦ୍ର ମଧ୍ୟରେ ଅଛି ଏହାର ପ୍ରମାଣ ମଧ୍ୟ ମିଳିଛି |

About odisha news

Check Also

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅବସ୍ତିତ ମନ୍ଦିର ଆଖଣ୍ଡଳମଣି (Aradi) ର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ି ଠାରେ ଅବସ୍ତିତ ଏକ ପ୍ରଧାନ ଶୈବ ପିଠ ଏହା ବୈତରଣୀ ନଦୀ …

Leave a Reply

Your email address will not be published.