Breaking News

କଣ ଜଗନ୍ନାଥଙ୍କ ବ୍ରହ୍ମ ର ରହସ୍ୟ ଯାହାକୁ ଦେଖିଲା ପରେ ଦୁଇ ସେବାୟତ ହୋଇଗଲେ ସବୁଦିନ ପାଇଁ ଅନ୍ଧ, ପୁରା ଘଟଣା Janile ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ 2015 ମସିହା ସ୍ଥାନ ଓଡ଼ିଶାର ପୁରୀ ଜିଲ୍ଲା ରାତିର ବିଳମ୍ବିତ ସମୟ ଓଡ଼ିଶାକୁ ଇଲେକ୍ଟ୍ରି ସପ୍ଲାଏ ବନ୍ଦ କରି ଦିଆଯାଇଥିଲା ସମଗ୍ର ପୁରୀ ସହର ଅନ୍ଧକାର ହୋଇଯାଇଥିଲା ଆପଣ ଭାବୁଥିବେ ଏହାର କାରଣ କଣ କାରଣ ଥିଲା ଯେ ସେହି ଅନ୍ଧକାର ରାତିରେ ମହା ପ୍ରଭୁ ଜଗନାଥଙ୍କ ବ୍ରହ୍ମ ପରିବର୍ତ୍ତନ ହେବ ବ୍ରହ୍ମ ପରିବର୍ତ୍ତନ ହୁଏତ ଏହି ସବୁ କଥାଟି ଆପଣଙ୍କୁ ଅବୁଝା ହୋଇ ପାରିଥାଏ ବ୍ରହ୍ମ କହିଲେ ଭଗବାନଙ୍କ ହୃଦୟକୁ ବୁଝାଏ |

ବନ୍ଧୁଗଣ ଆଜିକୁ ପ୍ରାୟ 5 ହଜାର ବର୍ଷ ପୂର୍ବେ ଦ୍ୱାପର ଯୁଗରେ ଭଗବାନ ଶ୍ରକୃଷ୍ଣଙ୍କ ମୃତ୍ୟୁ ଜରାଶବର ସରବାକ୍ଷେତ୍ରରେ ହୋଇଥିଲା ଶ୍ରୀ କୃଷ୍ଣଙ୍କ ମୃତ୍ୟୁ ପରେ ଜରା ଶବର ଓ ପାଣ୍ଡବ ମାନେ ଶ୍ରୀକୃଷ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣଙ୍କ ସମସ୍ତ ଅଙ୍ଗରେ ନିଆଁ ଲାଗି ପୋଡ଼ି ଯାଇଥିଲା କିନ୍ତୁ ନାଭି ଚକ୍ରରେ ଥିବା ଭିଜ ପୋଡ଼ି ନଥିଲା |

ବନ୍ଧୁଗଣ ପାଣ୍ଡବମାନେ ତାକୁ ସମୁଦ୍ରକୁ ଫିଙ୍ଗିଦେଇଥିଲେ ସେ ପିଣ୍ଡଟି ନଭାସି ଆସି ପୁରୀ ସମୁଦ୍ର କୂଳରେ ଲାଗିଥିଲା ପରେ ଏହା ପୁରୀ ରାଜାକୁ ସ୍ବପ୍ନ ଆସିଥିଲା ଯାହା ପ୍ରଭୁ ଜଗନାଥଙ୍କ ବିଗ୍ରହରେ ସ୍ଥାପନ କରାଯାଇଥିଲା । ଏହି ପିଣ୍ଡଟିକୁ ବ୍ରହ୍ମ ବୋଲି କୁହାଯାଏ ଏହି ବ୍ରହ୍ମ ଶ୍ରୀ ଜୀଉଙ୍କ ବିଗ୍ରହରେ ସ୍ଥାପନ ପରେ ପୂଜା କରାଯାଏ କିନ୍ତୁ ଯେଉଁ ବର୍ଷ ଯୋଡ଼ା ଆଶାଡ଼ ମାସ ପରେ ତେଣୁ ଜଗନାଥଙ୍କ ଏହି ବ୍ରହ୍ମକୁ ବାହାର କରାଯାଇ ନୂଆ ବିଗ୍ରହରେ ସ୍ଥାପନ କରାଯାଏ |

ଦର୍ଶକବନ୍ଧୁ ଏହାକୁ ନବେକଳେବର ବୋଲି କୁହାଯାଏ ଏହା ପ୍ରତି 8 ବର୍ଷ 11 ବର୍ଷ ଓ 19 ବର୍ଷରେ ଆସିଥାଏ ଏହି ନବେ କଳେବର ପରେ ପୁରୁଣା ବିଗ୍ରହକୁ ପାତାଳି କରାଯାଏ ବର୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ବ୍ରହ୍ମ ପରିବର୍ତ୍ତନ କାରଣରେ ସହରକୁ କାହିଁକି ଅନ୍ଧାର କରାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଆସିଥିବା ଏହି ବ୍ରହ୍ମ କୌଣସି ସାଧାରଣ ଜିନିଷ ନୁହଁ ଏହି ବ୍ରହ୍ମରେ ଏମିତି ଶକ୍ତି ଅଛି ଯାହା ସାରା ଦୁନିଆକୁ ଗଢ଼ିବା ଠାରୁ ଧ୍ବଂସ ମଧ୍ୟ କରିପାରିବ |

ବନ୍ଧୁଗଣ ଏହି ବ୍ରହ୍ମ 5 ହଜାର ବର୍ଷ ଧରି ରହିଛି ଏହା ଆଗକୁ ମଧ୍ୟ ରହିବ କାରଣ ଏହାର ଅନ୍ତ ନାହିଁ ଯାହା ପାଖରେ ଅଗ୍ନି ମଧ୍ୟ ହାର ମାନିଛି ଏହି ବ୍ରହ୍ମ କୌଣସି ମେଟାଲ ଠାରୁ ମଧ୍ୟ କମ ନୁହେଁ କୁହଯାଏ ଏହା ଏକ ଜଳନ୍ତ ପିଣ୍ଡ ସଦୃଶ୍ୟ ଏଥିରେ କରେଣ୍ଡ ବା କୌଣସି ଧାତୁ ସମ୍ପର୍କରେ ଆସିଲେ ଏହା ପ୍ରଜ୍ବଳିତ ହୋଇ ଭାଇବ୍ରେଟ ହୁଏ ଏହାକୁ ଛୁଇଁ ଲେ ଝଟକା ମଧ୍ୟ ମାରେ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.