Breaking News

କଣ ହେଲା ଯେତେବେଳେ ନିଜ ମାଲିକ କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଲା ପୋଷା କୁକୁର, ତା ପରେ ଲୋକମାନେ Jaha ଦେଖିଲେ ନିଜ ଆଖି ଉପରେ ବିଶ୍ୱାସ କରିପାରିଲେ ନାହିଁ !

ଦର୍ଶକବନ୍ଧୁ ଯଦି ଆପଣଙ୍କ ଘରେ ପୋଷା କୁକୁର ର ଅଛି ତେବେ ଆପଣଙ୍କୁ କହିବାକୁ ପଡ଼ିବ ନାହିଁ ସେ କେତେ ବିଶ୍ବାସୀ ଓ ଫ୍ରେଣ୍ଡଲି ହୋଇଥାନ୍ତି ବିନା ସର୍ତ୍ତ ଏବଂ ସ୍ବାର୍ଥ ରେ ଆପଣ ଘରେ ପହଞ୍ଚିବା ଖଣି ଆପଣଙ୍କ ଆଗ ପଛ ରେ ବୁଲନ୍ତି ଯେତେ ବେଳେ ପର୍ଯ୍ୟନ୍ତ ଆପଣ ତାଙ୍କୁ ଆଉଁଶି ନ ଦିଅନ୍ତି ସମୟ ଆସିଲେ ନିଜର ଜୀବନ କୁ ଖାତିରି ମଧ୍ୟ କରନ୍ତି ନାହିଁ ଆଜି ଆପଣଙ୍କୁ କହିବି କୁକୁରଙ୍କ ଏପରି କିଛି କାମ ଯାହା ଜାଣିବା ପରେ ତାଙ୍କ ଉପରେ ଆହୁରି ଭଲ ପାଇବା ବଢି ଯିବ ଆଉ ଆପଣଙ୍କୁ ଗୋଟିଏ କୁକୁର ପାଳିବା ପାଇଁ କାରଣ ନିଶ୍ଚିତ ଦେବ

ନମ୍ବର 1 ରେ – ଜଣେ ଲୋକ ରାସ୍ତାରେ ସୋଇଛି ଏବଂ ତାହାର ଚାରି ପାଖରେ ଅନେକ ଲୋକ ଛିଡ଼ା ହୋଇଛନ୍ତି କିନ୍ତୁ ତାର ପୋଷା କୁକୁର ତାର ମାଲିକ ପାଖକୁ କାହାରିକି ଆସିବା ପାଇଁ ଦେଉନାହିଁ ଆଉ ଭୁକୁଛି ସେ ତାର ମାଲିକର ରକ୍ଷା କରୁଛି |

ନମ୍ବର 2 ରେ – ଜଣେ ଲୋକ ନିଜର ଜଣେ ଛୋଟ ପିଲା ଏବଂ ପାଳିତ କୁକୁର ସହିତ ବୁଲୁଥିବା ସମୟରେ ଗୋଟେ ହଂସ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଆସେ କିନ୍ତୁ ତାଙ୍କର ପୋଷା କୁକୁର ଦେଖି ନିଏ ଏବଂ ସେମାନଙ୍କୁ ରକ୍ଷା କରିବା ପାଇଁ ଆଗକୁ ଆସେ
ସେହି ପରି ଜଣେ ଲୋକକୁ ହଂସ ଆକ୍ରମଣ କରିବାରୁ ତାର ପୋଷା କୁକୁର ହଂସ ର ବେକକୁ ଧରି ନିଜ ମାଲିକ ଠାରୁ ଦୂରକୁ ଦେଇ ଯାଏ ଏବଂ ସେ ଏହା ମଧ୍ୟ ଧ୍ୟାନ ରଖେ କି ସେ ହଂସ ର ଯେମିତି କିଛି ବି ନ ହୁଏ |

ନମ୍ବର 3 ରେ – ମିଲେକ୍ଟ୍ରି ସୋ ସମୟରେ ଜଣେ ସୈନିକ ଚାଲୁଥିବା ଗାଡିରୁ ଖସି ପଡେ କିନ୍ତୁ ସେଠାରେ ଜଣେ ଅଛି ଯିଏ ଜୀବନ ସରା ସାଥିରେ ରହିବା ର ଫଇଶିଲା ଆଗରୁ କରି ରାସିଛି ଯିଏ ସେହି କୁକୁର ଟି ସୈନିକ ର ଖସିବାପଡ଼ିବା ଖଣି ସେହି କୁକୁର ମଧ୍ୟ ଚାଲୁଥିବା ଗାଡିରୁ ଡେଇଁ ପଡ଼ିଲା ଆଉ ତାର ସାଙ୍ଗ ଚାଡ଼ିଲାନି |

ନମ୍ବର 4 ରେ – ଗୋଟେ କୁକୁର ତାର ମାଲିକ ଠାରୁ ହଜିଯିବାର ବୋହୁତ ଦିନ ପରେ ଯେତେ ବେଳେ ମାଲିକ କୁକୁର ଏକାଠି ଦେଖା ହେଲେ ଆଉ ଦୁହେଁ ଯେତେ ବେଳେ ଦୁଇ ଜଣଙ୍କୁ ଦେଖିଲେ ଖୁସିରେ କାନ୍ଦିବାକୁ ଲାଗିଲା ଯେମିତି ସେହି କୁକୁର ଟି ତାଙ୍କ ପରିବାର ଲୋକଙ୍କ ମଧ୍ୟରୁ ଜଣେ |

ନମ୍ବର 5 ରେ – ଜଣେ ମହିଳା ସହିତ କେହି ଜଣେ ମାଜାକ କରିବା ପାଇଁ ତକିଆ ଉପରେ ପାଣି ଛିଟା ମାରୁଥାଏ ଏବଂ ସେଠାରେ ବସିଥିବା ଜର୍ମାନ ସେଫରଡ କୁକୁର ଟି ତ ତାକୁ ପ୍ରଥମେ ତାକୁ ଅଟକାଇବା ପାଇଁ ଚେଷ୍ଠା କରେ କିନ୍ତୁ ଯେତେ ବେଳେ ମହିଳା ଜଣକ ସେହି ତକିଆ ଉପରେ ବସିବା ପାଇଁ ଚେଷ୍ଠା କରେ ସେତେ ବେଳେ କୁକୁର ଟି ହଟେ ନାହିଁ କିନ୍ତୁ ବାରମ୍ବାର ଜିଦି କରିବା ପାରେ ସେ ତକୁଆକୁ ସେଠାରୁ ଉଠାଇ ଦିଏ |

ନମ୍ବର 6 ରେ – ଗୋଟିଏ ଫଟୋ 2017 ରେ ଭାଇରାଲ୍ ହୋଇଥିଲା ସେଥିରେ ବ୍ରାଜିଲ ରେ ଲାଲା ନାମର ଗୋଟିଏ ବୁଲା କୁକୁରକୁ ଗୋଟିଏ ପରିବାର ନିଜ ଘରେ ରଖିଲେ କିନ୍ତୁ ସେ ଭୁଲି ନଥିଲା କି ବୁଲା କୁକୁରଙ୍କୁ କଣ କଣ ଭୋଗିବାକୁ ପଡିଥାଏ ସେଥି ପାଇଁ ସେ ନିଜର କମଲ ବାହାରେ ଥିବା ଗୋଟିଏ ବୁଲା କୁକୁରକୁ ମଧ୍ୟ ଦେଲା ଯାହା ଦ୍ଵାରା ତାକୁ ଥଣ୍ଡା ଲାଗିବନି ଏହି କଥା ଆମେ ମଣିଷ ମାନେ ମଧ୍ୟ ଶିଖି ପାରନ୍ତେ |

ନମ୍ବର 7 ରେ – ପ୍ରୋବଲେମ ରେ ସପୋର୍ଟ ଆଉ ଭଲ ପାଇବାର କେତେ ଆବଶ୍ୟକତା ଥାଏ ଗୋଟିଏ ଜର୍ମାନ ସେଫର୍ଡ କୁକୁର ଠାରୁ ଶିଖିବା କଥା ନିଜର ସାଥି କୁକୁର ସ୍ବାସ୍ଥ୍ୟ ଖରାପ ସମୟ ତାହା ପାଖରେ ଜଗି ବସି ରହିଥିଲା |

ନମ୍ବର 8 ରେ – ଗୋଟିଏ ଲୋକ ଫୋନ୍ ଚଲୋଉ ଚଲୋଉ ସୋଇ ପଡେ କିନ୍ତୁ ତାର ପୋଷା କୁକୁର ତାର ମାଲିକ ହାତରୁ ଫୋନ୍ ନେଇ ସାଇଡରେ ରଖେ ଓ ତାର ମାଲିକକୁ କମଲ ଘୋଡାଇ ଦିଏ |

ନମ୍ବର 9 ରେ – ଜଣେ ଲୋକ ର ଦୁର୍ଘଟଣା ହୋଇଥାଏ ତାକୁ ଯେତେ ବେଳେ ସ୍ବାସ୍ଥ୍ୟ କର୍ମୀ ନେବାକୁ ଆସିଥାନ୍ତି ଅଚିହ୍ନା ଲୋକଙ୍କୁ ଦେଖି କୁକୁର ଜଣଙ୍କ ତାର ମାଲିକ ଉପରେ ଶୋଇ ପାଇଥାଏ |

ନମ୍ବର 10 ରେ – ଜଣେ ଅନ୍ଧ ଲୋକକୁ ମେଟ୍ରୋ ରେ ଖାଲି ସିଟ ରେ ଥିକରେ ବସେଇବା ପାଇଁ ତାର ପୋଷା କୁକୁର ନେଇକି ଯାଏ ଆଉ ବସାଇ ଦିଏ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.