Breaking News

କଣ ହେଲା ଯେତେବେଳେ ନିଜ ଭକ୍ତ କୁ ବଞ୍ଚାଇବାକୁ ଆସିଲେ ସ୍ୱୟଂ ପ୍ରଭୁ Hanuman ତା ପରେ ଯାହା ହେଲା ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ହେଲୋ ଫ୍ରେଣ୍ଡ୍ ଆପଣମାନଙ୍କୁ ହନୁମାନ ଚାଳିଶା ପଡ଼ିବାର ଗୋଟିଏ ଚତ୍କକାର ବିଷୟରେ କହିବୁ ଯାହାକୁ ଜାଣିକି ଆପଣଙ୍କୁ ମଧ୍ୟ ହନୁମାନ ଙ୍କର ଚତ୍ମକାର ଉପରେ ବିଶ୍ୱାସ ହୋଇଯିବ କି ବାସ୍ତବରେ ହନୁମାନ ଅଜୟ ଆମର ଅଛନ୍ତି ଆଉ ତାଙ୍କର ଭକ୍ତ ଙ୍କର ରକ୍ଷା କରିଥାନ୍ତି ଆସନ୍ତୁ ଜାଣିବା ଏମିତି କଣ ହେଲା କି ହନୁମାନ ଙ୍କର ଭକ୍ତ ଅଧା ରାତିରେ ପଢ଼ିଲେ ହନୁମାନ ଚାଳିଶା ଆଉ ଏହା ପରେ ତାହା ସହିତ ଯାହା ହେଲା ଆପଣ ମଧ୍ୟ ଆର୍ଶ୍ଚଯ୍ୟ ହୋଇଯିବେ |

ଇଉରୋପ ରେ ଜଣେ ଅମନ ନାମ ର ଲୋକ ରହୁଥିଲେ ଏହା ପୂର୍ବରୁ ସେ ଚଣ୍ଡୀଗଡରେ ରହୁଥିଲେ ଆଉ ସେ ପ୍ରତି ଦିନ ସକାଳୁ ଉଠି ଗାଧୁଆ ସାରି ହନୁମାନ ଚାଳିଶା ପଢୁଥିଲେ ଏହା ପରେ ସେ କିଛି ଖାଉଥିଲେ ବା ପିଉଥିଲେ କିନ୍ତୁ ସେ ଶିବ ଭକ୍ତ ମଧ୍ୟ ଥିଲେ ତାକୁ ହନୁମାନ ଚାଳିଶା ପଡ଼ିବା ନିୟମ ଜଣା ନଥିଲା ନା ହିଁ ସେ କୌଣସି ନିୟମର ଅନୁସରଣ କରିଥିଲା କିନ୍ତୁ ତାର ପ୍ରତି ର ରୁଟିନ ଭିଳିଆ ହୋଇଯାଇଥିଲା କି ସେ ବିମାର ଥିଲେ ମଧ୍ୟ ସେ ହାତ ମୁଁହ ଧୋଇକି ପ୍ରଥମେ ପୂଜା ପାଠ କରିଥାଏ |

ଏଥି ପାଇଁ ସେ କେବେ କେବେ ତାର ଅଫିସ ମଧ୍ୟ ଡେରିରେ ପହଞ୍ଚୁଥିଲା ହନୁମାନ ଙ୍କ କୃପାରୁ ତାର କୌଣସି ସିନିୟର୍ କର୍ମଚାରୀ ମଧ୍ୟ ଅମନ୍ କୁ କିଛି କୁହନ୍ତି ନାହିଁ ତାଙ୍କର ଦ୍ୱିତୀୟ ଚାକିରୀରେ ଅମନ ର ମାଲିକ ତାକୁ ଆରାମ ଦେବା ପାଇଁ ତାଙ୍କ ପୁଅ ସହିତ ଟେବୁଲ୍ ଟେନିସ ଟୁର୍ଣ୍ଣାମେଣ୍ଟ ପାଇଁ ହରିୟାଣା ପଠେଇ ଦେଲେ ଆଉ ସେ ସମସ୍ତେ ଛୋଟୁରାମ ହୋଟେଲ ରେ ରହିଲେ କାହିଁକି ନା ଅମନ ମାଲିକ ଅମନ ଉପରେ ବୋହୁତ ଭାରୋଷା କରୁଥିଲେ ଆଉ ତାଙ୍କର ସବୁ ଅଫିସ ର ଦାୟିତ୍ଵ ଅମନର ଥିଲା |

ସେଥି ପାଇଁ ସେ ଅମନ ଉପରେ ବୋହୁତ ଭରଷା କରୁଥିଲେ ଦିନେ ଅମନ ଟୁର୍ଣ୍ଣାମେଣ୍ଟ ଦେଖିଲା ଆଉ ଗୋଟେ ଦିନ ଅମନ ତାର ମାଲିକ ପୁଅକୁ ସେଠାରେ ଛାଡିକି ତାର ମାମୁଁ ଘରକୁ ଗଲା ଆଉ ସେଠାରୁ ଫେରିବା ବେଳକୁ ରାତି 12 ଟା ପାଖା ପାଖି ହୋଇଯାଇଥିଲା ରାତି ଅଧିକ ଥିବା ରୁ ତାକୁ କୌଣସି ଗାଡ଼ି ମିଳୁନଥିଲା ଆଉ ତାହା ପାଖରେ ଗୋଟିଏ ଢ଼ାବା ଥିଲା ଆଉ ଅମନ ସେଠାରେ ପଚାରିଲା କି କୌଣସି ଗାଡ଼ି ମିଳି ପାରିବ ଏଠି ସେଠାରେ ଥିବା ଜଣେ ଲୋକ କହିଲା କୁ ଆଉ କିଛି ଗାଡ଼ି ମିଳିପାରିବ ନାହିଁ |

ତମେ ଏହି ଗଳିରେ ଚାଲି ଚାଲି 15 ମିନିଟ ରୁ 20 ମିନିଟ ରେ ପହଞ୍ଚିଯିବ କହିଲା ଅମନ୍ ମଧ୍ୟ ସେହି ଜାଗା ଜାଣି ନଥିଲା ଅମନ ଗୋଟିଏ ଷଣ୍ଢକୁ ଆଉ ଗୋଟେ ଗଳିରେ ଯିବାର ଦେଖିଲା ଅମନ ବୋହୁତ ଡରିକି ଥିଲା କି ସେ ଘରକୁ କେମିତି ଯିବ ବୋଲି ଅମନ 150 ମିଟର ଗଳି ଭିତରକୁ ଯାଇଥିଲା କି ଅମନ ଦେଖିଥିଲା କି 20 ରୁ 30 ମିଟର ଦୂରରେ ଜଣେ ଲୋକ ଗୋଟେ ଘରୁ ବାହାରିକି ସାମ୍ନା ଘରକୁ ଗଲା କିନ୍ତୁ ଅମନ କୁ ସେହି ଲୋକର ଚାଲିବାର ଶବ୍ଦ ଶୁଭିଲା ନାହିଁ |

ଆଉ ସେହି ଗଳିରେ କୌଣସି ଶବ୍ଦ ନଥିଲା ପୁରା ଶାନ୍ତି ଥିଲା କିନ୍ତୁ ଅମନ ବେଶୀ ଧ୍ୟାନ ଦେଲା ନାହିଁ ଆଉ ଆଗକୁ ଯିବାକୁ ଲାଗିଲା ଆଉ ଅମନ ଆଗକୁ ଯାଇଁ ଯାହା ଦେଖିଲା ଅନେଇ କୁ ରହିଗଲା ଆଉ ତାର ରୁମ ତାଙ୍କରି ଉଇଲା ସେ ଯେଉଁ ଠାରେ ଥିଲା ସେଠାରୁ 15 ମିଟର ପଛରେ ଆଉ 15 ରୁ 20 ମିଟର ଆଗରେ କୌଣସି ଘର ନଥିଲା ଆଉ ସେହି ଲୋକକୁ ଅମନ ଚାଲିକି ଯାଉଥିବାର ଦେଖିଥିଲା ଯେଉଁ ଠାରୁ ସେହି ଲୋକଟି ବାହାରିଥିଲା ସେଠାରେ ଗୋଟିଏ ଖାଲି ପ୍ଲାଟ ଥିଲା ଆଉ ସେଠାରେ ଧଳା ଗଛ ଲାଗିଥିଲା |

ଆଉ ଚାରିଆଡ଼େ 4 ରୁ 5 ଫୁଟ ଉଚ୍ଚତା ର ଏବଂ 40 ରୁ 50 ମିଟର କାନ୍ଥ ଥିଲା ଆଉ ଅମନ ଭାବୁଥିଲା କି ସେହି ଲୋକ କେଉଁଠି ଆସିଲା ଆଉ କୁଆଡେ ଗଲା ଆଉ ସେହି ସମୟରେ ଷଣ୍ଢ ର ଶବ୍ଦ ଶୁଭିଲା ଆସୁ ସେହି ଧଳା ଗଛରେ ଥିବା ଚେମାଣିଆ ବୋବାଇର ଶବ୍ଦ ମଧ୍ୟ ଶୁଭିଲା ଆଉ ଅମନ କୁ ଲାଗିଲା ତାକୁ କିଏ ପଛରୁ ଧରିଛି ଆଉ ସେ ଡରିଗଲା ଆଉ ତା ଦେହରୁ ଝାଲ ବୋହିବାକୁ ଲାଗିଲା ଆଉ ତାର ପଛକୁ ଅନାଇକି ଦେଖିବା ପାଇଁ ସାହାସ ହେଲା ନାହିଁ 2 ମିନିଟ ପରେ ଆପେ ଆପେ ଅମନ ମୁଁହ ରୁ ହନୁମାନ ଚାଳିଶା ପଠା ପଢ଼ିବା ଆରମ୍ଭ ହେଲା |

ଆଉ ସେ ପାଠ ଆରମ୍ଭ କରିଛି କି ନାହିଁ ତାକୁ ଧକା ଲାଗିଲା ଆଉ ତାକୁ ଲାଗିଲା ତାକୁ ଯିଏ ଧରିଥିଲା ତାକୁ ଛାଡି ଦେଲା ଆଉ ସେ ହନୁମାନ ଚାଳିଶା ପାଠ କରି କରି ଅମନ ସେହି ଗଳିରୁ ଅନ୍ୟ ଗଳିକି ଗଲା ତାକୁ ସ୍କୁଟର ରେ ଦୁଇଟି ଲୋକ ଦେଖାଗଲା ସେ ତାକୁ ଅଟକାଇ ସରାଇ ର ରାସ୍ତା ପଚାରିଲେ ଆଉ ସେମାନେ ଅମନ କୁ ପଚାରିଲେ କୁ ଏତେ ରାତିରେ କେଉଁ ଠାରୁ ଆସିଲା ଆଉ ଅମନ ତାଙ୍କୁ ସବୁ କହିଲା ଆଉ ସେମାନେ କହିଲେ ଭାଗ୍ୟବାନ ତମେ ଯିଏ ବଞ୍ଚିକି ଆସିଗଲ |

ଆଉ ସେହି ଗଳିରେ ରାତି ସମୟରେ କେହି ଯାଆନ୍ତି ନାହିଁ ସରାଇ ପହଞ୍ଚିବା ପରେ ଅମନ କୁ 101 ଜର ହୋଇଯାଇଥିଲା ଆଉ ସେ ହନୁମାନ ଙ୍କ କୃପାରୁ ଭଲରେ ଭଲରେ ସେହି ଗଳୀରୁ ବଞ୍ଚିକି ଫେରି ଆସିଲା ଆଉ ଏହା ହନୁମାନଙ୍କ କୃପା ଥିଲା କୁ ସେଠାରେ ଆପେ ଆପେ ଅମନ ମୁଁହ ରୁ ହନୁମାନ ଚାଳିଶା ବାହାରିଲା ବିଶ୍ଵାସ ଆଉ ଶ୍ରଦ୍ଧା ରେ ବୋହୁତ ଶକ୍ତି ଥାଏ ଏହା ହୋଇଥିଲା ଅମନ ସହିତ ସେହି ଦିନ ସେବେ ଠାରୁ ଅମନ ଙ୍କର ଶ୍ରଦ୍ଧା ଅନୁମାନ ଙ୍କ ପାଇଁ ଆହୁରି ବଢ଼ିଗଲା |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.