Breaking News

କଣ ଆପଣ ( ଋଣ ) ଏବଂ କରଜ ସୁଝି ପାରୁନାହାନ୍ତି Tebe କରନ୍ତୁ ଏହି କାମ, 15 ଦିନ ରେ ଦେଖନ୍ତୁ ଚମତ୍କାର….

ହେଲୋ ଫ୍ରେଣ୍ଡ୍ ଯଦି ଜଣେ କେହି କରଜ ବା ଋଣ କରିଥାଏ ତେବେ ତାହାର ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ଏମିତିକି ସେ ସାରା ରାତି ଠିକ୍ ଭାବରେ ସୋଇ ପରେ ନାହିଁ ଓ ତାହାର ଆଖିକୁ ନିଦ ଆସେ ନାହିଁ ଏବଂ ଅତ୍ୟଧିକ ଚିନ୍ତାରେ ରକ୍ତଚାପ ବଢିଯାଏ ଯଦି ଆମେ ମାନେ ସଠିକ୍ ସମୟରେ କରଜ ସୁଝି ଦେବା ତେବେ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ଆମେ ମାନେ ଯେତିକି ଆୟ କରିଥାଉ ତାହାର ଅଧିକାଂଶ ଭାଗ କରଜ ସୁଝିବାରେ ଲାଗିଯାଏ ।

ଏହା ଦ୍ବାରା ଅଭାବ ଅନାଟନ ବଢ଼ିବାକୁ ଲାଗିଥାଏ ଏବଂ ଏହା ଦ୍ୱାରା ଋଣ ଶୁଝିବା ରେ କଷ୍ଟ ହୋଇଯାଏ ତେଣୁ ଆଦୋଉଁ ଲୋନ ବା ଋଣ ନେବା ଉଚିତ୍ ନୁହେଁ ଯଦି ଋଣ ନେବାର ସେତିକି ଆବଶ୍ୟକତା ରହିଥାଏ ତେବେ ସପ୍ତାହର ବୁଧବାର ଦିନ ଲୋନ ବା ଋଣ ନେବା ସେୟସ୍କର ହୋଇଥାଏ କିନ୍ତୁ କେବେବି ସପ୍ତାହର ମଙ୍ଗଳବାର ଦିନ ଋଣ ନେବା ଉଚିତ୍ ନୁହେଁ କାରଣ ଯୋଟିଷ ଶାସ୍ତ୍ର ମତରେ ମଙ୍ଗଳବାର ଦିନ ଲୋନ କରିବା ଦ୍ୱାରା ଆପଣଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଆପଣଙ୍କ ଏହି ଋଣ କଦାପି ସୁଝୁ ପାରିବେ ନାହିଁ ।

କିନ୍ତୁ ଲୋନ ଶୁଝିବା ପାଇଁ ଏହି ମଙ୍ଗଳବାର ଟି ଅତ୍ୟନ୍ତ ଉତ୍ତମ ଦିନ ଅଟେ ଏବଂ ବୁଧବାର ରେ କେବେବି ଲୋନ ସୁଝିବେ ନାହିଁ କାରଣ ବୁଧବାର ରେ ଲୋନ ଶୁଝିବା ଦ୍ବାରା ସମ୍ପୂର୍ଣ୍ଣ ଭାବରେ ସୁଝି ହୁଏ ନାହିଁ । ଯଦି ଆପଣ କରଜରେ ବୁଡି ରହିଛନ୍ତି ଓ କରଜ ଶୁଝିବାର ବାଟ ପାଉନାହାନ୍ତି ବା କରଜ ସୁଝି ପାରୁନାହାନ୍ତି ତେବେ ପ୍ରତି ଦିନ ତ୍ରିସନ୍ଧ୍ୟା ସମୟରେ ଋଣ ମୋଚନ ସ୍ତୋତ୍ ପାଠ କରନ୍ତୁ । ତ୍ରିସନ୍ଧ୍ୟା କହିଲେ ସଖାଳେ ମାଧ୍ୟମରେ ଓ ରାତ୍ରି ସମୟରେ ପାଠ କରନ୍ତୁ ମାତା ଲକ୍ଷ୍ମୀ ଓ ଭଗବାନ ନୃସିଂହନାଥଙ୍କର ଋଣ ମୋଚନ ସ୍ତୋତ ପାଠ କରନ୍ତୁ ।

ଏହାକୁ ପାଠ କରିବା ଦ୍ୱାରା ଆପଣଙ୍କର ଋଣ ଅତି ଶୀଘ୍ର ସୁଝି ହୋଇଯାଏ ବା ଶୁଝିବାର ବାଟ ମିଳିଯାଏ । ଯଦି ଆପଣ ଏହି ସ୍ତୋତ୍ ଟିକୁ ଭକ୍ତୁ ଅସ୍ତା ଓ ଶ୍ରଦ୍ଧାର ସହକାରେ ପାଠ କରନ୍ତୁ ତେବେ ଖୁବ୍ ଶୀଘ୍ର କୌଣସି ନା କୌଣସି ପ୍ରକାରରେ ଆପଣଙ୍କର ଋଣ ଟି ସୁଝି ହୋଇଯିବ ବା ଋଣ ରୁ ମୁକ୍ତି ମିଳିଯିବ ବା ଋଣ ଶୁଝିବାର ବାଟ ମିଲି ଯିବ । ଏହା ବ୍ୟେତିତ ଆହୁରି କିଛି ଉପାୟ ରହିଅଛି ଯାହା କରିବା ଦ୍ବାରା ଋଣ ଶୁଝିବାର ସବୁ ବାଟ ଖୋଲି ଯାଇଥାଏ ।

ସେଥି ମଧ୍ୟରୁ ପ୍ରଥମ ଉପାୟ ଟି ହେଉଛି – ଯଦି ଆପଣମାନଙ୍କ ପାଖରେ କୌଣସି ମନ୍ଦିର ତୋଳା ହେଉଛି ତେବେ ସେହି ମନ୍ଦିରକୁ ନାଲି ଇଟା ଦାନ କରନ୍ତୁ । ଏହା ଦ୍ବାରା ଦେବତାଙ୍କ ଅସୀମ କୃପାରୁ ଖୁବ୍ ଶୀଘ୍ର ଋଣ ରୁ ମୁକ୍ତି ପାଇ ପାରିବେ । ଦ୍ୱିତୀୟ ଉପାୟ ଟି ହେଉଛି ମଙ୍ଗଳବାର ଦିନ ଶୋଇବା ସମୟରେ ଏକ ନାଲି ରଙ୍ଗର ଇଟା ଟିଏ ଆଣି ହାତରେ ଧରି ମହାବୀର ହନୁମାନଙ୍କୁ ସ୍ମରଣ କରନ୍ତୁ ଓ ତାଙ୍କ ପ୍ରାର୍ଥନା କରନ୍ତୁ ଋଣରୁ ମୁକ୍ତ ହେବା ପାଇଁ ତାଙ୍କ ଗୁହାରି କରନ୍ତୁ ଏହା ପରେ ନିଜର ମୁଣ୍ଡ ପାଖରେ ସେହି ଇଟା ଟିକୁ ରଖି ଶୋଇ ଯାଆନ୍ତି ଏବଂ ପର ଦିନ ଉଠି ସ୍ନାନ ଶୌଚ ସାରି କୌଣସି ଏକ ତିଆରି ହେଉଥିବା ମନ୍ଦିର କୁ ସେହି ଇଟା ଟିକୁ ଦାନ କରନ୍ତୁ ।

ଯଦି ଏପରି ସ୍ଥାନ ନ ମିଳେ ତେବେ କୌଣସି ଏକ ହନୁମାନ ମନ୍ଦିର ନିକଟରେ ଇଟାଟିକୁ ରଖି ଆସନ୍ତୁ । ଏହି ପରି 9 ଟି ମଙ୍ଗଳ ବାରେ କରନ୍ତୁ । ଦେଖିବେ ଆପଣଙ୍କର ଯେତେ ବି ଋଣ ଥାଉନା କାହିଁକି ଧୀରେ ଧୀରେ ତାହା ସୁଝି ହୋଇଯିବ । ଏହା ସହିତ ଏକ ବର ଗଛର ପତ୍ରରେ କୁକୁମ୍ ଦ୍ବାରା ନିଜର ନାମ ଓ ନିଜର ଗୋତ୍ର ଏବଂ ନିଜର ସମସ୍ୟା ଲେଖି ଦିଅନ୍ତୁ ଓ ସେହି ପତ୍ର ଟିକୁ ନେଇ ନଦୀରେ ଭସାଇ ଦିଅନ୍ତୁ । ଏହା ଦ୍ବାରା ଋଣର ଭାର କମିବାକୁ ଲାଗିଥାଏ ଏବଂ ଖୁବ୍ ଶୀଘ୍ର ସେହି ଋଣ ରୁ ମୁକ୍ତି ମିଳି ଯାଇଥାଏ ।

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.