Breaking News

କଣ ପାଇଁ ଚାହିଦା ହନୁମାନଙ୍କ ଏହି ମୁଦ୍ରା, ଦାମ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ !

ଦର୍ଶକବନ୍ଧୁ ହନୁମାନ ଟଙ୍କାକୁ ନେଇ କାଇଁକି ଏତେ ଚର୍ଚ୍ଚା ମୂଲ୍ୟ ଲକ୍ଷାଧିକ ନିକଟରେ ଡ଼କାଏତ ଗଠନ ତଦନ୍ତ କରୁ କରୁ ପୋଲିସକୁ ମିଳିଲା ହନୁମାନ ପଇସା ଚୋରା ଙ୍କୁ ଧରିବା ପରେ ପୋଲିସକୁ ମିଳିଥିଲା ଦୁଇଟି ପଇସା ଦୁତି ପୃଥକ ଚୋର ମାମଲାରେ ଚୋରକୁ ପୋଲିସି ଗିରପି କରିବା ପରେ ସେମାନଙ୍କ ଠାରୁ ହନୁମାନ ପଇସା ସହ ଆଉ କିଛି ଚୋରା ସାମଗ୍ରୀ ଜବତ ହୋଇଥିଲା ଏହି ମାମଲାରେ 10 ଚୋରା 8 ଚୋରି ବେପାରୀକୁ କେନ୍ଦ୍ରାପଡା ପୋଲିସ ଏମାନଙ୍କୁ ଗିରଫ କରିଥିଲା ଓଡ଼ିଶାରେ ପୂର୍ବରୁ ହନୁମାନ ପଇସା ବିକ୍ରି କରି ଅନେକ ଚୋର ଧରା ପଡ଼ିଥିଲେ | କୁହାଯାଉଛି ଏହି ହନୁମାନ ମୁଦ୍ରାକୁ କୋଟି କୋଟି ଟଙ୍କା ବିକ୍ରି କାରଯୁଛି |

ଅନ୍ଧ ବିଶ୍ୱାସ କାରଣରୁ ଏହି ମୁଦ୍ରାର ମୂଲ୍ୟ ବଢି ଚାଲିଛି ତେବେ ଏହି ହନୁମାନ ପଇସା କଣ ଏହାର କଣ ପାଇଁ ଏତେ ଚାହିଦା | ଯେଉଁ ମାନେ ଏହି ମୁଦ୍ରାର ଚମତ କାରିତା କୁହନ୍ତି ସେମାନେ ଦାବି କରନ୍ତି ଏହି ମୁଦ୍ରା ଘରେ ସୁଖ ଶମୄତି ଶାନ୍ତି ଆଣିଥାଏ ସେମାନଙ୍କର ଦାବିର ବାସ୍ତବତା କୁ ପୁରଣ କରିଆବ ପାଇଁ ଏହି ଲୋକ ମାନେ ମୁଦ୍ରା ଦ୍ୱାରା ଚାଉଳକୁ ଆକର୍ଷିତ କରି ଦେଖାନ୍ତି ଲୋକ ଏହି ଚମତ୍କାରିତା କୁ ଦେଖି ଲାକ ଆଶ୍ଚଯ୍ୟ ହୋଇଯାନ୍ତି |

ଏବଂ ଏହି ମୁଦ୍ରାକୁ କିଣିବା ପାଇଁ ଯେତେ ଟଙ୍କା ଲାଗିବ ଦେମି | ଏହା ଛଡା କୌଶଳ ଛଡା ଏହି କିଛି ପୋଲିସ ସୂତ୍ରରୁ ଜଣା ପଡିଛି | ଚାଉଳରେ ଲୁହ ଫିଲିଙ୍ଗି କରାଯାଇ କିମ୍ବା ଚୁମ୍ବକ ଥାଏ ଯେଉଁଥି ପାଇଁ ଏପରି ହୋଇଥାଏ | ଏହା ମଧ୍ୟ ଦାବି କରାଯାଇଛି ଏହାର ଅନ୍ୟାନ ଚୁମ୍ବକ ଶକ୍ତି ହେତୁ ମୁଦ୍ରା ଘଣ୍ଟା କଣ୍ଟାକୁ ମଧ୍ୟ ବନ୍ଦ କରିଦିଏ ଏହି ପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ମୁଦ୍ରାର ବାସ୍ତବତା |

ଏହି ମୁଦ୍ରାର ମୂଲ୍ୟ ଅଧା ଅଣା ଥିଲା ଭଗବାନ ହନୁମାନ ବେତିତ ଏହି ମୁଦ୍ରା ଗୁଡିକରେ ପ୍ରଭୁ ରାମ ଲଖମଣ ସୀତା ପ୍ରତି ମୂର୍ତି ମଧ୍ୟ ଥିଲା 1018 1017 ଏବଂ 1919 ଏହି ମୁଦ୍ରା ତିଆରି ହୋଇଥିବା ପ୍ରୟତ ଦେଖା ଯାଏ ଏହି ମୁଦ୍ରା ଅନେକ ୱେବ ସାଇଟିରେ ମଧ୍ୟ ଦେଖାଯାଏ ଏହା ମୂଲ୍ୟ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ବର୍ତମାନ ଏହି ମୁଦ୍ରା ଗୁଡିକ ଚମତ୍କାର ଭାବେ ବାସ୍ତବତା ବହୁତ ଦୂରରେ |

About odisha news

Check Also

ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |

ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …

Leave a Reply

Your email address will not be published.