Breaking News

କମ୍ ଲୋକେ ଜାଣନ୍ତି ଝୋଟି ପାରିବା ଯୋଗୁ ମିଳିଥାଏ ୫ଟି ଲାଭ !

ଆମ ହିନ୍ଧୁ ଧର୍ମର ଲୋକ ଘର ଆଗରେ ଝୋଟି ପକାଇବା ଏକ ସାଧାରଣ କଥା ଘରର ସୁଖ ଓ ସମୃଦ୍ଧି ଲାଗି ଅଗଣାରେ ଝୋଟି ପାରନ୍ତି ଦୀପାବଳି ଓ ଏହି ସବୁ ଅବସରରେ ଘର ଅଗଣାରେ ଝୋଟି ପକେଇବା ଅନେକ ଗୁରୁତ୍ୱ ବହନ କରେ | ଦଶହରାରୁ ଲୋକଙ୍କ ଘରେ ଝୋଟି ପଡିବା ଆରମ୍ଭ ହେଇଥାଏ ତେବେ କେବଳ ଝୋଟି ସାଜସଜା ଅଥବା ଧାର୍ମିକ କାରଣରୁ ଗୁରୁତ୍ୱ ନୁହେଁ ବୈଜ୍ଞାନିକ ଦୃଷ୍ଟି ଅନୁସାରେ ଏହାର ଅନେକ ମହତ୍ୱ ରହିଛି |

ଦର୍ଶକବନ୍ଧୁ ଝୋଟି ପକେଇବା ଏକ କଳା ଓ ନୈତିକ ପୂର୍ଣ୍ଣତା ଏହା ଘରର ଓ ପରିବାରର ସୋନ୍ଧର୍ଯ୍ୟ ବଡେଇବା ସହ ସକାରାତ୍ମକ ବିଚାର କରିଥାଏ ତେବେ ଏଥିରୁ ମିଳୁଥିବା ଲାଭ ବିଷୟରେ ଆସନ୍ତୁ ଜାଣିବା | ପ୍ରଥମ ଲାଭ ଝୋଟି ପାରିବା ଏକ କଳା ଅଟେ ଯେଉଁମାନେ ସୋକିନ ସେମାନେ ଝୋଟି ପକେଇଥାନ୍ତି ଝୋଟି ପାରିବାରେ ପ୍ରଥମ ସକାରାତ୍ମକ ଭାବନା ଉଦ୍ୟୋଗ କରିଥାଏ |

ଏହି ପ୍ରକ୍ରିୟା ଆପଣଙ୍କୁ ଟେନ୍ସନ ମୁକ୍ତି କରିଥାଏ | ଦ୍ୱିତୀୟ ଲାଭ ଝୋଟି ପକେଇବା ପାଇଁ ବୃଦ୍ଧ ଆଙ୍ଗୁଠି ଓ ତର୍ଜନୀ ଆଙ୍ଗଳି ବ୍ୟବହାର କରନ୍ତି ଏହି ଦୁଇଟି ଅଙ୍ଗୁଟି ମିଶି ଜ୍ଞାନ ମୁଦ୍ରା ସୃଷ୍ଟି କରନ୍ତି ଯାହା ଆପଣଙ୍କ ମସ୍ତିଷ୍କକୁ ଶକ୍ତିଶାଳୀ କରିଥାଏ ଏହି ଭଳି ମୁଦ୍ରା ଅଧିକ ବିକାଶ କରିଥାଏ | ତୃତୀୟ ଲାଭ ବ୍ରହ୍ମ ମଧ୍ୟ ଶରୀର ଉପରେ ସକାରାତ୍ମକ ପ୍ରଭାବ ଛାଡିଥାଏ |

ଯାହା ବିଜ୍ଞନ ସମେତ ବିଭିନ ଚିକିତ୍ସା ପଦ୍ଧତି ମଧ୍ୟ ପ୍ରଦାନ ଶିକାର କରେ ଝୋଟି ପକେଇବା ଲାଗି ଯେତେବେଳେ ରଙ୍ଗ ସଂସ୍ପର୍ଶରେ ଆସନ୍ତି ସେଥିରୁ ଉଚ୍ଛାଧିତ ଶକ୍ତି ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥ ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ |

ଚତୁର୍ଥ ଲାଭ ସେହିପରି ଆପଣଙ୍କ ଘରେ ବିଭିନ୍ନ ରଙ୍ଗର ପକା ଯାଇଥିବା ଝୋଟି ଘର ଏବଂ ଆପଣଙ୍କ ଆଖପାଖର ବାତାବରଣକୁ ସକରାତ୍ମକ ଶକ୍ତିରେ ଭାରି ଥାଏ ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବା ସହ ପରିବେଶ ମଧ୍ୟ ଅନୁରୂପ ହେଇଯାଏ ଯାହାର ପ୍ରଭାବ ଆପଣଙ୍କ ସୁସ୍ଥ ଜୀବନ ଉପରେ ମଧ୍ୟ ପଡିଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.