Breaking News

କମ ଗପୁଥିବା ଲୋକଙ୍କ ପାଖରେ ଥାଏ ଏହି 8ଟି ମହାନ ଗୁଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅଧିକ କଥା କହିବା ପାଇଁ ପସନ୍ଦ କରିଥାନ୍ତି ଅନ୍ୟ ପକ୍ଷରେ କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କମ କଥା କହିବାକୁ ପସନ୍ଦ କରିଥାନ୍ତି ଯେତିକି ଦରକାର ସେଥିକି କଥା କହିବା ବୋଲି ସେମାନଙ୍କର କିଛି ଖାସ ଗୁଣ ରହିଥାଏ ଆସନ୍ତୁ ଜାଣିବା କମ କଥା କହୁଥିବା ବ୍ୟକ୍ତି କିଛି ଖାସ ଗୁଣ ରହିଥାଏ |

କମ କଥା କହୁଥିବା ବ୍ୟକ୍ତି ପପ୍ରଥମ ଗୁଣ ହେଉଛି ସେ ବହୁତ ବୃଦ୍ଧିମାନ ଜଯି ଆପଣଙ୍କ ସାମନାରେ ବସିଥିବା ବ୍ୟକ୍ତି ଧର୍ଯ୍ୟର ସହ ଆପଣଙ୍କର କଥା ଶୁଣୁଥାଏ ତେବେ ଆପଣ କଣ କହୁଛନ୍ତି ସେ ବୁଝି ପାରିଥାଏ କମ କଥା କହୁଥିବା ବ୍ୟକ୍ତି ନିଜର ଦୁଃଖକୁ ଲୁଚାଇ ଅନ୍ୟର ଦୁଃଖକୁ ବୁଝିଥାଏ | କମ କଥା କହୁଥିବା ବ୍ୟକ୍ତି ଅନ୍ୟ ଏକ ଖାସ ଗୁଣ ହେଉଛି ଗୋଟିଏ ଲାଇନୀରେ ଅନ୍ୟ କଥାକୁ ଅନ୍ୟ ଗାଁରେ ପ୍ରକାଶ କରିବା ପାଇଁ ସକ୍ଷମ ଥାନ୍ତି |

କମ କଥା କହୁଥିବା ବ୍ୟକ୍ତି ହୃଦୟରୁ ବହୁତ ସଫା ହୋଇଥାନ୍ତି ଏମାନେ ଯାହାକୁ ଦେଖୁ ଦେଖୁ ପୁରା ସାଙ୍ଗ ଭଳିଆ କଥା ହୋଇଥାନ୍ତି ଅନ୍ୟର ଦୁଃଖକୁ ସହଜରେ ବୁଝି ପାରନ୍ତି ଯେତିକି ଦରକାର ସେଥିକି କଥା ହେବାକୁ ପସନ୍ଦ କରିଥାନ୍ତି ଓ ଅନ୍ୟର ଭାବନାକୁ ମଧ୍ୟ ଏମାନେ ସନମାନ ଦିଅନ୍ତି | କମ କଥା ହେଉଥିବା ବ୍ୟକ୍ତିର ଅନ୍ୟ ଏକ ଖାସ ଗୁଣ ହେଉଛି ଏମାନଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ କାରଣ କମ କଥା କହିବା ଦ୍ୱାରା ବ୍ୟକ୍ତିର ଅଯଥା ସମୟ ନଷ୍ଟ ହୁଏନାହିଁ |

ଅନ୍ୟ ଏକ ଗୁଣ ହେଉଛି କମ କଥା ହେଉଥିବା ବ୍ୟକ୍ତିର ନିଜର ମନର କଥା କାହାରି ଆଗରେ ପ୍ରକାଶ କରି ପାରନ୍ତି ନାହିଁ ଅନ୍ୟ ଆଗରେ ମନ କଥା କହିପାରନ୍ତି ନାହିଁ | କମ କଥା କହୁଥିବା ବ୍ୟକ୍ତି କାହାସହ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ ଏମାନେ ନିଜର ସନମାନକୁ ଅଧିକ ଗୁରୁତ ଦେଇଥାନ୍ତୁ ଯେବେ ଜଣେ ବ୍ୟକ୍ତି ସହ ଅଧିକ ମିଲ ମିଶା ହୋଇଥାଏ ତେବେ ସେହି ବ୍ୟକ୍ତି ସହ ଆପଣଙ୍କର ସନମାନ ହାନି ହେବାର ଭୟ ମଧ୍ୟ ରହିଥାଏ |

କିନ୍ତୁ କମ କଥା କହୁଥିବା ବ୍ୟକ୍ତି ନିଜ ସୀମା ଭିତରେ କଥା କାହୁଥିବାର ଅନ୍ୟ ମାନଙ୍କ ସହ ସନମାନର ଅଧିକାରୀ ମଧ୍ୟ ହୋଇଥାଏ | କାମ କଥା କହୁଥିବା ବ୍ୟକ୍ତି ଏକ ରହିବକୁ ଡରନ୍ତି ନାହିଁ ଅନ୍ୟ ସହ ସମୟ ବିତାଇବାକୁ ପସନ୍ଦ ମଧ୍ୟ କରନ୍ତି ନାହିଁ ସେ ଏକା ହିଁ ରହି ନିଜେ ନିଜର ସବୁ କାମ କରନ୍ତି ଏମାନଙ୍କର ସବୁଠାରୁ ଖାସ ଗୁଣ ହୋଇଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.