Breaking News

କମ ବୟସରେ ମୃତ୍ୟୁ ହୋଇଥିବା ଓଡିଆ ସେଲିବ୍ରିଟି

ଦର୍ଶକ ବନ୍ଧୁ ଯଦି ଆପଣମାନେ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣ ମାନେ ଏଭଳି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ ଯେଉଁ ମାନେ ଖୁବ କମ ସମୟରେ ବହୁତ ସୁନାମ ଅର୍ଜନ କରିଛନ୍ତି ଏବଂ ସେମାନେ ଆଉ ଏ ଦୁନିଆରେ ନାହାନ୍ତି | ତେବେ ଆସନ୍ତୁ ଜାଣିବା . . .

ତେବେ ଏହି ଲିଷ୍ଟରେ ପ୍ରଥମେ ଆସୁଛନ୍ତି ନିକିତା ତେବେ ସେ ତାଙ୍କର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟ କୁ ଜିତି ପାରିଥିଲେ | ସେ ଅନେକ ଗୁଡିଏ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ | ଆହୁରି ମଧ୍ୟ ଅନେକ ସିନେମା କରିଥିଲେ | ତେବେ ଗତ ବର୍ଷ ସେ ଜଗତ ଛାଡି ଚାଲି ଯାଇଛନ୍ତି ତେବେ ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା |

ଏହା ପରେ ଆମ ଲିସ୍ଟରେ ଆସୁଛନ୍ତି ସଲିଲ ମିତ୍ର ଯେ କି ଓଡିଆ ସିନେ ଜଗତର ଏକ ସୁନାମ ଧନ୍ଯ ହାସ୍ୟ ଅଭିନେତା ଅଟନ୍ତି | ଯିଏ କି ତାଙ୍କ ହାସ୍ୟ ବଳରେ ଦର୍ଶକ ମାନଙ୍କ ହୃଦୟ କୁ ଜିତି ପାରିଥିଲେ | ତେବେ ଗତବର୍ଷ ସେ ସୁଟିଙ୍ଗ ସରି ଘରକୁ ଫେରୁଥିବା ସମୟରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା | ତେବେ ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା |


ଏହାପରେ ଆମ ଲିସ୍ଟରେ ଆସୁଛନ୍ତି ସିମ୍ରନ | ଆପଣମାନେ ହୁଏତ ଏହି ନାମ ଟିକୁ ବେସ ଶୁଣିଥିବେ | ସେ ଓଡିଆ ଜଗତର ସମ୍ବଲପୁରୀ ଅଭିନେତ୍ରୀ ଅଟନ୍ତି | ସେ ସେଲଫି ବେବୋ ନାମରେ ବେସ ପପୁଲାର ହୋଇଥିଲେ | ତେବେ ଗତ ବର୍ଷ ତାଙ୍କୁ ମୃତ ଅବସ୍ଥାରେ ବ୍ରିଜ ତଳୁ ଉଦ୍ଧାର କରଯାଇଥିଲା | ତେବେ ପରେ ଲୋକ ମାନେ ଆଲୋଚନା କରିଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ବ୍ରିଜ ରୁ ତଳକୁ ଠେଲି ହତ୍ୟା କରିଥିଲେ | ତେବେ ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା |


ଏହା ପରେ ଆମ ଲିସ୍ଟରେ ଆସୁଛନ୍ତି ଓଡିଆ ଧାରାବାହିକ ଅଭିନେତା ରାଜା | ଯେ କି ଅନେକ ଗୁଡିଏ ଧାରାବାହିକରେ ଅଭିନୟ କରିଥିଲେ | ସେ ଧାରାବାହିକ ଅଭିନେତ୍ରୀ ଜେସି ସାମଲ ଙ୍କୁ ଭଲ ପାଉଥିଲେ ତେବେ ଉଭୟ ଙ୍କ ମଧ୍ୟରେ ଝଗଡା ହେବାରୁ ସେ ବ୍ରିଜ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ | ତେବେ ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା |


ଏହାପରେ ଆମ ଲିସ୍ଟରେ ଆସୁଛନ୍ତି ପପୁ ଯେକି ଅନେକ ଗୁଡିଏ ଆଲବମରେ ଅଭିନୟ କରିଥିଲେ | ସେ ମଧ୍ୟ ତାଙ୍କ ଅଭିନୟ ବଳରେ ବେସ ଲୋକ ପ୍ରିୟ ହାସଲ କରିଥିଲେ | ସେ ୨୦୧୨ ମସିହାରେ ନିଜ ଭଡା ଘରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିଲେ | ତେବେ ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା |

ଏହାପରେ ଆମଲିଷ୍ଟରେ ଆସୁଛନ୍ତି ମୀନକେତନ | ସେ ମଧ୍ୟ ଓଡିଆ ଫିଲ୍ମ ଜଗତରେ ବେସ ଲୋକପ୍ରିୟତା ହାସଲ କରିଥିଲେ | ସେ ଓଡିଆ ଇନଡସ୍ଟ୍ରିରେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ | ସେ କର୍କଟ ରୋଗରେ ପୀଡିତ ଥାଇ ମୃତ୍ୟୁ ବରଣ କରିଥିଲେ |


ଏହାପରେ ଆମଲିଷ୍ଟରେ ଆସୁଛନ୍ତି ହରପଟ୍ଟନାୟକ | ସେ ଅନେକ ଗୁଡିଏ ଫିଲ୍ମ ରେ ଅଭିନୟ କରିଥିଲେ | ସେ ତାଙ୍କ ଅଭିନୟ ବଳରେ ଓଡିଆ ଫିଲ୍ମ ଇନଡସ୍ଟ୍ରିରେ ଏକ ନୂତନ ପରିବର୍ତ୍ତନ ଅନିପାରିଥିଲେ | ସେ ମଧ୍ୟ କର୍କଟ ରୋଗରେ ପୀଡିତ ଥିଲେ | ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *