ଦର୍ଶକବନ୍ଧୁ ଦୀଘ୍ର 500 ବର୍ଷ ପରେ ଏହି 2 ରାଶିରେ ଖୋଲିବାକୁ ଯାଉଛି ସୋଭାଗ୍ୟ ଏବଂ ଏହି ଦୁଇ ରାଶି ଉପରେ ବର୍ଷୀବ ଶିବ ଙ୍କର କୃପା ଶିବଙ୍କର ବିଶେଷ କୃପା ମିଳିବାକୁ ଯାଉଛି ଏହି ଦୁଇ ରାଶିର ଲୋକ ମାନଙ୍କୁ ଏବେ ମାଳା ମାଲେ ହେବାଠାରୁ କେହି ଅଟକାଇ ପାରିବେ ନାହିଁ ଚାଲନ୍ତୁ ଜାଣିବା | ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କର ମାନସିକ କୃପା ଧାର୍ମିକ ଭାବନାର ଉଦୟ ହେବ ଏବଂ ଏମାନଙ୍କ ପାଇଁ ଏହି ରାଜ ଯୋଗ ବହୁତ ଭଲ ଏବଂ ଶୁଭ ଫଳ ଦାୟକ ସାବ୍ୟସ୍ତ ହେବ |
ଆପଣଙ୍କ ଜୀବନ ସାଥି ଙ୍କ ସହିତ ସମ୍ବଦ୍ଧ ମଧୁର ହେବ ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ଭଲ ରହିବ | ସ୍ୱାମୀ ସ୍ତ୍ରୀ କୌଣସି ଯାଗାକୁ ଯାଇ ପାରନ୍ତି ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର love ପାଇଁ ବହୁତ ଉଚିତି ଏବଂ ଶୁଭ ସାବ୍ୟସ୍ତ ହେବ ଏବଂ ବିବାହିତ ଲୋକଙ୍କ ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଛି ଯାହାକୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବ ଏହି ଖୁସି ଖବର ଆପଣଙ୍କର ପ୍ରେମ ମାମଲାରେ ବହୁତ ଲାଭ ଦାୟକ ହେବ |
ଆପଣଙ୍କର ଆର୍ଥିକ ସ୍ତିସ୍ଥି ସୁଧୁଡ଼ ରହିବ ଆପଣଙ୍କର ରଚନା ତ୍ମକ କାର୍ଯ୍ୟର ପ୍ରଶଂସା ହେବ| ଆପଣଙ୍କର ସବୁ ମନ ସ୍କାମନା ପୁରଣ ହେବ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ଆପଣଙ୍କୁ ଖୁବୁ ଶୀଘ୍ର ଚାକିରୀ ମିଳିବାର ବହୁତ ସମ୍ଭାବନା ଅଛି | ଆପଣଙ୍କ ଜୀବନ ସାଥି ଙ୍କର ସହିତ କୌଣସି ପ୍ରକାର ଦର୍ଶନୀୟ ସ୍ଥାନ ବା କୌଣସି ଯାଗାକୁ ବୁଲିବାକୁ ଯାଇ ପାରନ୍ତି |
ଆପଣାକୁ ଏକ ବଡ଼ ଖୁସି ଖବର ମିଳିବା ପାଇଁ ଯାଉଛି ନିଜର ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କ ସବୁ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରରେ ଚାଲୁ ହେବ ଆପଣଙ୍କ ଆତ୍ମ ବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳି ପରେ | ଯଦି ଆପଣ ନିଜର ମନ କଥା ଖୋଲି କହିବାକୁ ଚାହୁଁ ଛନ୍ତି ତାହାନେ ଆପଣ ଏବେ କହି ପାରନ୍ତି ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ସମୟ ଚାଲିଛି |
ଆପଣଙ୍କ ଦ୍ୱାରା ଭାବିଥିବା କାର୍ଯ୍ୟ ପୁରଣ ହୋଇଯିବ ସୁସ୍ତ୍ୟ କଥା କହିଲେ ଆପଣଙ୍କର ସୁସ୍ତ୍ୟ ବହୁତ ଭଲ ରହିବ ଚାକରୀ ଅପେକ୍ଷା ରେ ଥିବା ଲୋକ ମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି ସମାଜରେ ଆପଣଙ୍କର ମାନସନମାନ ବଢିବ ଆପଣଙ୍କର କୁଣ୍ଡଳୀରେ ଅଚାନକ ଭାବରେ ଧାନ ଲାଭର ଯୋଗ ବନିବାକୁ ଯାଉଛି | ତେବେ ଦର୍ଶକବନ୍ଧୁ ଆପଣଙ୍କୁ କହିବୁ ଯେ କଣ ଦୁଇ ରାଶି ଯାହାର ବିଷୟରେ ଆମେ ଏହିଠାରେ କଥା ହେଉଛେ | ସିଂହ ରାଶି,ଏବଂ କୁମ୍ଭ ରାଶି ଯାହାର ଉପରେ ପ୍ରଭୁ ମହାଦେବ ଙ୍କର କୃପା ବର୍ଷୀବା କୁ ଯାଉଛି |