Breaking News

କଳିଯୁଗ ରେ Mahadev ଙ୍କ ଅଦ୍ଭୁତ ଚମତ୍କାର ! ନନ୍ଦୀ ମହାରାଜ ପିଉଛନ୍ତି କ୍ଷୀର, ଭକ୍ତମାନେ କ୍ଷୀର ପିଏଇବାକୁ ଲଗେଇଛନ୍ତି ଲମ୍ବା ଲାଇନ…

ନମସ୍କାର ବନ୍ଧୁଗଣ ଆପଣ କେବେ ଶୁଣିଛନ୍ତି ମହାଦେବଙ୍କ ନନ୍ଦି କ୍ଷୀର ପିଉଛନ୍ତି ଆଜି ଆମେ ଆପଣଙ୍କୁ ଏମିତି ଏକ ଚତ୍ମକାର ବିଷୟରେ କହିବୁ ଆସନ୍ତୁ ଜାଣିବା ଭାରତ ଚତ୍ମକାରର ଦେଶ ଅଟେ ଏକ ଏମିତି ଚତ୍ମକାର ଫଗୁଣ ମାସର ଶୁକ୍ଳପକ୍ଷର ତିଥିରେ ମଧ୍ୟପ୍ରଦେଶ ରେ ହୋଇଥିଲା ପୁରା ମଧ୍ୟପ୍ରଦେଶରେ ଦେବଙ୍କ ଦେବ ମହାଦେବଙ୍କର ମନ୍ଦିରରେ ନନ୍ଦି ମହାରାଜ କ୍ଷୀର ଓ ପାଣି ପିଉଛନ୍ତି ଏହା ଦ୍ବାରା ମନ୍ଦିରରେ ଭକ୍ତଙ୍କର ବୋହୁତ ଭିଡ଼ ହେଉଛି |

ଏମିତି କୁହାଯାଉଛି ଫଗୁଣ ମାସର ଶୁକ୍ଳପକ୍ଷର ତିଥିରେ ଦ୍ୱିପହର ପରେ ମହାଦେବ ମନ୍ଦିରରେ ନନ୍ଦି ଭଗବାନଙ୍କୁ କ୍ଷୀର ଓ ପାଣି ପିଆଇବା ପାଇଁ ଭକ୍ତଙ୍କ ଆସ୍ଥା ବଢ଼ିଗଲା କହିଦେଉଛୁ 20 ବର୍ଷ ପୂର୍ବେ ଭଗବାନ ଗଣେଶଙ୍କ ଦ୍ବାରା କ୍ଷୀର ପିଇବା ସୂଚନା ପରେ ଭକ୍ତ ବୋହୁତ ସଂଖ୍ୟା ରେ ମନ୍ଦିରରେ ପହଞ୍ଚିଥିଲେ ଆଉ ଭଗବାନଙ୍କୁ କ୍ଷୀର ପିଆଇଥିଲେ |

ଆମେ ଆପଣଙ୍କୁ କହି ଦେଉଛୁ ଶନିବାର ଦ୍ୱିପହର ରେ ଅଚାନକ ଶିବ ମନ୍ଦିର ରେ ଭିଡ଼ ବଢିବା କୁ ଲାଗିଲା ଭଗବାନ ଶିବଙ୍କର ବାହନ ନନ୍ଦିଙ୍କ ଦ୍ଵାରା ପାଣି ଓ କ୍ଷୀର ପିଇବାର କଥା ଯେତେ ବେଳେ ସୋସିଆଲ ମିଡ଼ିଆ ରୁ ଯେତେ ବେଳେ ଭକ୍ତ ମାନଙ୍କୁ ମିଳିଲା ତେବେ ସେ ହାତରେ ଜଳ ଓ କ୍ଷୀର କଳସରେ ଧରି ମନ୍ଦିରରେ ପହଞ୍ଚିଲେ ଆଉ ନିଜ ହାତରେ ଚାମଚ୍ ରେ ନନ୍ଦି ଭଗବାନଙ୍କୁ କ୍ଷୀର ଆଉ ଜଳ ପିଆଇଲେ |

ଏଥି ସହିତ ଶିବ ମନ୍ଦିର ରେ ହର୍ ହର୍ ମହାଦେବ ଜୟ କାର ମଧ୍ୟ ହେଲା ଏହା ମଧ୍ୟ କୁହାଯାଉଛି ମନ୍ଦିରରେ ପହଞ୍ଚି ଥିବା ଲୋକ ଏହା ବାବା ମହାଦେବଙ୍କ ଚତ୍ମକାର ମାନିକି ନନ୍ଦି ମହାରାଜ ଙ୍କୁ ଜଳ ଓ କ୍ଷୀର ପିଆଇବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିର କୁ ଯାଉଥିଲେ ସର୍ଧାଳୁଙ୍କ କହିବା ଅନୁସାରେ ନନ୍ଦି ମହାରାଜଙ୍କର ମୂର୍ତ୍ତି ଜଳ ଓ କ୍ଷୀର ପିଉଛନ୍ତି |

କିନ୍ତୁ ଅଧିକାଂଶ ଜାଗାରେ ଉର୍ଚ୍ଛାହ ଓ ଗଭୀର ଆସ୍ଥା ପାଇଁ ବଡ ସଂଖ୍ୟାରେ ଲୋକ ନନ୍ଦି ଭଗବାନଙ୍କୁ କ୍ଷୀର ପିଆଇବା ପାଇଁ ପହଞ୍ଚିଲେ ଏମିତି ମଧ୍ୟ କୁହା ଯାଉଛି ସହର ସହିତ ଜିଲ୍ଲା ର ଗ୍ରାମ ଅଞ୍ଚଳରେ ମଧ୍ୟ ଶ୍ରଦ୍ଧାଳୁ ବଡ ସଂଖ୍ୟାରେ ଭଗବାନ ନନ୍ଦିକୁ ଜଳ ଓ କ୍ଷୀର ପୀଆଇବା ପାଇଁ ପହଞ୍ଚୁଥିଲେ ଏହି ଘଟଣାକୁ ଦେଖି ସମସ୍ତେ ଆର୍ଶ୍ଚଯ୍ୟ ହୋଇଥିଲେ କି ମହାଦେବଙ୍କ ବାହାନ ନନ୍ଦିଙ୍କ ମୂର୍ତ୍ତି କ୍ଷୀର କିମିତି ପିଇ ପାରିବେ |

ବୈଜ୍ଞାନିକ ମଧ୍ୟ ଏହି ଘଟଣା ବିଷୟରେ ଶୁଣିକି ମଧ୍ୟ ଆର୍ଶ୍ଚଯ୍ୟ ଥିଲେ ମଧ୍ୟ ପ୍ରଦେଶ ର ମନ୍ଦିରର ପୂଜାରୀଙ୍କ କହିବା ଅନୁସାରେ ଏହା ସାୟଦ୍ ମହାଦେବଙ୍କର ଚତ୍ମକାର୍ ଅଟେ ଏହି କାରଣରୁ ନନ୍ଦି ମହାରାଜ ଙ୍କ ମୂର୍ତ୍ତି କ୍ଷୀର ଓ ପାଣି ପିଉଛି ଏହି ଘଟଣା କୌଣସି ଚତ୍ମକାର୍ ଠାରୁ କମ୍ ନୁହେଁ ଆପଣଙ୍କୁ କଣ ଲାଗୁଛି ଏହା ମହାଦେବଙ୍କର ଚତ୍ମକାର୍ ନା ଆଉ କିଛି କମେଣ୍ଟ ରେ ଜଣାନ୍ତୁ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.