Breaking News

Kalia ଯୋଜନାକୁ ନେଇ ଆସିଲା ବଡ ଖବର, ଟଙ୍କା ନ ଆସିଥିଲେ କଣ କରିବେ… କାହାକୁ କାହାକୁ ମିଳିଲା ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆପଣମାନେ ସମସ୍ତେ ଜାଣିଥିବେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ସନ୍ଧ୍ୟା 5 ଟା ସମୟରେ କାଳିଆ ଯୋଜନା ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟକୁ ପଠା ଯିବ ବୋଲି ଘୋଷଣା କରାଯାଏ କିନ୍ତୁ ସେହି ଟାଇମ ରେ ସମ୍ପୂର୍ଣ୍ଣ ଚାଷୀ ମାନଙ୍କ ଆକାଉଣ୍ଟ କୁ ପଇସା ପଠାଯାଏ ନାହିଁ କିଛି ଚାଷୀ ମାନଙ୍କ ଆକାଉଣ୍ଟ କୁ ପଠାଯାଏ ଯାହାକି ସେମାନଙ୍କର ପ୍ରତିକ୍ରିୟା ନିଆଯାଏ ।

ସେମ୍ ଟାଇପର ଏଥର ମଧ୍ୟ ସନ୍ଧ୍ୟା 5 ଟା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଗଲା କାଳିଆ ଯୋଜନାର 2 ହଜାର ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟ କୁ ପଠାଗଲା କିନ୍ତୁ ଆଜି ଠାରୁ ସବୁ ଚାଷୀଙ୍କ ଆକାଉଣ୍ଟ କୁ ପଇସା ଆସିବା ଆରମ୍ଭ ହୋଇଯିବ ଓ ଆରମ୍ଭ ହୋଇ ସାରିଛି ।

ଯଦି ଆପଣ ଜଣେ ଚାଷୀ ଏବଂ ଆପଣମାନେ କାଳିଆ ଯୋଜନା ଟଙ୍କା ପାଇ ଆସୁଛନ୍ତି ତାହାଲେ ଆପଣ ନିଶ୍ଚିତ ନିଜର ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ ଆପଣଙ୍କର ପଇସା ଆସୁଛି କି ନାହିଁ ତାହା ସହିତ ସରକାରଙ୍କ କହିବା ଅନୁସାରେ ଏହି ଥର ଖୋର୍ଦ୍ର ଚାଷୀ ଓ ନାମ ମାତ୍ର ଚାଷୀ ଆକାଉଣ୍ଟ କୁ 2 ହଜାର ଟଙ୍କା ଓ ଭୂମି ହିନ ମାନଙ୍କୁ 5 ହଜାର ଟଙ୍କା ପଠାଯାଇଛି ଯଦି ଆପଣ ଭୂମିହୀନ ଚାଷୀ ତାହାଲେ ଆପଣ ନିଶ୍ଚିତ ନିଜର ବ୍ୟାଙ୍କ ଆକାଉଣ୍ଟ ଚେକ୍ କରନ୍ତୁ ଆପଣଙ୍କର ପଇସା ଆସିଛି କି ନାହିଁ ।

ଏହି ପଇସା ଆସିବା ପ୍ରୋସେସିଙ୍ଗ ଟିକେ ସ୍ଲୋ ହୋଇଥାଏ ଯାହାକି ପ୍ରାୟ 2 ରୁ 3 ଦିନ ଲାଗିଥାଏ ସମ୍ପୂର୍ଣ୍ଣ ଚାଷୀ ମାନଙ୍କ ଆକାଉଣ୍ଟ କୁ ପଇସା ପଠାଇବା ପାଇଁ ସେଥି ପାଇଁ ଆପଣ ମାନେ କୌଣସି ଚିନ୍ତା କରନ୍ତୁ ନାହିଁ ଆଉ 2 ରୁ 3 ଦିନ ଅପେକ୍ଷା କରନ୍ତୁ ଆପଣଙ୍କ ଆକାଉଣ୍ଟ୍ କୁ ନିଶ୍ଚିତ ପଇସା ଆସିଯିବ ଏବଂ ଯଦି ଆପଣଙ୍କର ଆକାଉଣ୍ଟ୍ କୁ ପଇସା ଆସି ସାରିଛି କମେଣ୍ଟ ରେ ଜଣାନ୍ତୁ ।

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.