Breaking News

Kalia ଯୋଜନାର ଭୂମିହୀନ ଚାଷୀଙ୍କ ଫୁଣି ମିଳିବ ଟଙ୍କା, ଯଦି ଆପଣ ମାନେ ଟଙ୍କା ପାଇନାହାଁନ୍ତି ତାହାଲେ କରନ୍ତୁ ଏହି କାମ !

ନମସ୍କାର ବନ୍ଧୁଗଣ ଏବେ କାଳିଆ ଯୋଜନା ରେ ଭୂମି ହିନ ଚାଷୀ ମାନଙ୍କ ପାଇ ଆବେଦନ ସାଇଟ ବାହାରିଛି ଯେଉଁ ଭୂମି ହେଉଛି ହିନ ଚାଷୀ ମାନେ କାଳିଆ ଯୋଜନା ରେ ଟଙ୍କା ପାଇ କରୁନାହାନ୍ତି ସେମାନେ ଗ୍ରିଭିୟା ସାଇଟ ଯାଇକି ଆବେଦନ କରି ପାରିବେ | ବନ୍ଧୁଗଣ କେମିତି ଘରେ ବସିକି ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ ସବୁ କିଛି ର ବିବରରି ଚାଲନ୍ତୁ ଜାଣିବା ଆପଣ ମାନେ ଧ୍ୟାନ ରଖିବେ ଯଦି ଆପଣ ମାନକର ଜମି ଅଛି କିନ୍ତୁ ଆପଣ ମାନକର କାଳିଆ ଯୋଜନାରେ ଭୂମି ହିନ ପଡ଼ିଯାଇଛି ତାହେଲେ ଆପଣ ଯେତେବେଳେ ଆବେଦନ କରୁଛନ୍ତି ସେଠି ଆପଣ ମାନେ କୃଷକ କଟାଗୋରୀ ରେ ଛୋଟ ମର୍ଜିନମା କରି ପାରିବେ | ଏବଂ ଆପଣ ମାନେ ଡକମେଣ୍ଟ ଦେଇକିରି ସବମିଟ୍ କରିନେବେ |

ଯଦି ଆପଣ ମାନଙ୍କର ଜମି ନାହିଁ ତେବେ ଆପଣ ସିଧସଳଖ ଭୂମିହୀନ ରେ ଆବେଦନ କରି ପାରିବେ ଆପଣ ମାନେ ଏହି ନିଜ ଫୋନ ହେଉ ବା କମ୍ପ୍ୟୁଟର ରେ କ୍ରୋମ୍ ଖୋଲି ଗୁଗଲ ରେ ସର୍ଚ୍ଚ କରିବେ କରି ଖୋଳିବା ପରେ ସେଥିରେ କାଳିଆ ଯୋଜନା ସର୍ଚ୍ଚ କରିବେ କଲା ପରେ ପ୍ରଥମ ୱେବସାଇଟ ରେ କ୍ଲିକ୍ କରିବେ | ପରେ ଆପଣ ମାନକୁ ଆଧାର କାର୍ଡ ନମ୍ୱର୍ ଦବାକୁ ପଡିବ ଦେଲା ପରେ ସୋ ଉପରେ କ୍ଲିକ୍ କରିବେ ସାଙ୍ଗମାନେ ଏଠି ଆପଣ କର ପର୍ଶିନାଲ୍ ବିବରଣୀ ଦେଖେଇବା ତା ସହିତ ଆପଣ ଙ୍କର ରିସେପ୍ସନ ସୋ କରିବା ଯଦି ରେସେପ୍ସନ ସୋ କରେ ତେବେ ଆପଣ ଙ୍କର ପଇସା ଆସିବ ନାହିଁ |

ପରେ ଆପଣ ଅନଲାଇନ୍ ରେ ଆବେଦନ ଉପରେ କ୍ଲିକ୍ କରି ପାରିବେ ତା ପରେ ଆଧାର କାର୍ଡ ନମ୍ୱର୍ ଦେବେ ଦେଲା ପରେ ରାସନ୍ କାର୍ଡ ନମ୍ୱର୍ ଦେବେ ଦେଲା ପରେ ଆପଣ ସୋ ଉପରେ କ୍ଲିକ୍ କରିବେ ସାଙ୍ଗମାନେ ତାପରେ ଆପଣ ଯଦି ଭରିଦିକେସନ କରିନଥିବା ତାହେଲେ ଆପଣ କୁ ଭରିଫିକେସନ ସୋ କରିବା ତା ହେଲେ ଆପଣ କୁ ଭରିଫିକେସନ ରେ କ୍ଲିକ୍ କରି ଆପଣ କ ରେଜିଷ୍ଟର ନମ୍ୱର୍ କୁ otp ଯିବା ତାକୁ ଦେଇକିରୀ ଭେରିଫାଏ କରିନେବା କଲା ପରେ ଆପଣ କୁ ସବୁ ବିବରଣୀ ଦେଖେଇବ | ତାପରେ ସେଠୁ ଗାଁ ନାମ ଦିଆଯାଇନଥିବା ସେଲେକ୍ଟ ଉପରେ କ୍ଲିକ୍ କରି ଆପଣ ଆକାଉଣ୍ଟ ନମ୍ୱର୍ ଦେବେ ଯଦି ଆପଣଙ୍କର ପଇସା ଆସିନାହିଁ ତେବେ ଟ୍ରାଞ୍ଜାକ୍ସନ ଉପରେ କ୍ଲିକ୍ କରିବେ ତା ପରେ ଇନଷ୍ଟଲ୍ମେଣ୍ଟ ନୋ ରେ କ୍ଲିକ୍ କରିବେ ତା ପରେ ଆପଣ କ ଆଧାର କାର୍ଡ ରେ ନାମ ଠିକ୍ ଅଛି ନାହିଁ ଦେଖି ନେବେ |

ତାପରେ ଜେଣ୍ଡାର ସୋ କରିବ ତାପରେ ଆପଣ ଏଠି ମ୍ୟାରେଡ କି ଅନ ମ୍ୟରେଡ ଲେଖିବେ ତା ପରେ ସେଠି ଥିବା ସବୁ ପ୍ରଶ୍ନ ର ଉତ୍ତର ଦେବେ ତାପରେ ବ୍ୟାଙ୍କ୍ ର ସବୁ ବିବରଣୀ ଦେବେ ତାପରେ କୃଷକ କାଟାଗୋରି ରେ କ୍ଲିକ୍ କରିବେ | ଯଦି ଆପଣ ଚାଷୀ ତ ଆପଣ କର ଭୁଲ ବସତ ଭୂମି ହିନ ପଡିଯାଇଥାଏ ଆପଣ ମାନେ ଚାହିଁଲେ ନାମ ମାତ୍ର କୁ କ୍ଷୁଦ୍ର ଚାଷୀ ରେ କ୍ଲିକ୍ କରି ଆପଣ ଏଠି ସବୁ ବିବରଣୀ ଦେଇ ସବମିଟ କରିନେବା |

ଯଦି ଆପଣ ଭୂମିହୀନ ଚାଷୀ ଆପଣ କର ପଇସା ଆସିନାହିଁ ତ ଆପଣ ମାନେ ଏଠି ଭୂମି ହିନ ଦେବେ ତା ପରେ ଆପଣ କ ରାସନ୍ କାର୍ଡ ରେ ଯେଉଁ ନାମ ଅଛି ତାହା ସୋ କରିବା ତାପରେ ଆପଣନଙ୍କ ଏ ଅପଲୋଡ଼ ଡକୋମେଣ୍ଟ ଏଠି ଆପଣ ମାନେ ଫଟ ବ୍ୟାଙ୍କ୍ ବହି ତ ସହିତ ଜାନୁୟାରୀ ରୁ ସେପ୍ଟେମ୍ବର ଯାଏ ଥିବା ଷ୍ଟେଟ୍ମେଣ୍ଟ ଦେବେ ଏହା ପରେ ଏଠି ଜବ କାର୍ଡ ଅପଲୋଡ଼ କରିନେବା ଏହା ପରେ ଆପଣ କର ପୁର ହୋଇଯିବ ଆବେଦନ |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.