Breaking News

କଳାସୂତା ଗୋଡ଼ରେ ବାନ୍ଧିଲେ ମିଳିଥାଏ ଆଶ୍ଚର୍ଯ୍ୟ ଜନକ ଫାଇଦା ଯାହାକୁ ଜାଣିଲେ ଆପଣ ନିଶ୍ଚୟ ବାନ୍ଧିବେ …

ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁଯାୟୀ ସନ୍ତାନ ଜନ୍ମ ନେଲା ପରେ ଘରେ ବଡ ମାନେ ତାଙ୍କୁ କଳା ଟୀକା କଳା ସୁତା ତଥା ନଜର ନ ଲାଗିବା ନିମନ୍ତେ ଏଭଳି କିଛି କାର୍ଯ୍ୟ ନିଶ୍ଚିନ୍ତ କରିଥାନ୍ତି । ମାତ୍ର ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହା ପଛର ରହସ୍ୟ କଣ ଅଟେ । ଆମେ ସମୟ ସହିତ ଆଗକୁ ବଢ଼ି ଚାଲିଚୁ ମାତ୍ର ପୁରୁଣା ରୀତି ନୀତି କାର୍ଯ୍ୟ ଆଦି ଭୁଲି ଯାଉଛୁ। ଏହା ଫଳରେ ଏହା ର ପ୍ରଭାବ ଆମର ସଂସ୍କୃତି ଉପରେ ପଡୁଛି।

ମାତ୍ର ଆଜି ଆମେ ଯେଉଁ ସମାଜ ରେ ରହୁଛୁ ସେଥିରେ ଛଳନା କପଟ ଲାଳସା କ୍ରୋଧ ଏବଂ ହିଂସା ଯେପରି ଭାବନା ଲୋକ ଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ । ଏହି ଭଳି ଆମର ଗୁରୁଜନ ମାନଙ୍କ ଠାରୁ ବୁଝା ଯାଇଥିବା କଥା ହିଁ ଆମର କାମ ରେ ଆସେ।ଆସନ୍ତୁ ଜାଣିବା କଳା ଫିତ ବନ୍ଧିବର ଫାଇଦା କଣ ହୋଇଥାଏ। କଳା ରଙ୍ଗ ନକାରାତ୍ମକ ଉର୍ଯା କୁ କମ୍ କରିଥାଏ । କଳା ନଜର ରୁ ବଞ୍ଚିବା ପାଇଁ କଳା ଫିତା କଳା କପଡା ଏବଂ କଳା ଟୀକା ର ପ୍ରୟୋଗ କରିଥାଏ।

ଏଥି ମଧ୍ୟରୁ କଳା ଫିତା ଅଧିକ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କ ଘରେ ଝଗଡ଼ା ଲାଗୁଛି ତେବେ ଆପଣ ଶନିବାର ଦିନ ଶନି ମନ୍ଦିର ଯାଇ ଏକ ମିଟର ଫିତା ରେ ୧୦୮ ଗଣ୍ଠି ପକାଇଦିଆନ୍ତୁ । ପ୍ରତେକ ଗଣ୍ଠି ପକାଇବା ସମୟ ରେ ଓଁ ଶନି ଶ୍ଚରାୟ ନମଃ କୁହନ୍ତୁ । ଆପଣ ଘରେ ମଧ୍ଯ ଏହି ଉପାୟ ରେ କରିପାରିବେ । ଏହା ପରେ ଏହି ସୁତା କୁ ଆପଣଙ୍କ ଘରର ମୁଖ୍ୟ ଦୁଆର ରେ ବନ୍ଧିଦିଆନ୍ତୁ। ଏହା କଲେ ଆପଣ ଙ୍କ ଘର ଉପରକୁ ଖରାପ ନଜର ଏବଂ ନକାରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ ।

ତେବେ ଯଦି ଆପଣ ଙ୍କ ଘର ର ସଦସ୍ୟ ଙ୍କ ସ୍ବାସ୍ଥ୍ୟ ସବୁବେଳେ ଖରାପ ରହିଥାଏ ଏବଂ ତାଙ୍କୁ କୌଣସି ନା କୌଣସି ସମସ୍ୟା ର ସମାଧାନ କରିବାକୁ ପଡ଼ିଥାଏ ତେବେ ଏଥିପାଇଁ କଳା ସୁତା କୁ ମନ୍ଦିର କୁ ନେଇ ଟିକେ ସିନ୍ଦୂର ଲଗାଇ ରଖିଦିଅନ୍ତୁ । ଏହା ପରେ ଏହାର ପର ଦିନ ସ୍ୱଚ୍ଛ ହୋଇ ଘର ଲୋକ ଙ୍କର ପାଦ ରେ ବାନ୍ଧିଦିଅନ୍ତୁ | ଏହା ଦ୍ବାରା ତାଙ୍କର ଆଖ ପାଖ ରୁ ନକାରାତ୍ମକ ଊର୍ଯା ଦୂରେଇ ରହିବା | କାହା ର ଖରାପ ନଜର ଛୁଇଁ ପାରିବ ନାହିଁ।

ଗର୍ଭଭତି ମହିଳା ମାନଙ୍କୁ ସାଧାରଣ ତ ନଜର ଲଗାଯାଇଥାଏ | ଆପଣ ମହିଳା ଙ୍କ ଚାରିପଟେ କଳା ସୁତା କୁ ମହିଳା ଙ୍କ ଚାରିପାଖ ରେ ବୁଲାଇ ଆଣି ସେହି ସୂତା କୁ ବରଗଛ ଅଥବା ନଦୀ ରେ ବିସର୍ଜନ କରିଦିଅନ୍ତୁ । ଏହି ଉପାୟ ପିଲା ଜନ୍ମ ହେବ ପର୍ଯ୍ୟନ୍ତ କରନ୍ତୁ । ଏହା କରିବା ଦ୍ୱାରା ଗର୍ଭଭତି ମହିଳାଙ୍କ ଆଖ ପାଖ ରେ ନକାରାତ୍ମକ ଶକ୍ତି ଆସିପାରିବ ନାହିଁ।

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.