Breaking News

କଳା ତାଜମହଲ ଆପଣ ଦେଖିଛନ୍ତି କି ! ଏହି ବଡ଼ କାରଣ ପାଇଁ ତିଆରି ହୋଇଥିଲା ତାଜମହଲ ?

ଆଗ୍ରାସ୍ତିତ ତାଜମହଲ ତାର ସ୍ଵନ୍ଦର୍ଯ୍ୟ ଓ ସୋନ୍ଦର୍ଯ୍ୟ ସ୍ଥିତ କାହାଣୀ ପାଇଁ ବିଶ୍ୱ ପ୍ରସିଦ୍ଧ କିନ୍ତୁ ଆପଣ କେବେ କଳା ତାଜମହଲ ବିଷୟ ରେ ଶୁଣିଛନ୍ତି କି ଯାହା କେବଳ ଏକ ରହସ୍ୟ ହୋଇ ରହିଯାଇଛି କେଉଁଠାରେ ଅଛି ଏହି କଳା ତାଜମହଲ ଆସନ୍ତୁ ଜାଣିବା |ଏହି କାହାଣୀ ମସହୁର୍ ରାଜା ଶାହାଜାହାନ ଙ୍କ ଯିଏ ନିଜର ପତ୍ନୀ ଙ୍କୁ ପ୍ରାଣ ଦେଇ ଅଧିକ ଭଳପାଉଥିଲେ ଏବଂ ମମତାଜ ଙ୍କର ସ୍ମିତି ରେ ଏକା ମନ୍ଦିର ସ୍ଥାପନ କରିଥିଲେ ଯାହା ଆଜି ତାଜମହଲ ନାମରେ ବିଶ୍ୱ ପ୍ରସିଦ୍ଧ |

ଶାହାଜାହାନ ମମତାଜ ଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ନିଜକୁ ମମତାଜ ଙ୍କ ଛାଇ ବୋଲି ମାନୁଥିଲେ ଏବଂ ଛାଇ ର ରଙ୍ଗ କଳା ହୋଇଥିବା ରୁ ଶାହାଜାହାନ ତାଜମହଲ ର ଠିକ୍ ପଛକୁ ଏକ କଳା ତାଜମହଲ ନିର୍ମାଣ କରିବାକୁ ଚିନ୍ତା କରିଥିଲେ ଯେଉଁଠାରେ ଶେ ନିଜର କବର ରଖିବାକୁ ଇଚ୍ଛା ପ୍ରକଟ କରିଥିଲେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଳା ତାଜମହଲ କେବେବି ତିଆରି ହୋଇପାରିଲା ନାହିଁ ।

କାରଣ ଶାହାଜାହାନ ଙ୍କ ପୁତ୍ର ଓରଙ୍ଗେବ ରାଜ ଗାଦି ଲାଳସାରେ ନିଜ ପିତା ଙ୍କୁ ହିଁ ଜେଲ ରେ ଭର୍ତ୍ତି କରି ଦେଇଥିଲା ଏବଂଏହି ନୂଆ ତାଜମହଲ ର ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିଲା | ସେହି ଜେଲ ରେ ଶାହାଜାହାନ ଙ୍କ ମୃତୁ ପରେ ଓରଙ୍ଗେଦେବ ତାଙ୍କ ତାଜମହଲ ପାଖରେ ପୋତି ଦେଇଥିଲା । ଜଦି ଓରଙ୍ଗେଡେବ ନିଜ ପିତା ଙ୍କ ଇଛା ପୂରଣ କରିଥାନ୍ତା ତାହେଲେ ଆଜି ବୋଧେ ତାଜମହଲ ପଛରେ ଆଉ ଏକ କଳା ତାଜମହଲ ରଖିବାକୁ ମିଲିଥାନ୍ତା।

ପ୍ରସିଦ୍ଧ ଲେଖକ ଅହମଦ ଙ୍କ ପୁସ୍ତକ ତାଜମହଲ ଓ ମମି ମହଲ ରେ ଶାହାଜାହାନ ଙ୍କ ଇଛା ଓ ତାଙ୍କର ମୃତୁ ର ସମ୍ପୂର୍ଣ୍ଣ ଘଟଣା ଆଜି ବି ଲେଖା ହୋଇ ରହିଛି । ୨୨ଜାନୁଆରୀ ୧୯୬୬ ମସିହା ରେ ଶାହାଜାହାନ ଙ୍କ ମୃତୁ ଘଟିଲା ସେଦିନ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଜୋର୍ ସୋର୍ ରେ କର୍ଯ୍ୟ ଚାଲିଥିଲା । ଓରଙ୍ଗେଦେବ ଯଥା ଶୀଘ୍ର ତାଙ୍କର ପିତା ଙ୍କ ଅନ୍ତିମ ସଂସ୍କାର କରିଦେବାକୁ ଚାହ୍ନୁଥିଲା |

ସେତେବେଳେ ଶାହାଜାହାନ ଙ୍କ ଝିଆ ଯାହା ଆରମ ବାଗମ୍ ଙ୍କ ଆଦେଶ କ୍ରମେ ୨ଟି ବ୍ୟକ୍ତିଙ୍କୁ ଡକାଗଲା । ଶାହାଜାହାନ ଙ୍କୁ ଯେଉଁଠାରେ ପୋତାଯାଇଥିଲା ସାଇଥାରେ ତାଙ୍କର ଶବ କୁ ପୋତି ବାହାର କରିଦିଆଗଲା । ଏବଂ ତାଙ୍କୁ ଏକା ବନ୍ଦ କୋଠରୀ କୁ ନିଆଗଲା ଏବଂ ତାଙ୍କୁ ଏକ ବନ୍ଦ କୋଠରୀ କୁ ନିଆଗଲା ଯେଉଁଠାରେ ନିଜର କଫନ୍ କୁ ସ୍ନାନ କରାଇ କଫେନ୍ ପିନ୍ଧାଇ ଦିଆ ଗଲା ଏବଂ ଏକା ଚନ୍ଦନ ର ସିନ୍ଦୁକ ମଧ୍ୟ ରେ ଶାହାଜାହାନ ନକର ଶବ କୁ ଘୋଡାଇଦିଆଗଲା

ଏହା ପରେ ସେହି କୋଠରୀ ର ଝରକା ଖୋଲି ଦିଆଗଲା ଏବଂ କୋଠରୀ ର ଦ୍ଵାରା କୁ ବନ୍ଦ କରିଦିଆଗଲା ଶାହାଜାହାନ ଙ୍କ ଅନ୍ତିମ ସତ୍କାର ପାଇଁ ସହ ଆର ବାଗୁମ୍ , ସୋୟାଦ ଅହମଦ କାହ୍ନୁଚି ଏବଂ କ୍କାଜି କୂର୍ବନ୍ ଅକବରବହା କୁ ଦକିଦେଲେ ସେହି ଦୁଇଜଣ ଆସିବ ପରେ ସାହି ବନ୍ଦ କୋଠରୀ ର ଦ୍ଵାରା ଖୋଲିଦେଇ ସିନ୍ଧୁକ ଭିତରେ ଥିବା ଶବ କୁ ବାହାରକୁ ଅଣାଗଲା |

ଓ ପରେ ରାଜା ଉଆସରେ ନୀତି ଅନୁସାରେ ଶାହାଜାହାନ ଙ୍କୁ ମମତାଜ୍ ଙ୍କ ସମାଧି ନିକଟରେ କବର ଦିଆଗଲା ।ଆପଣ ମାନେ ସମସ୍ତେ ଇତିହାସ ରୁ ଜାଣିଥିବେ ଓରଙ୍ଗ୍ ଦେବ୍ ଏକା କୃଢ଼ ଶାସକ ଥିଲେ ଜେ ନିଜ ର ପିତା ର ଶେଷ ଇଛା କୁ ମଧ୍ୟ ପୂରଣ କରିନଥିଲା |

ଯିଏ ମଧ୍ୟ ନିଜ ପିତା ଙ୍କ ଶେଷ ଇଛା କୁ ମଧ୍ୟ ପୂରଣ କରିନଥିଲା ।ସେ ତାଙ୍କ ପିତା ଙ୍କ ଶେଷ ଇଚ୍ଛା କୁ ଏକ ଅଯଥା ଖର୍ଚ୍ଚ ମାନୁଥିଲେ ଏବଂ ଲଗାତାର ଯୁଦ୍ଧ ହୋଇଥିବାରୁ ତ ରାଜା କୋଷ ରୁ ଧନ ରତ୍ନ ର ଅଭାବ ଥିଲା ବୋଲି କହୁଉଥିଲା ।ବାସ ଏହି ସବୁ ଛଳ କରି ଓରାଙ୍ଗେଦେବ କଳା ତାଜମହଲ କୁ ରଖିଥିଲା।

ଏହିଭଳି ଭାବେ ମଶୁର ରାଜା ଶାହାଜାହାନ ଙ୍କ କଳା ତାଜମହଲ ଏକ ରହସ୍ୟ ହୋଇ ରହିଗଲା । ତେବେ ଦର୍ଶକବନ୍ଧୁ ଆପଣମାନେ କଣ ଭାବୁଛନ୍ତି ଓରଙ୍ଗ ଦେବ୍ ଙ୍କ ଅହି ଭଳି କାର୍ଯ୍ୟ ଏବଂ ଅହି ସବୁଚିନ୍ତା ଧାରା କଣ ଠିକ୍ ଥିଲା । ଆପଣମାନଙ୍କ ମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜାଣନ୍ତୁ ।

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.