Breaking News

କଳା ସୂତା ବାନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣିଲେ ବିଶ୍ଵାସ ବି କରି ପାରିବେନି !

ଦର୍ଶକବନ୍ଧୁ ଆମେ ମାନେ ଦେଖିଥିବା ଶିଶୁଟି ଜନ୍ମ ଗ୍ରହଣ କଲାପରେ ନବଜାତ ଶିଶୁକୁ ଘର ଲୋକ କଳାଟୀକା କଳା ଫିତା ଆଦି ଲଗାଯାଏ ଯାହା ଫଳରେ କାହାର ନଜର ନଲାଗିବ ଆଜି କଲି ଆମେ ମାନେ କାର୍ଯ୍ୟ ବେସ୍ତ ଓ ଏତେ ଅଧାନିକ ହୋଇଯାଇଛି ଆମେ ନିଜର ପୁରାତନ ନୀତି ଧର୍ମ କାର୍ଯ୍ୟ ନିୟମ ଆଦି ଭୁଲି ଯାଉଛନ୍ତି ଯାହାର ପ୍ରଭାବ ସଂସ୍କୃତି ଉପରେ ପଡୁଛି ଆଜି ଆମେ ଯେଉଁ ସମାଜରେ ବାଢୁଛନ୍ତି |

ଏଥିରେ ଲୋକ ମାନଙ୍କ ମନରେ ଛଳନା ,କପଟ ଲାଳସା କ୍ରୋଧ ଓ ଇଚ୍ଛା ଯେପରି ଭାବନା ରହିଥାଏ ଏପରି ପରିସ୍ତିସ୍ଥିରେ ଆମେ ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା କିଛି କଥା କାମରେ ଆସିଥାଏ ତେବେ ଏପରି କିଛି ଉପାୟ ଅଛି ନିଜେ ଯାହା କରିବା ଦ୍ୱାରା ଆପଣଙ୍କ ଭିତରେ ଥିବା ନକରତ୍ମକ ଶକ୍ତି ବାହାରି ଯାଇଥାଏ |

ଯଦି ଆପଣାକୁ ଲାଗୁଛିକି ଆପଣଙ୍କ ଉର୍ନତି ପଛରେ କାହାର ନଜର ଲାଗିଯାଉଛି ଓ ଆପଣଙ୍କ ପରିବାରର ସୁଖ ଓ ଶାନ୍ତି ଉପରେ କାହାର ନଜର ଲାଗିଛି ତେବେ ଆପଣ ଏହି ଉପୟ କରିବା ଦ୍ୱାରା ଏହା ଦୂର ହୋଇଥାଏ ତେବେ ଜାଣନ୍ତୁ କଲା ଫିତା କାହିଁକି ବନ୍ଧା ଯାଏ ଓ ଏହା ବିନ୍ଧିବା ଦ୍ୱାରା କଣ ଲାଭ ହୋଇଥାଏ |

ଯଦି ଆପଣଙ୍କ ଘରେ କଳହ କିମ୍ୱା ଅସନ୍ତି ଲାଗିରହେ ତେବେ ଏକ ମିଟର କଲା ଫିତା ନେଇ 108ଗଣ୍ଠି ପକାଇ ପ୍ରତେକ ଗଣ୍ଠି ପକେଇବା ସମୟରେ ” ଓଁ ସନିଶ୍ଚରାୟ ନମଃ ” କହିବେ ଏହା ଆପଣ ଶନି ମନ୍ଦିର ହୁ କିମ୍ୱା ଘରେ କରିପାରିବେ ଏହା ପରେ ଏହାକୁ ନେଇ ଘରର ମୁଖ୍ୟ ଦ୍ୱରରେ ଟଙ୍ଗେଇବେ ଯାହା ଫଳରେ କୌଣସି ନକରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିବା ନାହିଁ |

ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଥାନ୍ତି ତେବେ କଲା ଫୀତାକୁ ମନ୍ଦିରକୁ ନେଇ ସିନ୍ଦୁର ଲଗାଇ ଆଣିବେ ତାପରେ ଏହି ଫିତାକୁ ଗୋଡ଼ରେ ବାନ୍ଧି ଦେବେ ସେ ଶୀଘ୍ର ଭଲ ହୋଇଯିବେ |

ଯଦି ଗର୍ଭବତୀ ମନକୁ ନଜର ଲାଗିଥାଏ ତାଙ୍କ ଗର୍ଭରେ ଥିବା ଶିଶୁକୁ ସମସ୍ତେ ନଜର ପକାଇଥାନ୍ତି ତେଣୁ ଗର୍ଭବତୀ ମାପରେ ଫିତାକୁ 3 ଥର ତାଙ୍କ ଗର୍ଭରେ ବୁଲାଇବେ ଓ ସେହି ଫିତାକୁ ନେଇ ବରଗଛ ପାଖରେ ଥିବା ନଦୀରେ ଵିସର୍ଜନ କରିଦେବେ ଶିଶୁଟି ଜନ୍ମ ହେଲା ପର୍ଯ୍ୟନ୍ତ ନଜର ଲାଗିନଥାଏ କଲା ଫିତାକୁ ନଦୀ କିମ୍ବା ବରଗଛ ତଳେ ଵିସର୍ଜନ କରିବେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.