Breaking News

କଳା ଯାଇ ଶରୀରର ଏହି ଜାଗାରେ ଥିଲେ ଭାଗ୍ୟବାନ ହୋଇଥାନ୍ତି, Samudrika Sastraରେ ରହିଛି ସବୁ ରହସ୍ୟ ବିଷୟରେ… ଜାଣନ୍ତୁ

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସଂସାରରେ ସବୁ ମନୁଷ୍ୟ ଙ୍କ ଠାରେ କଳା ଯାଇ ଦେଖାଯାଏ ।ଏହି କଳା ଯାଇ ଆପଣଙ୍କର ଭାଗ୍ୟ ଭବିଷ୍ୟତ ଶୁଭତା ଏବଂ ଜୀବନରେ କେତେକ ସଫଳତା ମିଳିବ ତାହା ଦର୍ଶାଇ ଥାଏ । ଶରୀରରେ ଥିବା ସମସ୍ତ କଳା ଯାଇ ଆପଣଙ୍କର ଶୁଭ ହେବ ଏବଂ ଆପଣଙ୍କୁ ଲାଭ ଦେବ ଏହା ବିଲକୁଲ ଠିକ୍ ନୁହେଁ। ସାମୁଦ୍ରିକ ଶାସ୍ତ୍ର ରେ ଏମିତି ବହୁତ୍ କଥା ଅଛି ତାହା କଳା ଯାଇ ସହିତ କେତେ ରହସ୍ୟ ଯୋଡ଼ି ହୋଇ ରହିଛି ଯଦି ଆପଣ କୌଣସି ବ୍ୟକ୍ତି ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି ସେ କେତେ ଭାଗ୍ୟ ଶାଳୀ ଅଟେ ତାହେଲେ ଏହା କୁ ପଢନ୍ତୁ ।

ଆଊ ଗୋଟେ ଗୁରୁତ୍ୱ ପୂର୍ଣ୍ଣ କଥା କହିବାକୁ ଯାଉଛୁ କଳା ଯାଇ ଜନ୍ମ ରୁ ଆପଣଙ୍କ ଶରୀର ରେ ରହିଥାଉ କିମ୍ବା ବୟସ ବଢିବା ସହିତ କଳା ଯାଇ ଉତ୍ପନ୍ନ ହୋଇଥାଉ ୨ଟି ଯା କ ମହତ୍ଵ ପୁରା ପୁରି ସମାନ ଅଟେ ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ରେ କଳା ଯାଇ ଓ ତାର ସ୍ଥାନ ବିଷୟରେ କଣ କୁହାଯାଇଛି ସେଥି ପାଇଁ ପୋଷ୍ଟ ଟିକୁ ଭଲ ଭାବରେ ପଢନ୍ତୁ ।

ନମ୍ବର ୧. ସାମୁଦ୍ରିକ ଶାସ୍ତ୍ର ମତ ରେ ନାକ ଉପରେ କଳା ଯାଇ ଥିବା ବ୍ୟକ୍ତି ସ୍ଵାଭିମାନୀ ହୋଇ ଥାନ୍ତି ସେ ସବୁ ବେଳେ ଦୃଢ଼ ଇଚ୍ଛା ଶକ୍ତି ଦ୍ଵାରା ଆଗକୁ ବଢ଼ି ଥାନ୍ତି ଏ ମାନଙ୍କର ସ୍ଵଭାବ ଟିକେ ନଖରା ଦେଖେଇଲା ଭଳି ହୋଇ ଥାଏ କିନ୍ତୁ ଏମାନଙ୍କର ମନ ସଫା ହୋଇ ଥାଏ ମହିଳା ହୋଉ କି ପୁରୁଷ ଏମାନେ ନିଜ ଜୀବନ ମାର୍ଗ ରେ ପ୍ରଗତି ସହିତ ବଢି ଥାନ୍ତି ଯାହା କୁହନ୍ତି ସେ ସବୁ ନିଶ୍ଚିତ କରନ୍ତି ।

ନମ୍ବର ୨. ଶାସ୍ତ୍ର ଅନୁସାରେ ଅପନଙ୍କ ହାତ ପାପୁଲି ମଝି ରେ କଳା ଯାଇ ରହିବା ଏହି ବ୍ୟକ୍ତି ଙ୍କୁ ଶୁଭ ମନାଯାଏ ଏମାନଙ୍କର କୌଣସି କାର୍ଯ୍ୟ ରୋକି ନଥାଏ ଏ ମାନଙ୍କର ଧନ ର ଅଭାବ କେବେ ହୁଏ ନାହିଁ ଏମିତି ବ୍ୟକ୍ତି ସ୍ୱଭବରେ ମନ ମୋହିନେଲା ଭଳି ହୋଇ ଥାନ୍ତି ।

ନମ୍ବର ୩.ଗୋଡର ପାଦ ଆଙ୍ଗୁଠିରେ କଳା ଯାଇ ରହିଥିଲେ ସମୁଦ୍ରୀ କ ଶାସ୍ତ୍ର ଅନୁସାରେ ଏମିତି ବ୍ୟକ୍ତି ଙ୍କୁ ଭାଗ୍ୟ ଏବଂ ଧନର ଲାଭ ନିଶ୍ଚୟ ହୋଇ ଥାଏ ଏମିତି ବ୍ୟକ୍ତି ବୁଲା ବୁଲି କରିବାରେ ବହୁତ୍ ଇଚ୍ଛା ରଖି ଥାନ୍ତି ଏହି କାରଣ ରୁ ଏମାନଙ୍କର ପାଖରେ ଧନ ରୁହେ ନାହିଁ ଏମାନେ ଜୀବନକୁ ବହୁତ୍ ଉପଭୋଗ କରିଥାନ୍ତି ମନରୁ ଚଞ୍ଚଳ ହୋଇ ଥାନ୍ତି ଜୀବନକୁ ମଜା ମସ୍ତି ରେ କାଟି ଥାନ୍ତି ।

ନମ୍ବର୪. ସାମୁଦ୍ରୀ କ ଶାସ୍ତ୍ର ମତରେ ହାତ ମଝିରେ କଳା ଯାଇ ଥିଲେ ସେହି ବ୍ୟକ୍ତି କର୍ମ ଏବଂଭାଗ୍ୟ ୨ଟି ରେ ଧନି ହୋଇ ଥାନ୍ତି।ନିଜ ଭାଗ୍ୟ ନିଜେ ଲେଖନ୍ତି ଏମାନକର ଜନ୍ମଯେଉଁଠି ହେଉଥାଉ ନା କାହିଁକି।ସେମାନେ ଏହି ଚିହ୍ନ ଦ୍ଵାରା ଆଗକୁ ବଢିବା ଓ ସଫଳତା ପାଇ ବାରେ ସାହାଯ୍ୟ କରେ ଏହି ବ୍ୟକ୍ତି ଜୀବନରେ କେବେ ବି ପଛ କୁ ମୋଡ଼ି ଦେଖନ୍ତିଁ ନି ସବୁ ବେଳେ ନିଜ ସହିତ ଅନ୍ୟ କୁ ଆଗକୁ ନେଇଥାନ୍ତି ।

ନମ୍ବର ୫. ଗଳାରେ କଳା ଯାଇ ରହିବା ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଏମାନେ ବହୁତ୍ ବୁଦ୍ଧି ମାନ ହୋଇ ଥାନ୍ତି ଏମାନେ ନିଜ ବୁଦ୍ଧି ଦ୍ଵାରା ଧନ ଅର୍ଜନ କରି ଥାଆନ୍ତି ଯେଉଁ ମହିଳା ଙ୍କ ଗଳାରେ କଳା ଯାଇ ଥାଏ ସେମାନେ ସୋନନ୍ଦଜ୍ୟ ରେ ଧନୀ ହୋଇଥାନ୍ତି ଏମାନେ ସୋନନ୍ଦଜ୍ୟ ଓ ଚାଳକ ପାଇଁ ଜୀବନରେ ଅଧିକ ସଫଳତା ହାସଲ କରି ଥାନ୍ତି ।

ନମ୍ବର ୬.ସାମୁଦ୍ରିକ ଶାସ୍ତ୍ର ମତରେ କାନରେ କଳା ଯାଇ ଥିବା ଲୋକ ବିଚାର ଶାଳୀ ହୋଇଥାନ୍ତି ଏ ମାନେ ସଫଳତା ପ୍ରାପ୍ତକରିଥାନ୍ତି ସମସ୍ତଙ୍କ କଥା ଶୁଣି ନିଜର ବିଚାର ଅନୁସାରେ କାର୍ଯ୍ୟ କରି ଥାଆନ୍ତି ଏହି କାରଣ ରୁ ଏମାନଙ୍କ ନିଷ୍ପତ୍ତି କେବେ ବି ଭୁଲ ହୁଏ ନାହିଁ ।

ନମ୍ବର ୭.ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଓଠ ରେ ଯଦି କଳା ଯାଇ ଥାଏ ତେବେ ଏହା ଏପରି ସ୍ଥାନ ଅଟେ ଏହା କମ୍ ଲୋକ ଙ୍କପାଖରେ ଥାଏ ଏହି ବ୍ୟକ୍ତି ନିଜର ପରିଚୟ ନିଜେ ସୃଷ୍ଟି କରି ଥାଆନ୍ତି ଏମାନଙ୍କ କଥା ବହୁତ୍ ମଧୁର ହୋଇଥାଏ ଏମାନେ ନିଜ କଥା ଦ୍ଵାରା ସହଜ କରିପାରନ୍ତି ଏହାଥିଲା କଳା ଯାଇ କେଉଁ ଜାଗାରେ ଥିଲେ କଣ ହୋଇ ଥାଏ ।

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.