Breaking News

Kal Bhairav ମନ୍ଦିରର ଏହି ଚମତ୍କାରୀ ରହସ୍ୟ, ଯାହାକୁ ବୈଜ୍ଞାନିକ ମାନେ ବି ବୁଝି ପାରିଲେ ନାହିଁ, ଯୋଡ଼ି ଦେଲେ ହାତ…

ବୈଜ୍ଞାନିକ ମାନଙ୍କୁ ଭାରତରେ ଏକ ଏଭଳି ମନ୍ଦିର ବିଷୟରେ ଜଣାପଡ଼ିଲା ଶୁଣିଲେ ଆପଣ ଚକିତ ହୋଇଯିବେ ଭାରତ ରେ ଏଭଳି ଏକ ମନ୍ଦିର ଅଛି ଯିଏ କି ନିଜେ ନିଜେ ମଦ ପିଏ ଓ ସବୁ ରୁ ସବୁ ମଦ ପିଯାଇଏ ବୈଜ୍ଞାନିକ ମାନଙ୍କୁ ବିଶ୍ୱାସ ନ ହେବାରୁ ମନ୍ଦିର ପାଖକୁ ଗଲେ ଓ ମନ୍ଦିର ର ଚରିପଟକୁ ଖୋଳl ଖୋଳି କଲେ ଏମିତି କିଛି ଦେଖିଲେ ଦେଖି କରି ରହି ଗଲେ ।

ଭାରତ ର ଉଜେନ୍ ସହରର କାଳ ଭୈରବ ମନ୍ଦିର ଏହି ମନ୍ଦିର ମା କାଳେସ୍ୱର୍ ମନ୍ଦିର ପାଖରୁ ୫ କିଲୋମିଟର ପାଖରେ ଏହି ମନ୍ଦିର କୁ ଗଲେ ମନ୍ଦିରର ପାଖ ଦୋକାନ ରେ ମଦ ବିକ୍ରି ହେଉଥିବାର ଦେଖିବାକୁ ମିଳିଥାଏ ଏମିତି କିଛି ଏହି ମନ୍ଦିରର ଦୃଶ୍ୟ ଦେଖିକି ବିଜ୍ଞାନୀ ମାନେ ମୁଣ୍ଡ ନିଆଁଇ ଲେ କାଳ ଭୈରବ ମନ୍ଦିର ଏକ ତାନ୍ତ୍ରିକ ମନ୍ଦିର ଅଟେ ।

ଏହା ର ବିଶେଷ୍ବ ହେଉଛି ଏହି ଭଗବାନ ମୂର୍ତ୍ତୀ ମଦ ପିଅନ୍ତି ।ଏହି ଠାକୁରଙ୍କ ପାଖରେ ମଦ ପାତ୍ର ଲଗାଉ ଲଗାଉ ପାତ୍ର ଖାଲି ହୋଇଯାଏ ଏହି ମୂର୍ତ୍ତୀ ୧୦୦୦ ଲିଟର ମଦ ପିଥାନ୍ତି ଏହି ମନ୍ଦିର ର ପ୍ରସିଦ୍ଧ ହେଉଛି ମଦ କାଳ ଭୈରବ ନିଜେ ମଦ ପିଅନ୍ତି ଏହି ମଦ କୁଆଡେ ଯାଏ ଏପର୍ଯ୍ୟନ୍ତ ଖବର ନାହିଁ। ଏହି ମନ୍ଦିର ତନ୍ତ୍ର ମନ୍ତ୍ର ପାଇଁ ପ୍ରସିଦ୍ଧ ।

ଆଗରୁ ଏଠି କେବଳ ତାନ୍ତ୍ରିକ ମାନେ ଆସନ୍ତି ଏବେ ସବୁ ଲୋକ ଆସୁଛନ୍ତି ଏଠି ପଶୁ ବ-ଳି ଚଢ଼ାହୁଏ ଏବେ ବନ୍ଦ ଅଛି ଏଥି ଉତ୍ତର ପଟରେ ଗୋଟେ ପାତାଳୀ ଭୈରବୀ ଗୁମ୍ଫା ଅଛି ଏହି ମନ୍ଦିରର ଚାରି କାନ୍ଥରେ ଦେବା ଦେବୀ ଙ୍କ ମୂର୍ତ୍ତୀ ଅଛି ।

ସେଠି ବ୍ରାହ୍ମଣ ମନ୍ତ୍ର କରି ଗୋଟେ ଛୋଟ ପାତ୍ର ମଦ ପିଆଇ ଥାଆନ୍ତି ସଙ୍ଗେ ସଙ୍ଗେ୨ମିନିଟ ଭିତରେ ମଦ କୁଆଡେ ଯାଏ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି। ଥରେ ବ୍ରିଟିଶ ଶାସନ ସମୟରେ ଗୋଟେ ଅଫିସର ମଧ୍ୟ ଆସିଥିଲେ, ମନ୍ଦିର ଚାରିପଟେ ଖୋଲିଲେ ହେଲେ କିଛି ମିଳି ନଥିଲା ସିଏ ମଧ୍ୟ ଭକ୍ତ ବନି ଗଲେ ଏଠି ପ୍ରଶାସନ ପକ୍ଷ ରୁ ମଧ୍ୟ ମଦ ଭୋଗ ଲଗାଯାଏ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.