Breaking News

କାଲି କାର୍ତ୍ତିକ ପୂର୍ଣ୍ଣିମା ଏହି ପ୍ରସିଦ୍ଧ କଳାକାରଙ୍କ ମୃ-ତ୍ୟୁରେ ବରଣ କରିଛନ୍ତି, Ollywood ଜଗତରେ ଖେଳି ଯାଇଛି ଖେଳିଯାଇଛି ଶୋକର ଲହରୀ !

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ଦୁଃଖର ଖବର ସାମ୍ନାକୁ ଆସିଛି ଏହି ଅଭିନେତ୍ରୀଙ୍କର ପର ଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକର ଲହରୀ ଖେଳି ଯାଇଛି ତେବେ ଘରେ ହସ୍ପିଟାଲରେ ତାଙ୍କର ମୄ-ତ୍ୟୁ ବରଣ ଘଠିଥିଲା |

ଆମ ଦେଶ ହେଉଛି କଳାକାର ଓ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ନାଚ ହେଉ କୁମ୍ଭ ଗୀତ ସବୁଠାରୁ ଆଗରେ ଯଦି କାହାର ମୄ-ତ୍ୟୁ ହେବାର ଥିବ ତାଙ୍କୁ ଯିଏ ଯେତେ ଅଟକାଇ ରଖିଲେ ମଧ୍ୟ ରଖିପାରିବେ ନାହିଁ | ଯଦି ସେଲିବ୍ରେଟି ହୁହନ୍ତି ତାଙ୍କ ପାଇଁ ସମସ୍ତେ ଦୁଃଖ ପ୍ରକାଶ କରିଥାନ୍ତି କାରଣ ସେ ନଜିର କଳାକୁ ହରାଇ ବସିଥାନ୍ତି |

ଚିରା ନିଦ୍ରାରେ ଏହି ପ୍ରସିଦ୍ଧ ଗାୟିକା ଲତା ଗଲେ ସୋମବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ଏକ ଘେରେଇ ହସ୍ପିଟାଲରେ ତାଙ୍କର ମୄ-ତ୍ୟୁ ହୋଇଛି | ଗତ କିଛି ଦିନ ହେବ ସେ ଗୋଟେ କୌଣସି ରୋଗରେ ପୀଡିତ ହୋଇ ଚିଖିଚିତ ହେଉଥିଲେ |

ସେ ଆକାଶ ବାଣୀ କଟକରେ ନିୟମିତ ଗାୟିକା ଭାବରେ ବେଶେ ଜଣାଶୁଣା ଥିଲେ ଗାୟିକା ସହିତ ଟିଭି ସିରିଏଲ ରେ ମଧ୍ୟ କାମ କରିଛନ୍ତି ତେବେ ତାଙ୍କର ମୄ-ତ୍ୟୁ ରେ ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଥିଲା | ସକାଳୁ ସକାଳୁ ତାଙ୍କ ବାସ ଭବନରେ ବହୁତ ବିଶିଷ୍ଟ ଲୋକ ମାନେ ଶେଷ ଦର୍ଶନ କରିଛନ୍ତି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.