ବନ୍ଧୁଗଣ ଆମ ଜିବନର ରାଶି ଚକ୍ରର ବହୁତ ମହତ୍ୱ ରହିଛି ଆମେ ଆମ ରାଶି ଦ୍ୱାରା ଅତୀତ ଓ ଆଗତ ଭବିଷତ ବିଷୟରେ ଜାଣିପାରିଥାଉ ରାଶିରୁ ମଣିଷର ସ୍ଵଭାଵ ସମ୍ପର୍କ ବିଷୟରେ ଜାଣିପାରିଥାଏ | ରାଶିରୁ ମଣିଷ ତାର ଘଟୁ ଥିବା ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡିକ ସମ୍ପର୍କ ମଧ୍ୟରେ ଜାଣି ପାରିଥାଏ ଯେତେବେଳେ ଗୋଟିଏ ସନ୍ତାନ ଜନ୍ମ ନେଇଥାଏ ସେତେବେଳେ ତାର ସର୍ଵ ପ୍ରଥମେ ତା ରାଶି ସ୍ତିର କରାଯାଇଥାଏ |
ଏହି ରାଶିରୁ ତାର ଭାଗ୍ୟ ଭବିଷତ ଜଣା ପଡିଥାଏ ଆଜି କାଲି ଅଧିକ ଧନ ଆଶାରେ ଲୋକ ମାନେ ବିଭିନ ପ୍ରକାର ଉପାୟ କରୁଛନ୍ତି ଜ୍ୟୋତିଷ ବିଦ୍ୟା ଅନୁସାରେ ଅନେକ ପ୍ରକାର ମୁଦି ଧାରଣା କରୁଛନ୍ତି ଆପଣ ମାନେ ଦେଖିଥିବେ କଇଁଛ ଆକାରର ମୁଦି ଅନେକ ଲୋକ ପିନ୍ଦିଥାନ୍ତି ଏହା ସମନ୍ତେ ଲୋକ ଉପଯୁକ୍ତ ନୁହନ୍ତି ଏହାର ଭୁଲୁ ପ୍ରକାର ପ୍ରୟଗ କରିବା ଦ୍ବାରା ସୁପ୍ରଭାଵ ପଡିବା ଦ୍ବାରା କୁପ୍ରଭାବ ପଡିଥାଏ |
ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିବୁ କଇଁଛ ମୁଦି କିଏ କିପରି ପିନ୍ଧିଲେ ଏହାର ଶୁଭ ପ୍ରଭାବ ପଡିଥାଏ ବନ୍ଧୁଗଣ କଇଁଛ ମୁଦି ମାତା ଲକ୍ଷ୍ମୀ ସହିତ ଭଗବାନ ବିଷ୍ଣୁ ଙ୍କର ପ୍ରଭାବ ପଡିଥାଏ ତେଣୁ ଏହି ମୁଦିକୁ ପିନ୍ଧିବା ଦ୍ବାରା ବହୁତ ମଙ୍ଗଳ ହେଇଥାଏ ଯଦି ଆପଣ କଇଁଛର ମୁଦି ପିନ୍ଧୁଛନ୍ତି ତେହେଲେ ରୁପା ର କଇଁଛ ମୁଦି କରି ପିନ୍ଧନ୍ତୁ ଏହା ଏକ ଜଳୀୟ ପ୍ରାଣୀ ହେଇଥିବାରୁ ରୁପାରେ ତିଆରି କରିବା ଉଚିତ ଏହା ଦ୍ବାରା ଆପଣଙ୍କର ବହୁତ ମଙ୍ଗଳ ହେଇଥାଏ କିନ୍ତୁ ଯଦି ଚାହିଁବେ ଧାତୁ ରାଶି ପରିବହନ ଅନୁସାରେ କରିପାରିବେ |
କିନ୍ତୁ ଏହା ତଳପାଖରେ ଧାତୁକୁ ପରିବହନ କରିପାରିବେ ଯଦି ଏହି କଇଁଛ ମୁଦିକୁ ଆପଣ ଯଦି ଧାରଣ କରୁଛନ୍ତି ତେହେଲେ ଡାହାଣ ହାତରେ ଧାରଣ କରନ୍ତୁ ପୁରୁଷ କିମ୍ବା ନାରୀ ହୁଅନ୍ତୁ ସେମାନଙ୍କ ଦକ୍ଷିଣ ହସ୍ତ କିମ୍ବା ଡାହାଣ ହାତରେ ଧାରଣ କରନ୍ତୁ ଏହା ଦ୍ବାରା ଶୁଭ ଫଳ ମିଳିଥାଏ ଏହାକୁ ଡାହାଣ ହାତର ମଝି ଆଙ୍ଗୁଳି କିମ୍ବା ନମିକ ଆଙ୍ଗୁଠିରେ ପିନ୍ଧିପରିବେ ଏହା ଲୋକ ପାଇଁ ଶୁଭ ହେଇଥାଏ ଓ ଅନେକ ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇନଥାଏ | ଏହା ଛଡା ଅନେକ ଲୋକଙ୍କୁ ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ |
କଇଁଛ ମୁଦି କୁ ଶୁକ୍ରବାର ଦିନ କିଣିବା ଉଚିତ୍ ଓ ଏହି ମୁଦିକୁ ଶୁକ୍ରବାର ଦିନ ଧାରଣ କରନ୍ତୁ ଏହା ଦ୍ବାରା ବହୁତ ଶୁଭ ଫଳ ମିଳିଥାଏ | ଶାସ୍ତ୍ର ରେ ଏହି ବିଧି ସମ୍ପର୍କ ମଧ୍ୟ ଉଲେଖ ଅଛି କଇଁଛ ମୁଦିକୁ ପିନ୍ଧିବା ପୂର୍ବରୁ ଏହା କୁ ଗଙ୍ଗା ଜଳରେ ଧୋଇ କରି ସେହିଥିରେ ପଞ୍ଚମୁର୍ତ୍ତ ଛିଞ୍ଚନ କରି ପିନ୍ଧନ୍ତୁ |